Latest Odisha News

BREAKING NEWS

ହୋମ୍‌ ଆଇସୋଲେସନ୍‌ରେ ଥିବା କରୋନା ରୋଗୀଙ୍କ ଲାଗି ଆରମ୍ଭ ହେବ ଯୋଗ କ୍ଲାସ

ନୂଆଦିଲ୍ଲୀ: ଦିଲ୍ଲୀରେ, କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଦିଲ୍ଲୀ ସରକାର। ସେମାନଙ୍କ ଲାଗି ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବା ସମୟରେ ସ୍ୱତନ୍ତ୍ର ଯୋଗ ଏବଂ ପ୍ରାଣାୟାମର ବ୍ୟବସ୍ଥା କରାଯିବ। ଏଥିପାଇଁ ରୋଗୀମାନଙ୍କୁ ଏକ ଲିଙ୍କ୍ ପଠାଯିବ, ଯେଉଁଥିରେ ସେମାନେ…

ଶାହାରୁଖ୍ ଖାନଙ୍କ ମନ୍ନତକୁ ବୋମାରେ ଉଡାଇଦେବାକୁ ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ : ଶାହାରୁଖ ଖାନଙ୍କ ବଙ୍ଗଳା ମନ୍ନତକୁ ବୋମାରେ ଉଡାଇଦେଇଥିବା ବ୍ୟକ୍ତି ଗିରଫ । ଏହି ମାମଲାରେ ମଧ୍ୟପ୍ରଦେଶ ପୋଲିସ ଅଭିଯୁକ୍ତ ଯୁବକକୁ ଜବଲପୁରରୁ ଗିରଫ କରିଛି । ଆତଙ୍କବାଦୀ ଆକ୍ରମଣ ଓ ବାମୋ ବିସ୍ପୋରଣ କରିବା ଧମକ ଦେଇଥିବା ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ…

ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲଙ୍କ ଉପଦ୍ରବ

ସୁବର୍ଣ୍ଣପୁର: ଗାଁ ମୁହାଁ ହେଉଛନ୍ତି ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜରେ ୨୫ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ପଶି ଫସଲ ନଷ୍ଟ କରିବା ସହ ଖଳା ବାଡ଼ିରେ ଥିବା ଧାନ ନଷ୍ଟ କରୁଛନ୍ତି । ଏହାଦ୍ୱାରା ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି । ଏପଟେ ବନ ବିଭାଗ ହାତୀପଲଙ୍କୁ…

ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କୁ ‘ଗଙ୍ଗା ସ୍ନାନ’ ମନା

ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ଅବସରରେ ଶ୍ରଦ୍ଧାଳୁମାନେ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇପାରିବେ ନାହିଁ। ଏ ନେଇ ହରିଦ୍ୱାର ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛି। କରୋନା ରୋଗର ତୃତୀୟ ତରଙ୍ଗ ତଥା ଓମିକ୍ରନ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଦେଶ…

ଲତା ମଙ୍ଗେଶକରଙ୍କୁ କରୋନା

ନୂଆଦିଲ୍ଲୀ: ସାରା ଦେଶରେ କରୋନା ମାମଲା କ୍ଷୀପ୍ର ବେଗରେ ବଢୁଛି। ଯାହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ୯୨ ବର୍ଷୀୟ…

୧୪ରେ ଓଟିଟିରେ ରିଲିଜ କରିବ ଫିଲ୍ମ ‘ପୁଷ୍ପା’

ନୂଆଦିଲ୍ଲୀ: ଦକ୍ଷିଣୀ ସିନେ ଷ୍ଟାର୍‌ ଆଲୁ ଅର୍ଜୁନଙ୍କ ଅଭିନୀତ ବ୍ଲକବଷ୍ଟର ମୁଭି 'ପୁଷ୍ପା'ର ବକ୍ସ ଅଫିସରେ ବଡ଼ ସଫଳତା ହାସଲ କରିଛି। ୩୦୦ କୋଟି କ୍ଲବ୍‌ରେ ସାମିଲ ହୋଇଛି ଫିଲ୍ମ ପୁଷ୍ପା। ଏହାର ହିନ୍ଦୀ ସଂସ୍କରଣ ଜାନୁଆରୀ ୧୪ରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ବୋଲି ଘୋଷଣା…

ଲୋକ କଂଗ୍ରେସ ପାର୍ଟିକୁ ମିଳିଲା ହକି ଷ୍ଟିକ, ବଲ ଚିହ୍ନ

ଚଣ୍ଡୀଗଡ: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ପାର୍ଟି ଲୋକ କଂଗ୍ରେସ ପାର୍ଟିକୁ ନିର୍ବାଚନ ଚିହ୍ନ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଦଳକୁ ହକି ଷ୍ଟିକ ଏବଂ ବଲରେ ଚିହ୍ନ ମିଳିଥିବାରୁ ସେ ଖୁସି ହୋଇ କହିଛନ୍ତି ଏଥର କେବଳ ଗୋଲ ଦେବା ବାକି ରହିଲା ।…

ଓମିକ୍ରନ୍‌ ଭୟ; ରାଜଧାନୀରେ ପ୍ରାଇଭେଟ୍‌ ଅଫିସ୍‌ ଓ ରେଷ୍ଟୁରାଣ୍ଟ ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନିୟନ୍ତ୍ରଣ ବାହାରେ କରୋନା। କରୋନାକୁ ରୋକିବା ଲାଗି ସରକାର କଟକଣାକୁ ଆହୁରି କଠୋର କରିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମଏ) ର ନୂଆ ଆଦେଶ ଅନୁଯାୟୀ, ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ, ସମସ୍ତଙ୍କୁ ୱାର୍କ ଫ୍ରମ୍‌…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର:  ଓଡ଼ିଶାରେ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ଆଜି ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫେବୃଆରୀ ୧୬ରୁ ନିର୍ବାଚନ ତାରିଖ ଘୋଷଣା । ଫେବ୍ରୁଆରି ୧୬, ୧୮ ଫେବ୍ରୁଆରି ୨୦, ୨୨ ଓ  ୨୪ ତାରିଖରେ ନିର୍ବାଚନ ହେବ ।…

୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ,୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ

ଅନୁଗୁଳ: ତାଳଚେର ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ବ୍ରାଉନ୍‌ସୁଗର ଜବତ । ୧୩୫ ଗ୍ରାମ ବ୍ରାଉନ୍‌ସୁଗର ଜବତ  ସହ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନ୍‌ସୁଗର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି ।…