Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ୧୮-୪୪ ବର୍ଷଙ୍କୁ ଟିକାକରଣ, କେବଳ ଭୁବନେଶ୍ୱରରେ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ତୃତୀୟ ପର୍ୟ୍ୟାୟ ଟିକାକରଣ । କେବଳ ଭୁବନେଶ୍ୱରରେ ୧୮-୪୪ ବର୍ଷ ବୟସ୍କଙ୍କୁ ଟିକା ଦିଆଯାଉଛି । କୋ-ଓ୍ୱିନ୍ ପୋର୍ଟାଲ୍ କିମ୍ବା ଉମଙ୍ଗ ଓ ଆରୋଗ୍ୟ ସେତୁ ଜରିଆରେ ଯେଉଁମାନେ ପଞ୍ଜିକରଣ କରି ସ୍ଲଟ୍ ବୁକ୍ କରିଥିଲେ ସେମାନଙ୍କୁ ଟିକାକରଣ କରାଯାଉଛି ।…

ଆଜି ଓଡ଼ିଶାରୁ ୮୯୧୪ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ଆକ୍ରାନ୍ତ

ଭୁବନେଶ୍ୱର: ଦିନେ ପୂର୍ବରୁ ୧୦ ହଜାର ଡେଇଁଥିଲା ଦୈନିକ ସଂକ୍ରମଣ । କାଲି ୮ ହଜାରକୁ ଖସିଲା । ଆଜି ସଂଖ୍ୟା ପାଖାପାଖି ୯ହଜାର । ରାଜ୍ୟରେ ଏମିତି ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୯୧୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୩-୫-୨୦୨୧ ସୋମବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୩ରିଖ ସୋମବାର ମେଷ ୨୦ ଦିନ ବୈଶାଖ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମିଥୁନ ରାଶିର ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ-:…

ନନ୍ଦିଗ୍ରାମରେ ଭୋଟ୍ ରି-କାଉଣ୍ଟିଂ ଦାବି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମସି ଜିତିଛି, ହାତରୁ ଖସି ଯାଇଛି ନନ୍ଦିଗ୍ରାମ । ଦିଦିଙ୍କ ଦଳ ରାଜ୍ୟରେ ନିର୍ବାଚନ ଜିତିଛି ସତ କିନ୍ତୁ ନନ୍ଦିଗ୍ରାମରେ ମମତା ଲୋକଙ୍କ ଆସ୍ଥା ଭାଜନ ହୋଇପାରି ନାହାଁନ୍ତି । ନନ୍ଦିଗ୍ରାମରେ ମମତାଙ୍କ ହାରକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ । ଦଳ ଏନେଇ…

କୋଭିଡରେ ମୃତ ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ

ବଲାଙ୍ଗିର: କରୋନା ମହାମାରୀର କାୟା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ କରୋନା ଅନେକ ଲୋକଙ୍କ ଜୀବନ ନେଉଛି । କେଉଁଠି ସଂକ୍ରମଣ ଭୟରେ ଲୋକ କରୋନା ସଂକ୍ରମିତଙ୍କ ଶବକୁ ଛୁଉଁନାହାଁନ୍ତି ତ ଆଉ କେଉଁଠି ସାଇକେଲରେ ନେବାକୁ ପଡ଼ୁଛି ମୃତଦେହ…

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିପୁଳ ବିଜୟ ପରେ ସରକାର ଗଢ଼ିବ ଟିଏମସି । ତୃଣମୂଳ କଂଗ୍ରେସର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପଶ୍ଚିମବଙ୍ଗ…

ପୂରା ଦେଶରେ ମାଗଣା ଟିକା ନମିଳିଲେ ଆନ୍ଦୋଳନ କରିବାକୁ ଦିଦିଙ୍କ ଧମକ

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ଭଲ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, ସେ ଡବଲ ସେଞ୍ଚୁରୀର ଆଶା ରଖିଥିଲେ । ୨୨୧ଟି ଆସନ୍ ଜିତିବାକୁ ଆଶା ରଖିଥିଲେ । ଏହି ବିଜୟ ପଶ୍ଚିମବଙ୍ଗବାସୀଙ୍କ ବିଜୟ ବୋଲି…

ବିଜୟ ପରେ ପ୍ରତିକ୍ରିୟା ରଖିଲେ ମମତା, କହିଲେ ବାଂଲାର ହୋଇଛି ବିଜୟ

କୋଲକାତା : ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ । ଫେଲ୍ ମାରିଛି ବିଜେପିର ସବୁ ଅଙ୍କ । ଶେଷରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ବାଜିମାତ କରିଛି ତୃଣମୂଳ କଂଗ୍ରେସ । ହେଲେ ନନ୍ଦିଗ୍ରାମ ଆସନରୁ ହାରିଛନ୍ତି ମମତା ବାନାର୍ଜୀ । ପୂର୍ବରୁ ମମତା ବାନାର୍ଜୀ ଜିତିଛନ୍ତି ବୋଲି କୁହାଯାଉଥିବା…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୮୦୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନାର ହଟସ୍ପଟ ପାଲଟିଛି ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ସଂକ୍ରମଣ ସଂଖ୍ୟା ବଢ଼ି ଚାଲୁଥିବା ବେଳେ, ଆଜି ଚିହ୍ନଟ ହୋଇଛନ୍ତି ଆଉ ୮୦୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୧୯ ଜଣ ଥିବା ବେଳେ, ଲୋକାଲ୍ କେସ୍ ରହିଛି ୬୯୦ । ସେହିପରି ଭୁବନେଶ୍ବର…

କେଏଲ ରାହୁଲ ଡାକ୍ତରଖାନରେ ଭର୍ତି

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସର ଅଧିନାୟକ ଲୋକେଶ ରାହୁଲଙ୍କ ମ୍ୟାଚ ପୂର୍ବରୁ ଡାକ୍ତର ଖାନାରେ ଭର୍ତି କରାଯାଇଛି । ସେ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ତାଙ୍କର ଆପେଣ୍ଡିସାଇଟିସ ହୋଇଛି । ପଞ୍ଜାବ କିଙ୍ଗସ ଟ୍ୱିଟର…