Latest Odisha News

BREAKING NEWS

ସରପଞ୍ଚଙ୍କ ସ୍ୱାମୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ

ଛତିଶଗଡ : ଛତିଶଗଡ ନାରାୟଣପୁରରେ ପୁଣି ମାଓ ହିଂସା । ଫରେସଗା ଥାନା ଅନ୍ତର୍ଗତ କରମରି ଗ୍ରାମର ସରପଞ୍ଚ ଙ୍କ ସ୍ୱାମୀ ଙ୍କ ଗଳା କାଟି ହତ୍ୟା କରିଛନ୍ତି ସଶସ୍ତ୍ର ନକ୍ସଲ । ଏହା ସହ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିୟୋଜିତ ଥିବା ପ୍ରୋକଲିନ ଓ ଟ୍ରାକ୍ଟର କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍…

ନୂଆ ଷ୍ଟ୍ରେନ୍ ‘ଓମିକ୍ରନ୍’ ଆଗରେ ଟିକା ଫେଲ୍ ? କ’ଣ କହିଲା ଫାଇଜର ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାର ନୂଆ ଷ୍ଟ୍ରେନ୍ ଓମିକ୍ରନକୁ ନେଇ ଚିନ୍ତିତ । କେମିତି ଏହାକୁ ମୁକାବିଲା କରାଯିବ ? ନୂଆ ଭାରିଆଣ୍ଟ କେତେ ଅଧିକ ସଂକ୍ରାମତ । ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାରେ କେତେ ସକ୍ଷମ ? ବର୍ତ୍ତମାନ ବିକଶିତ ଟିକା ଓମିକ୍ରନକୁ ନିପାତ କରିବ କି ? ଏମିତି ଅନେକ…

କରୋନାର ନୂଆ ଭାରିଆଣ୍ଟ ନାଁ ‘ଓମିକ୍ରନ୍’ ଦେଲା WHO

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଷ୍ଟ୍ରେନର (ଈ.୧.୧.୫୨୯) ନାଁ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହାର ନାଁ ଓମିକ୍ରନ୍ ରଖାଯାଇଛି । ଯାହା ଏକ ଗ୍ରୀକ ଶବ୍ଦ । ଏଥିସହ ନୂଆ ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବୋଲି କହିଛି । ଯାହାକି ଦ୍ରୁତ ସଂକ୍ରାମକ ହୋଇପାରେ ।…

ବୁର୍ଲା ଭୀମସାରରେ ସଂକ୍ରମଣର କାରଣ ଖୋଜା: ୨୧ ଜଣଙ୍କର ହେବ ଜିନୋମ୍ ସିକ୍ୱେନ୍ସିଂ

ସମ୍ୱଲପୁର: ବୁର୍ଲୀ ଭୀମସାରରେ କେମିତି ସଂକ୍ରମିତ ହେଲେ ଡାକ୍ତରୀୟ ଛାତ୍ରଛାତ୍ରୀ ? ଟିକାର ଦୁଇଟି ଲେଖାଏ ଡୋଜ୍ ନେବା ପରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାର କାରଣ ଖୋଜିବା ଆରମ୍ଭ ହୋଇଛି । ଏଥିପାଇଁ କୋଭିଡ୍ ସଂକ୍ରମିତ ୫୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କର ଜିନୋମ୍ ସିକ୍ୱେନ୍ସିଂ…

କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତା: ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଛାନିଆ କଲାଣି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରୋନାର ନୂଆ ଭାରିଆଣ୍ଟ । ଯାହାର ନାଁ ରଖାଯାଇଛି ଓମିକ୍ରୋନ୍ । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରିଆଣ୍ଟ ଅଫ୍ କନସର୍ଣ୍ଣ କାଟାଗୋରୀରେ ରଖିଥିବା ବେଳେ ସାରା ବିଶ୍ୱର ଚିନ୍ତା ବଢ଼ିଛି । ଏଭଳି ସ୍ଥିତିରେ ଆଜି…

ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ପଜିଟିଭ

ମୟୂରଭଞ୍ଜ: ସ୍କୁଲ ଖୋଲିବା ପରେ ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ । ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି । ସୁନ୍ଦରଗଡ଼ ପରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରିଛି ପଜିଟିଭ୍ କେସ୍ । ଠାକୁରମୁଣ୍ଡା ବ୍ଲକର ଚମକପୁର ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।…

ବସକୁ ପଛରୁ ପିଟିଲା ଟ୍ରକ୍: : ୩ ମୃତ, ୧୧ ଜଣ ଆହତ

ଖୋର୍ଦ୍ଧା: ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ୧୧ ଜଣ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବେଲପଡ଼ା ଛକରେ ଏହି ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର…

ରୋଷଘର

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର ”  ମହାପ୍ରଭୁଙ୍କ ମହାପ୍ରସାଦ ଯେମିତି ମହାନନ୍ଦ, ମହାପ୍ରେମ, ମହାଭାବ, ମହାପବିତ୍ରତାର ସହିତ ମହିମାମୟ, ମହାପ୍ରସାଦ ପ୍ରସ୍ତୁତ ହେଉଥିବା ସ୍ଥାନ ବା ଶ୍ରୀମନ୍ଦିରର ରୋଷଘର ମଧ୍ୟ ସେହିଭଳି ଦିବ୍ୟତାର ପ୍ରତୀକ । ଶ୍ରୀମନ୍ଦିରରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୯  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଚତୁର୍ଦ୍ଧାମୂରତି ଶ୍ରୀ ଜଗନ୍ନାଥ ରତ୍ନବେଦୀରେ ବିରାଜମାନ କରି ଭକ୍ତଙ୍କ ମନ ମୋହୁଛନ୍ତି, ବେଦୀର ଦକ୍ଷିଣରେ ଶ୍ରୀବଳଭଦ୍ର, ମଧ୍ୟରେ ମା ସୁଭଦ୍ରା, ଉତ୍ତର ପାର୍ଶ୍ଵରେ ଶ୍ରୀଜଗନ୍ନାଥ ।…

ମୋ ସ୍ମୃତିରେ ପୋରୁହାଁ ଅଷ୍ଟମୀ

ସୁଷମା ପରିଜାଙ୍କ ସ୍ମୃତିର ଫରୁଆରୁ ……  ପ୍ରଥମାଷ୍ଟମୀରେ ଆଜି ଏଇ ଉତ୍ତର ବୟସରେ ବି ମୋର ମାମୁଁ ଘର କଥା ଖୁବ୍ ମନେପଡେ । ମୋର ମାମୁଁ ଘର ଜଟଣୀ କୁଦିଆରୀ ଗାଁରେ। ଅଜା ଆଈଙ୍କର ଦୁଇ ପୁଅ, ଦୁଇ ଝିଅ । ମାମୁଁ ଦି ଜଣ ବଡ, ମୋର ବୋଉ ଆଉ ମାଉସୀ ସାନ। ଘଟଣାକ୍ରମେ ମୋର ବାପା ମୋ' ଜନ୍ମ ପରେ…