Latest Odisha News

BREAKING NEWS

ସୋନାଙ୍କ କଣ୍ଠରେ ପୁଣି ଥରେ “ଆହେ ନୀଳ ଶୈଳ”

ଭୁବନେଶ୍ୱର : ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଲୋକପ୍ରିୟ ଭଜନ ଆହେ ନୀଳ ଶୈଳକୁ ଏକ ନିଆରା ଢଙ୍ଗରେ ଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ମହାପ୍ରଭୁଙ୍କ ଏହି ଭଜନକୁ ସେ ନିଜର ମାତୃଭୂମି ପାଇଁ ସମର୍ପିତ କରିଛନ୍ତି । କରୋନା ମହାମାରୀର ପ୍ରକୋପ ସମୟରେ ଏହି…

ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। ୨୦୨୧ ଶେଷ ହେବା ପୂର୍ବରୁ ଭାରତରେ ଟିକାକରଣ ସମ୍ପୂର୍ଣ୍ଣ ହେବ। ଏହାସହିତ ଶ୍ରୀ ଜାଭାଡେକର ଟିକାକରଣ ପ୍ରସଙ୍ଗକୁ ନେଇ କେନ୍ଦ୍ର…

ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ବାତ୍ୟା ପାଇଁ ମୋଟ ୧୦୦୦ କୋଟି ସହାୟତା ଘୋଷଣା କରିଛନ୍ତି। ସେଥିରୁ ଓଡ଼ିଶାରେ ତୁରନ୍ତ ରିଲିଫ କାର୍ଯ୍ୟ ପାଇଁ ୫୦୦ କୋଟି ସହାୟତା ଘୋଷଣା କରିଛନ୍ତି। ବାକି ୫୦୦ କୋଟି ଟଙ୍କା ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡ ପାଇଁ ଆର୍ଥିକ…

ଜୁନ୍‌ ଶେଷ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ବଢିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀବାହୀ ବିମାନ ଉପରେ ନିଷେଧାଦେଶକୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ନେଇ DGCA ଶୁକ୍ରବାର ଦିନ ଘୋଷଣା କରିଛି ଯେ ଭାରତକୁ ଏବଂ ଭାରତରୁ ସମସ୍ତ ଅନ୍ତର୍ଜାତୀୟ ନିର୍ଦ୍ଧାରିତ ବାଣିଜ୍ୟିକ ଯାତ୍ରୀ ବିମାନ ୩୦ ଜୁନ୍ ପର୍ଯ୍ୟନ୍ତ ସ୍ଥଗିତ…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ

ଭୁବନେଶ୍ୱର: କରୋନା ସଂକ୍ରମଣରେ ରାଜ୍ୟରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ସାମ୍ବାଦିକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲାର ଜି ଓଡ଼ିଶା ପ୍ରତିନିଧି ରଘୁନାଥ ସାହୁ। ସେ ଶୁକ୍ରବାର ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ…

ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ହେଲା ମୂଲ୍ୟ ଧାର୍ଯ୍ୟ; ଜୁନ୍‌ରେ ହୋଇପାରେ ଲଞ୍ଚ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଡିଆର୍‌ଡିଓର କରୋନା ଔଷଧ ଟୁ-ଡିଜି ର ମୂଲ୍ୟ ଫାର୍ମା ପ୍ରମୁଖ ଡା. ରେଡ୍ଡୀଙ୍କ ଲାବୋରେଟୋରୀ ଦ୍ବାରା ନିର୍ଦ୍ଧାରଣ କରାଯାଇଛି। ଏହାର ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ସରକାରୀ ଡାକ୍ତରଖାନା ଦ୍ୱାରା ରିହାତି ମୂଲ୍ୟରେ ଏହି ଔଷଧ ଯୋଗାଇ ଦିଆଯିବ…

ପରଲୋକରେ ସାହିତ୍ୟିକ ଶୁଭେନ୍ଦୁ ମୁଣ୍ଡ

ଭୁବନେଶ୍ୱର : ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଶୁଭେନ୍ଦୁ ମୁଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ଦୁଇଦିନ ଧରି ତାଙ୍କୁ ସାମାନ୍ୟ ଜ୍ବରରେ ହୋଇଥିଲା ଓ ସେ ହୃଦଘାତରେ ମଧ୍ୟ ପୀଡ଼ିତ ଥିଲେ । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା…

ମେ ୩୧ରୁ ଦିଲ୍ଲୀରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: କରୋନା ମାମଲା ମାମଲା ହ୍ରାସ ପାଉଥିବାରୁ ଆସନ୍ତା ସୋମବାର ଅର୍ଥାତ୍‌ ମେ ୩୧ରୁ ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଦିଲ୍ଲୀରେ ଅନଲକ୍ ପର୍ଯ୍ୟାୟକ୍ରମେ କରାଯିବ। ସୋମବାର ଠାରୁ ଜାତୀୟ ରାଜଧାନୀର…

ନାରଦା ସ୍କାମ; ଗିରଫ ଟିଏମ୍‌ସି ନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଏଚ୍‌ସି

କୋଲକାତା: କଲିକତା ହାଇକୋର୍ଟ ଚାରିଜଣ ରାଜନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଏଥିରେ ନାରଦା ମାମଲାରେ ଗିରଫ ହୋଇଥିବା ଦୁଇଜଣ ବଙ୍ଗୀୟ ମନ୍ତ୍ରୀ ମଧ୍ୟ ଅଛନ୍ତି। ଚାରିଜଣ ବଙ୍ଗୀୟ ନେତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରି କଲିକତା ହାଇକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଶୁକ୍ରବାର…

ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଶୁକ୍ରବାର ଦିନ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନିଙ୍କୁ ଡ୍ରଗ୍ ମାମଲାରେ ଗିରଫ କରିଛି। ବାନ୍ଦ୍ରା ଫ୍ଲାଟରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ରହୁଥିବା ସିଦ୍ଧାର୍ଥ ପିଠାନି ଜୁନ୍ ୧୪ରେ ସୁଶାନ୍ତଙ୍କୁ ତାଙ୍କ…