Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୫୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଗୁଣ ଆମେ ଆଲୋଚନା କରିସାରିଲେଣି। ଆଜି ତାଙ୍କର ବିଶେଷ ଗୁଣ ଯେଉଁଥିପାଇଁ ସେ ସମସ୍ତଙ୍କ ପ୍ରିୟ ତାହା ବର୍ଣ୍ଣନା କରିବା । ଭାବଗ୍ରାହୀ- ଓଡ଼ିଆର…

ସ୍ୱଳ୍ପ ଗଳ୍ପ : ଏକ ମୃତ୍ୟୁଦଣ୍ଡ ଏହିପରି

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ 'ସ୍ୱଳ୍ପ ଗଳ୍ପ' ଭାଗ : ୩ ପ୍ରାଚୀନ ସଭ୍ୟତା ବିଶେଷ ଭାବରେ ଗ୍ରୀସ୍ ଆଉ ରୋମ୍ ସଭ୍ୟତାରେ ମୃତ୍ୟୁଦଣ୍ଡ ଆଦେଶର ପାଳନବିଧିକୁ ଅନୁଧ୍ୟାନ କଲେ ଦେଖାଯିବ ଯେ ତାହା ସେହି ସମୟ ର ସମାଜର ବର୍ଗ ବିଶେଷ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଥିଲା । ସମାଜର ଉଚ୍ଚବର୍ଗ…

ସନେଟ : ଆମ ବନ୍ଧୁତା

ରଞ୍ଜିତା ରାଣୀ ହୋତା ମନେ ଅଛି ସେଇ ଚିଠିଟି କେବଳ , ମନେ ନାହିଁ ସେଇ ତିଥି ମଞ୍ଜୁଳ ଆମ ବନ୍ଧୁତା ଯେବେ ତୋଳିଲା ପ୍ରଥମ ଗୀତି। ଚିର ପାବନ ସେ ସମ୍ପର୍କ ଆଜି କାଳ ଘୁର୍ଣ୍ଣନେ ଗଡ଼ି, ଜୀବନ ସାଗରେ ବତୀ ଘରଟିଏ ସତେକି ଦେଇଛି ଗଢ଼ି। ଠିଆ ହୋଇନି ମୁଁ ପାରୁଶେ ତୁମରି ହସ ଲୁହ ଝରା କାଳେ…

ପଶ୍ଚିମବଙ୍ଗରୁ ୬୫ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଏସଟିଏଫର ଚଢ଼ାଉ ବେଳେ ବଡ଼ ସଫଳତା । ଚଢ଼ାଉ ବେଳେ ଜବତ ହୋଇଛି ୬୫ କୋଟି ଟଙ୍କାର ବ୍ରାଉନସୁଗାର । ଏହାସହ ନଗଦ ୨୦ ଲକ୍ଷ ଟଙ୍କା ସହ ୬ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଗିରଫ ୬ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଥିବା ଜଣାପଡିଛି । ସେହିପରି…

ପୁରୀରେ ହେବ ପଞ୍ଚତାରକା ହୋଟେଲ

ଭୁବନେଶ୍ବର : ରାଜ୍ୟର ପ୍ରତିଷ୍ଠିତ ହୋଟେଲ ସଂସ୍ଥା ସ୍ୱସ୍ତି ଗ୍ରୁପ ପକ୍ଷରୁ ପୁରୀରେ ନିର୍ମାଣ କରାଯିବ ପଞ୍ଚତାରକା ହୋଟେଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଆଜି ଏହାର ଶିଳାନ୍ୟାସ କରିଛନ୍ତି । ସିପ ସରୁବାଲିରେ ସ୍ବସ୍ତି ପ୍ରିମିୟମ ବିଚ୍ ରିସୋର୍ଟ ନାଁରେ ହେବାକୁ ଥିବା ଏହି…

ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି, ଉଦଘାଟିତ ହେଲା ଅତ୍ୟାଧୁନିକ ମେଡିକାଲ

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି । ଉଦଘାଟିତ ହୋଇଛି ଅତ୍ୟାଧୁନିକ ମେଡିକାଲ । ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏହି ଅତ୍ୟାଧୁନିକ ମେଡିକାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ…

[ଭିଡିଓ] ଦୁର୍ଘଟଣା ପରେ ଉଡ଼ିଲା ବିମାନ

ମୁମ୍ବାଇ: ବିମାନ ବନ୍ଦରରେ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ମୁମ୍ବାଇ ବିମାନବନ୍ଦରରେ ବିମାନକୁ ପୁସବ୍ୟାକ ଦେଉଥିବା ଗାଡ଼ିରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରରେ ଆତଙ୍କ । ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆାଁକୁ ଆୟତ୍ତ କରିଥିଲା । ଆଜି ଅପରାହ୍ନରେ ଏହି…

କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର, ସରକାରୀ ଚାକିରି ପାଇଁ ବଢ଼ିଲା ବୟସ ସୀମା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରି । ବଢ଼ିଲା ସରକାରୀ ଚାକିରି ବୟସ ସୀମା । ଚାକିରି ବୟସ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏସ୍‌ସି, ଏସ୍‌ଟି ଏବଂ ଓବିସିଙ୍କ ପାଇଁ ଅତିରିକ୍ତ ୫ ବର୍ଷ କୋହଳ କରାଯାଇଛି । ମହିଳା ଓ ଦିବ୍ୟାଙ୍ଗ…

ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ

ବଲାଙ୍ଗୀର : ଆସନ୍ତାକାଲି ଆଦିବାସୀ ସଂପ୍ରଦାୟର ପ୍ରସିଦ୍ଧ ଶୁଲିଆ ଯାତ୍ରା । କୋଭିଡ କଟକଣା ଭିତରେ ପାଳନ ପାଇଁ ଯାତ୍ରା ପୂଜା କମିଟି ତରଫରୁ ଶେଷ ହୋଇଛି ପ୍ରସ୍ତୁତି । ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ସଜାଗ ରହିଛି । ଦୁଇ ଜଣ ମାଜିଷ୍ଟ୍ରେଟଙ୍କ ସମେତ ୧୦ ଜଣ ବରିଷ୍ଠ ପୋଲିସ ଅଧିକାରୀ, ୪…

ରାଜ୍ୟପାଳଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର, ଆସନ୍ତାକାଲି ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ବର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟିଲେ ରାଜ୍ୟ ନିର୍ବାଚନ କମିଶନର୍‌ । ଆଗକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ସଂପର୍କିତ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର । ଏହାସହ ଆସନ୍ତାକାଲି ଘୋଷଣା…