Latest Odisha News

BREAKING NEWS

ଆଜି ଦେଶରେ କମିଛି ସଂକ୍ରମିତଙ୍କ ସଂଖ୍ୟା, ଗତକାଲି ଅପେକ୍ଷା ୬.୫% କମ୍

ନୂଆଦିଲ୍ଲୀ: ଦେଶରେ ଆଜି କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ୬.୫ ପ୍ରତିଶତ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ଦେଶରୁ ବାହାରିଛନ୍ତି ୧ଲକ୍ଷ ୬୮ହଜାର ୬୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧ଲକ୍ଷ ୭୯ହଜାର ୭୨୩ । ଅର୍ଥାତ୍ ପାଖାପାଖି ୧୦…

ଖୁସି କପୁର କରୋନା ପଜିଟିଭ

ନୂଆଦିଲ୍ଲୀ: ନିକଟରେ ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। ଏହା ପରେ ସେମାନେ ହୋମ୍‌ କ୍ବାରେଣ୍ଟାଇନ୍‌‌ରେ ମଧ୍ୟ ଥିଲେ। ରିପୋର୍ଟ ଅନୁଯାୟୀ ବୋନି କପୁରଙ୍କ ଝିଅ ଖୁସି କପୁର କରୋନା ସଂକ୍ରମିତ ‌ହୋଇଥିବା ଜଣାପଡ଼ିଛି। ତେବେ ବୋନି  କପୁର ଏବଂ ଜାନଭି କପୁର ଙ୍କ…

କରୋନା ମାରିଲା ଲମ୍ବା ଲମ୍ଫ: ଦିନକରେ ଓଡ଼ିଶାରୁ ୭ହଜାର ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ଲମ୍ବା ଲମ୍ଫ ମାରିଲା କରୋନା । ଦିନକରେ ୭ ହଜାର ସଂକ୍ରମିତ । ଗତକାଲି ଅପେକ୍ଷା ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ସାରା ରାଜ୍ୟରୁ ୭ହଜାର ୭୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୭୦୭ ଜଣ ଆକ୍ରାନ୍ତ ।…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା : ପୁଣି ଭିଜିଲାନ୍ସ ରେଡ୍। କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଚଢାଉ ଜରାଯାଉଛି। ନିହାରଙ୍କ ଶ୍ୱଶୁର ଘର ରାଉରକେଲା ସ୍ଥିତ ଛେଣ୍ଡ କଲୋନୀରୁ ନେଇ ବାରିପଦା କ୍ୱାଟରରେ ଭିଜିଲାନ୍ସ ଚଢାଉ କରାଯାଇଛି ।…

ଦୈନିକ କରୋନା ମାମଲାରେ ବିଶ୍ବ ରେକର୍ଡ ଭାଙ୍ଗିଲା ଆମେରିକା

ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ମେଲାଇ ଚାଲିଛି ଓମିକ୍ରନ୍‌। ଏହାରି ଭିତରେ ଦୈନିକ ସଂକ୍ରମଣରେ ରେକର୍ଡ ଭାଙ୍ଗିଲା ଆମେରିକା। ସୋମବାର ଦିନ ୧.୧୩ ନିୟୁତ ନୂଆ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ଏହି ମାମଲା ବିଶ୍ବର ସବୁ ଦେଶ ତୁଳନାର ସର୍ବାଧିକ।…

ଆଜି ବାଜିବ ପଞ୍ଚାୟତ ନିର୍ବାଚନୀ ବିଗୁଲ, ଘୋଷଣା ହୋଇପାରେ ତାରିଖ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିବ ବିଗୁଲ୍ । ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ରାଜ୍ୟ ନିର୍ବାଚନ କମିଶନର ଆଜି ପ୍ରେସମିଟ୍ ଡାକିଛନ୍ତି । ଦିନ ସାଢ଼େ ୧୧ଟାରେ ପ୍ରେସମିଟ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ଏଥିରେ ନିର୍ବାଚନ…

ଆଜିଠୁ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ

ସମ୍ୱଲପୁର: କରୋନା ସଂକ୍ରମଣ ବଢୁଥିବାରୁ ବଢୁଛି କଟକଣା । ଆଜିଙ୍କୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିର । କରୋନା ସଂକ୍ରମଣ ବଢୁଥିବାରୁ ସର୍ବସାଧାରଣ ଦର୍ଶନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୧ ତାରିଖ ଯାଏ ସମଲେଶ୍ୱରୀଙ୍କ…

ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ

ଭୁବନେଶ୍ୱର: ପରଲୋକରେ ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଭୁବନେଶ୍ୱର ସ୍ଥିତ ବାସଭବନରେ ଦେହାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ କୃଷ୍ଣଚନ୍ଦ୍ର ମାଝୀ । ଗତକାରି ରାତିରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ…

ଆଦିବାସୀଙ୍କ ଶୁଲିଆ ଯାତ୍ରା: ରକ୍ତରଂଜିତ ହେଲା ସାନଖଳା ଓ ବଡ଼ଖଳା

ବଲାଙ୍ଗୀର: ପୁଣି ରକ୍ତରଂଜିତ ହୋଇଛି ସାନଖଳା ଓ ବଡ଼ଖଳା । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ୍ ଖଇରଗୁରା ଓ କୁମରିଆ ଗାଁର ସାନଖଳା ଓ ବଡ଼ଖଳା ପୁଣି ରକ୍ତରଂଜିତ ହୋଇଛି । ଏଠାରେ ଭୋରରେ କୋଭିଡ୍ କଟକଣା ଭିତରେ ନୀତିକାନ୍ତି ସମାପନ ହୋଇଛି। ଆଦିବାସୀଙ୍କ ଶୁଲିଆ ଯାତ୍ରାରେ ଭୋର ସମୟରେ…

ଧାରାବାହିକ ଉପନ୍ୟାସ : ଦେବୀ (୪୦)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୪୦  ବାହାରେ ଲାଗିଲାଣି ଆଲୁଅର ମହୋତ୍ସବ। ଘାସ ମଥାରେ ସଞ୍ଚିତ ବିଶ୍ୱାସ ମୁଣ୍ଡରେ ବୋହିଲେଣି ଏକ ସୂର୍ଯ୍ୟ। ଖୁସିହେବାର ଘୋଷଣାରତ ପକ୍ଷୀମାନେ ଏକ ଅନିଶ୍ଚିତ ମାତ୍ର ବିଶ୍ୱାସଯୋଗ୍ୟ ପଥ ଲଙ୍ଘିବା ଦିଗରେ।ଏ କ ମଶାଣୀଆ ନିରବତା ଓ…