Latest Odisha News

BREAKING NEWS

ହାଇଓ୍ବା ଧକ୍କାରେ ଅକ୍ସିଜେନ ବୋଝେଇ ଟ୍ୟାଙ୍କର କ୍ଷତିଗ୍ରସ୍ତ

ଟାଙ୍ଗୀ : ଅକ୍ସିଜେନ୍ ବୋଝେଇ ଟ୍ୟାଙ୍କରକୁ ଧକ୍କା ଦେଲା ହାଇଓ୍ବା । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସ ନିକଟରେ ଘଟିଛି ଏଭଳି ଘଟଣା । ଆଜି ସଂଧ୍ୟାରେ ମେଡିକାଲ ଅକ୍ସିଜେନ୍ ନେଇ ଯାଉଥିବା ଏକ ଟ୍ୟାଙ୍କରକୁ ଧକ୍କା ଦେଇଛି ହାଇୱା । ଦୁର୍ଘଟଣାରେ ଅକ୍ସିଜେନ୍ ବୋଝେଇ ଟ୍ରକଟି…

୫୦ରୁ ଅଧିକ ମାଓବାଦୀ କରୋନା ପଜିଟିଭ୍

ଛତିଶଗଡ଼ : ସାରା ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ମାହାମାରୀ କରୋନା । ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । କରୋନା ମହାମାରୀ ଭିତରେ ଏବେ ଆଉ ଏକ ବଡ଼ ଖବର ଆସିଛି । ତାହା ପୁଣି ମାଓବାଦୀଙ୍କୁ ନେଇ । ଛତିଶଗଡ଼ ଦାନ୍ତେଓ୍ବାଡାରେ ଏବେ ୫୦ରୁ ଅଧିକ ମାଓବାଦୀ…

ଇଂଲଣ୍ଡ ଗସ୍ତରେ କଡା କଟକଣାରେ ରହିବେ ଟିମ୍ ଇଣ୍ଡିଆ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯିବ । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏବେ କରୋନା ତାର କରାଳ ରୂପ…

[ଭିଡ଼ିଓ] ରାସ୍ତାରେ ବିକୁଥିଲା ମୋଜା, ଆସିଲା ମୁଖ୍ୟମନ୍ତ୍ରୀଙ୍କ ଡାକରା !

ଲୁଧିଆନା: ରାସ୍ତାରେ ବୁଲୁଥିଲା ଜଣେ ପଂଜାବୀ ନାବାଳକ । ବୁଲିବୁଲି ବିକୁଥିଲା ମୋଜା । ଖାସ ନିଜ ପରିବାରକୁ ସାମାନ୍ୟ ଆର୍ଥିକ ସହାୟତା ଦେବା ପାଇଁ । ଗତକାଲିର ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଥିଲା । ଏହି ଭିଡିଓ ଅନେକଙ୍କ ମନରେ ଛାପିଥିଲା କରୋନା ଭୟାବହତା ଓ ଲକଡାଉନ୍ ପ୍ରଭାବର…

ମଠାଧୀଶଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ୨ ଗିରଫ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ବିଶିମୁଣ୍ଡା ଗାଁ ରାଧାକୃଷ୍ଣ ମଠର ମଠାଧିଶ ବାବା କୃଷ୍ଣଚନ୍ଦ୍ର ଦାଶଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ବାବାଙ୍କ ସମ୍ପର୍କୀୟ ଦୁଇ ପୁତୁରା ଅମିତ ଓରଫ ଶମ୍ଭୁ ଭୂଷଣ ମିଶ୍ର ଓ…

ଭୁବନେଶ୍ବରରୁ ଆଉ ୧୦୩୪ ପଜିଟିଭ୍ ଚିହ୍ନଟ, ୧୦୧୯ ସୁସ୍ଥ

ଭୁବନେଶ୍ବର : ମହାମାରୀ ଭିତରେ ଚିନ୍ତା ବଢ଼ାଇଛି ଭୁବନେଶ୍ବର । ସଂକ୍ରମଣରେ ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବରରେ ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୩୪ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୫୪ ଜଣ ଥିବା ବେଳେ,…

ରାଜ୍ୟରେ ଖସୁଛି ପାରଦ, କେବଳ ୪୦ ଡିଗ୍ରୀ ଉପରେ ବୌଦ୍ଧ ସହର

ଭୁବନେଶ୍ବର : ତାତିରୁ ସାମାନ୍ୟ ଆଶ୍ବସ୍ତି । ସାରା ରାଜ୍ୟରେ ତାପମାତ୍ରା ହ୍ରାସା ପାଇଥିବାରୁ ତାତିରୁ ମିଳିଛି ତ୍ରାହି । କେବଳ ବୌଦ୍ଧ ଜିଲ୍ଲାରେ ତାପମାତ୍ରା ରହିଛି ୪୦.୫ ଡିଗ୍ରୀ । ବାକି ସବୁ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ତଳେ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ହିନ୍ଦୁସ୍ତାନୀ ଭାଉକୁ ମହଙ୍ଗା ପଡିଲା ଭାଇଗିରି !

ମୁମ୍ବାଇ: ଅନ୍‌ଲାଇନରେ ଅନର୍ଗଳ ଅସ୍ରବ୍ୟ ଭାଷା । ମନରେ ଭାରତ ପ୍ରତି ଅଗାଢ ପ୍ରେମ । ହେଲେ ଏବେ ପୋଲିସ ହାତରେ ବନ୍ଧା ହୋଇଛନ୍ତି ଏକ୍ସ ବିଗ୍‌ବସ୍ କଣ୍ଟେଷ୍ଟାଣ୍ଟ ବିକାଶ ଫାକଟ୍ ଓରଫ ହିନ୍ଦୁସ୍ତାନୀ ଭାଉ । କୋଭିଡ୍‌-୧୯ କଟକଣା ଭାଙ୍ଗିବା ଅଭିଯୋଗରେ ମୁମ୍ବାଇ ପୋଲିସ ତାଙ୍କୁ ଥାନାରେ ଅଟକ…

ହିନ୍ଦୁ ରାଓ ଡାକ୍ତରଖାନାରୁ ଲୁଚି କରି ପଳାଇ ଗଲେ ୨୩ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । ମାତ୍ର କେତେକଙ୍କ ଦାୟିତ୍ୱ ହୀନତା ଯୋଗୁ କରୋନା ସହଜରେ ଆମକୁ ଛାଡି ଯାଉ ନାହିଁ । ଶନିବାର ଉତର ନଗର ନିଗମ ଦ୍ୱାରା ପରିଚାଳିତ ହିନ୍ଦୁ ରାଓ ଡାକ୍ତରଖାନାରୁ ୨୩ କରୋନା ସଂକ୍ରମିତ ଲୁଚି…

କରୋନାରୁ ସୁସ୍ଥ ହେଲେ ଆଉ ୭୬୬୪ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୭୬୬୪ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରୁ…