ବିଷ୍ଣୁ ମନ୍ଦିରରେ ଦୋଷା ଭୋଗ !
ମଦୁରାଇ: ଭାରତ ଏକ ଧର୍ମପ୍ରଧାନ ଦେଶ ଏଠାରେ ଭଗବାନଙ୍କ ପ୍ରତି ଭକ୍ତଙ୍କ ଅହେତୁକ ଭକ୍ତି ରହିଛି । ସରଳ ମନ ଓ ବିଶ୍ୱାସରେ ବିଭିନ୍ନ ସ୍ଥାନରେ ଭିନ୍ନ ଭୋଗ ଅର୍ପଣ କରାଯାଇଥାଏ । ମଦୁରାଇର କାଲାଝାଗର ମନ୍ଦିରର ଭଗବାନ ବିଷ୍ଣୁ ପୂଜା ପାଉଛନ୍ତି । ଏଠାକାର ଭୋଗ ଓ ପୂଜା ବିଧି ଅନ୍ୟମାନଙ୍କୁ…