ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ଦୂତୀ ଚାନ୍ଦ
ଭୁବନେଶ୍ୱର: ଭାରତର ଦ୍ରୁତତମ ମହିଳା ଦୂତି ଚାନ୍ଦ ଶୁକ୍ରବାର ଦିନ ଲଖନଉଠାରେ ଅନୁଷ୍ଠିତ ହେଉଥିବା ୫୯ତମ ଆନ୍ତଃରାଜ୍ୟ ସିନିୟର୍ ଆଥଲେଟିକ୍ସ ଚାମ୍ପିୟନସିପରେ ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
ଦୂତୀ ଏହି ଦୌଡ଼କୁ ୧୧.୩୮ ସେକେଣ୍ଡରେ ସମାପ୍ତ କରି ପ୍ରଥମ ସ୍ଥାନ ହାସଲ…