Latest Odisha News

BREAKING NEWS

ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ: କଟକ, ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ଜଓ୍ୱାଦ୍ ପ୍ରଭାବରେ ଓଡ଼ିଶା କାଲିଠାରୁ ଆରମ୍ଭ ହୋଇଛି ବର୍ଷା । କାଲି ମଧ୍ୟରାତ୍ରିରୁ କଟକ, ଭୁବନେଶ୍ୱରରେ ବି ବର୍ଷା ଲାଗି ରହିଛି । ଝିପିଝିପି ବର୍ଷୁଛି । ଆଜି ପାଇଁ ଟୁଇନ୍ ସିଟିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । କଟକ, ଭୁବନେଶ୍ୱରରେ ଆଜି ପ୍ରବଳରୁ…

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା: ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ବଢୁଛି ଜଓ୍ୱାଦ୍

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା । ସମୁଦ୍ର ଭିତରେ ଘୂରି ବୁଲୁଛି । ଅଧିକ ବଳ ଗୋଟାଇ ଉପକୂଳ ଆଡ଼େ ମାଡ଼ି ଆସୁଛି ଜଓ୍ୱାଦ୍ । ନିର୍ଦ୍ଦିଷ୍ଟ ଭାବରେ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ଏଯାଏ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନି । କିନ୍ତୁ ଆଜିଠୁ ପ୍ରଭାବ ଦେଖାଇବା ଆରମ୍ଭ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୧୬ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରମ ଆରାଧ୍ୟ ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ କଥା କହିବା ସହ ମୋର ପୂଜ୍ୟ ଦୀକ୍ଷା ଗୁରୁ ସ୍ୱାମୀ ଚେତନାନନ୍ଦ ସରସ୍ବତୀଙ୍କ ବ୍ରହ୍ମଲିନ ହେବାପରର କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲି । ଏତେ ଦିନ…

କବିତା : ଜୀବନ

ଦାମୋଦର ପଣ୍ଡା ବାହାରେ ମେଘ ଓ ଅଦିନିଆ ବର୍ଷା , ଶେଯରେ ଗୋଟେ ଫୁଙ୍ଗୁଳା ଦେହ ଓ ନପୁଂସକ ରାତି । ଜଣେ ଜଳି ଯାଉଛି ଡହ ଡହ ନିଆଁରେ ଆଉ ଜଣେ ଶବ ପାଲଟି ଯାଉଛି ବରଫରେ । ପବନ ସାପ ପରି ରଙ୍ଗି ଯାଉଛି ଆମ ମଝିରେ ଛାଇ ନିଦରୁ ଉଠିବା ପରେ ଦି ଜଣ ମିଳିତ ହେଉଥିଲେ ଶୃଙ୍ଗାରରେ…

ଧାରାବାହିକ ଉପନ୍ୟାସ : ଦେବୀ (୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ "ଦେବୀ" : ଭାଗ ୩  ଦୀର୍ଘ ସମୟର ବସଯାତ୍ରା ଏବଂ ସାରା ଦିନର ଧାଁ ଦଉଡ ଭିତରେ କ୍ଲାନ୍ତ ହୋଇ ପଡ଼ିଥିଲା ଦେବୀ। ବାପାଙ୍କ ରୋଗ ବିଛଣା ପାଖରେ ବସି ବସି କେତେବେଳେ ଆଖି ଲାଗିଯାଇଥିଲା। ନିଦ ଭାଙ୍ଗିବା ବେଳକୁ ବାପା ଖାଲି ଦେବୀ .... ଦେବ....…

ଓମିକ୍ରନ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ଆମେରିକାରୁ ଓଡ଼ିଆ ବୈଜ୍ଞାନିକଙ୍କ ଚେତାବନୀ

କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଦ୍ରୁତ ସଂକ୍ରମଣ ଆଣୁଥିବାରୁ ଏହାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକେ ଜାରି କରାଯାଉଥିବା ମାର୍ଗ ନିର୍ଦ୍ଦେଶିକାର ସଠିକ୍ ପ୍ରତିପାଳନ କରିବା ଲାଗି କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରୋନା ନିୟନ୍ତ୍ରଣ ପାଇଁ ଗବେଷଣା କରୁଥିବା…

ବିନୋଦ ରାଉତରାୟଙ୍କର ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ , ରାଜ୍ୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ, ବିଶିଷ୍ଟ ସାହିତ୍ୟିକ ତଥା ଚିତ୍ରଶିଳ୍ପୀ ବିନୋଦ ରାଉତରାୟଙ୍କ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ୱର୍ଗତଃ…

ବାତ୍ୟା ପାଇଁ ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ବର : ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ହେଉଛି ବାତ୍ୟା ଜୱାଦ । ସମୁଦ୍ର ମଝିରେ ଦିଗ ବଦଳାଇ ଉପକୂଳକୁ ମାଡ଼ି ଆସୁଛି । ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଜୱାଦ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଏନେଇ ରାଜ୍ୟ ସରକାର ପ୍ରଭାବିତ ହେବାକୁ ଥିବା ଜିଲ୍ଲା…

ତଥ୍ୟର ଗୋପନୀୟତା, କ୍ରିପ୍ଟୋକରେନ୍ସି ବିଲ୍ ଓ ବ୍ଲକ୍‌ଚେନ୍ ପ୍ରଯୁକ୍ତିକୁ ମୁକେଶ ଅମ୍ବାନିଙ୍କ ସମର୍ଥନ

ଭୁବନେଶ୍ବର : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ତଥ୍ୟର ଗୋପାନୀୟତା ଓ କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌କୁ ଦୃଢ଼ ସମର୍ଥନ କରିଛନ୍ତି । ସରକାର ଭବିଷ୍ୟତକୁ ସୁହାଇବା ଭଳି ନୀତି ଓ ନିୟମ ଆଣୁଥିବା ସେ କହିଛନ୍ତି । ଇଣ୍ଟରର…

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଇରାକୀ ନାଗରିକଙ୍କ ସଫଳ ଅସ୍ତ୍ରୋପଚାର, ଚିକିତ୍ସା ପର୍ଯ୍ୟଟନକୁ ନେଇ ଓଡ଼ିଶାରେ ନୂଆ ଆଶାର…

ଭୁବନେଶ୍ବର : ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଏକ ବିରଳ ସ୍କଲବେସ୍ ବ୍ୟାଧିରେ ପୀଡ଼ିତ ଥିବା ଇରାକର ଜଣେ ନାଗରିକଙ୍କର ସଫଳତାର ସହ ଅସ୍ତ୍ରୋପଚାର କରାଯିବା ପରେ ସେ ସୁସ୍ଥତା ଲାଭ କରିଛନ୍ତି । ଉନ୍ନତମାନର ଚିକିତ୍ସା, ଅତ୍ୟାଧୁନିକ ମେଡିକାଲ୍ ଭିତ୍ତିଭୂମୀ, ସୁବିଧା ସୁଯୋଗ ଓ ପାରଦର୍ଶିତା ଯୋଗୁଁ…