Latest Odisha News

BREAKING NEWS

‌ମୋତେ ଭୁଲ୍‌ ପ୍ରମାଣିତ କଲେ ପଦ୍ମଶ୍ରୀ ସମ୍ମାନ ଫେରାଇ ଦେବି; କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବର୍ତ୍ତମାନ କଙ୍ଗନା କହିଛନ୍ତି ଯେ ଯଦି ତାଙ୍କୁ ଭୁଲ ପ୍ରମାଣିତ କରାଯାଏ ତେବେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବେ। କଙ୍ଗନା ତାଙ୍କ ପ୍ରତିରକ୍ଷାରେ ଦେଇଥିବା ଯୁକ୍ତି ଆହୁରି ଚକିତ କରିଛି।…

ବିଜେପୁରରେ ‘BSKY’ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ,ବିଭିନ୍ନ ପ୍ରକଳ୍ପର କଲେ ଲୋକାର୍ପଣ

ବରଗଡ଼ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ର ବିଜେପୁର ଠାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି । ଏଥିସହ ବରଗଡ଼ ବାସୀଙ୍କ ପାଇଁ ୩ ଶହ କୋଟି  ଟଙ୍କାର ବିଭିିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁର ଗଣ୍ଡିପାଲି ମିନିଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗଦେଇ…

ଶାଢୀ ଉପହାର ପାଇଁ ପଦ୍ମଶ୍ରୀ ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ:ବଙ୍ଗୀୟ ବୁଣାକାରଙ୍କୁୂ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଏକ ସ୍ୱତନ୍ତ୍ର ଶାଢୀ ଉପହାର ପାଇବା ପରେ ପ୍ରଧାନମନ୍ତ୍ରୀ ପଦ୍ମଶ୍ରୀ ସମ୍ମାନରେ ବିଭୂିଷିତ ବଙ୍ଗୀୟ ବୁଣାକାର ବୀରେନ କୁମାର ବସାକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଭଳି ଉପହାର ପାଇବା ପରେ ପ୍ରଧାନମନ୍ତ୍ରୀ…

ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌ ପରେ ଜରୁରୀ ବୈଠକ ଡକାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌ ପରେ ଚେତିଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀ ବୈଠକ ଡାକିଛନ୍ତି। ଏହି ବୈଠକରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା,…

ରାଜ୍ୟରେ ସ୍ୱାସ୍ଥ୍ୟସେବା ବିକାଶ ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୪୬୧.୭୬୭୩ କୋଟି ଟଙ୍କା

ଦିଲ୍ଲୀ: ଓଡ଼ିଶା ସମେତ ୧୯ ରାଜ୍ୟର ଗ୍ରାମୀଣ ସହରାଞ୍ଚଳ ପ୍ରଶାସନକୁ ଅର୍ଥ ମନ୍ତ୍ରାଳୟ ୮,୪୫୩କୋଟି ୯୨ ଲକ୍ଷ ଟଙ୍କା ରିଲିଜ କରାଯାଇଛି । ପଞ୍ଚ ଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିରୁ ଓଡ଼ିଶାକୁ ୪୬୧କୋଟି ୭୬ ଲକ୍ଷ ୭୩…

ବିଧାୟିକା ସ୍ନେହାଙ୍ଗୀନି ଛୁରିଆଙ୍କ ଗାଡିକୁ ଅଣ୍ଡାମାଡ

ବରଗଡ଼: ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ । ବରଗଡ଼ ଏକାମ୍ର ଛକରେ ବିଧାୟିକାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି କଂଗ୍ରେସ କର୍ମୀ । ଆଜି ଗବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀଙ୍କ…

ହାର୍ଦ୍ଦିକ, ମୁନାଫଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା !

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ମୁନାଫ ପଟେଲ ଏବଂ ରାଜୀବ ଶୁକ୍ଲାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଦାଉଦ ଇବ୍ରାହିମଙ୍କ ନିକଟତମ ରିୟାଜ ଭଟ୍ଟଙ୍କ ସ୍ତ୍ରୀ ରେହନୁମା ଏମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ରିୟାଜ ସେକ୍ସ ରାକେଟ ଚଳାଉଥିଲେ । ବ୍ୟବସାୟିକ…

ମା’ ହେବେ ଅଭିନେତ୍ରୀ କ୍ରିତିକା

ନୂଆଦିଲ୍ଲୀ: ଟିଭି ପରଦାରେ ବିଭିନ୍ନ ଚରିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ଅଭିନେତ୍ରୀ କ୍ରିତିକା ସେଙ୍ଗର ଏବଂ ବଲିଉଡ୍‌ର ଲୋକପ୍ରିୟ ଖଳନାୟକ ନିକିତିନ୍‌ ଧୀର ଖୁବ ଶୀଘ୍ର ପିତାମାତା ହେବାର ସୌଭାଗ୍ୟ ଲାଭ କରିବାକୁ ଯାଉଛନ୍ତି। ନିକିତିନଙ୍କ ସହ ଏକ ଫଟୋ ସେୟାର କରୁଥିବାବେଳେ…

‘ଥ୍ରୀ ମଙ୍କିସ୍‌’ରେ ପ୍ରଫେସର୍‌ ଭୂମିକାରେ ନଜର ଆସିବେ ଅର୍ଜୁନ

ମୁମ୍ବାଇ: ନେଟଫ୍ଲିକ୍ସ ସିରିଜ୍ 'Money Heist'ର ଭାରତରେ ଏକ ବିରାଟ ଅନୁସରଣ ଅଛନ୍ତି। ନେଟଫ୍ଲିକ୍ସର ମୂଳ ଧାରାବାହିକ ମନି ହିଷ୍ଟ ଦ୍ୱାରା ଅନୁପ୍ରାଣିତ ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣ କରାଯାଉଛି। ଫିଲ୍ମ ନିର୍ମାତା ଅବ୍ବାସ ମୁସ୍ତାନ ଅର୍ଜୁନ ରାମପାଲଙ୍କୁ ପ୍ରଫେସର ଭୂମିକାରେ…

ହାପି ବର୍ଥ ଡେ’ ଜୁହି ଚାୱଲା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ଜୁହି ଚାୱଲାଙ୍କ ବର୍ଥ ଡେ'। ବଲିଉଡର ଫେମସ ଆକ୍ଟ୍ରିସ ଜୁହି ଆଜି ୫୪ ବୟସରେ ପାଦ ଥାପିଛନ୍ତି । ଏନେଇ ବଲିଉଡ୍ ଜଗତରୁ ଜୁହିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ଜୁହି ତାଙ୍କ ବାର୍ଥ ଡେ ସ୍ପେଶାଲ ୱେରେ ସେଲିବ୍ରେସନ କରିବେ ବୋଲି ଜଣାପଡ଼ିଛି। ଜୁହି ୧୩…