Latest Odisha News

କରୋନା କଭରେଜ୍‌ କରିବା ସାମ୍ବାଦିକାଙ୍କୁ ପଡ଼ିଲା ମହଙ୍ଗା; ଏବେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

ନୂଆଦିଲ୍ଲୀ: ଉହାନରେ କୋଭିଡ-୧୯ ଉପରେ ଚୀନ୍‌ର ପ୍ରାରମ୍ଭିକ ପ୍ରତିକ୍ରିୟା ବିଷୟରେ କଭରେଜ ପାଇଁ ଜଣେ ସାମ୍ବାଦିକଙ୍କୁ ଜେଲ୍‌ ଦଣ୍ଡ ମିଳିଥିଲା। ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବା ପରିବାର ପକ୍ଷରୁ କୁହାଯାଇଛି। ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ତାଙ୍କ ପରିବାର ଲୋକ କହିଛନ୍ତି।…

ଟି୨୦ ବିଶ୍ୱକପ ପରେ ଅବସର ନେବେ ଡ୍ୱେନ ବ୍ରାଭୋ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟ ପରେ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ଡ୍ୱେନ ବ୍ରାଭୋ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ଟି୨୦ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ୱେଷ୍ଟଇଣ୍ଡିଜ ପରାଜିତ ହେବା ସହ ସେମିଫାଇନାଲ ଦୌଡରୁ ବାଦ୍ ପଡିଥିଲା । ଏହା ପରେ ସେ…

‘ସୂର୍ଯ୍ୟବଂଶୀ’ର ନୂଆ ରେକର୍ଡ; ବିଦେଶରେ ୧୩୦୦, ଦେଶରେ ୪୦୦୦ ସ୍କ୍ରିନ୍‌ରେ ରିଲିଜ ହେଲା ଫିଲ୍ମ

ନୂଆଦିଲ୍ଲୀ: ନୂଆ ରେକର୍ଡ କଲା ଫିଲ୍ମ 'ସୂର୍ଯ୍ୟବଂଶୀ'। ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶୀ ଶେଷରେ ଆଜି ତଥା ନଭେମ୍ବର ୫ ରେ ମୁକ୍ତିଲାଭ କରିଛି। ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଣବୀର ସିଂ ଏବଂ ଅଜୟ ଦେବଗନ୍ ମଧ୍ୟ…

ମହାକାଳୀ ବେଶରେ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ଦିନରେ ମା’ ଆଜି ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମାଆ ଭଦ୍ରକାଳୀ ସବୁଦିନ ଶାନ୍ତ ସ୍ୱରୂପଭାବେ ଦର୍ଶନ…

ପେଟ୍ରୋଲଠୁ ମହଙ୍ଗା ହେଲା ଚିନି ଦର; କେ.ଜିକୁ ୧୫୦ଟଙ୍କା

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହୋଇଛି। ମୁଦ୍ରାସ୍ଫୀତି ପାକିସ୍ତାନର ସାଧାରଣ ଲୋକଙ୍କୁ କଲବଲ କରୁଛି। ଏଠାରେ ଏଭଳି ପରିସ୍ଥିତି ଉପୁଜିଛି ଯେ ପେଟ୍ରୋଲ ଅପେକ୍ଷା ଅଧିକ ମୂଲ୍ୟରେ ବିକ୍ରି ହେଉଛି ଚିନି। ଚିନି ମୂଲ୍ୟ ବୃଦ୍ଧି ହେତୁ…

ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ସଡ଼କ ଦୁର୍ଘଟଣା, ୬ଜଣଙ୍କ ମୃତ୍ୟୁ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇଦ୍ରାବାଦ ବେଙ୍ଗାଲୁରୁ ହାଇୱେରେ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଦ୍ରୁତଗତିରେ ଆସୁଥିବା ଟ୍ରକ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିବାରୁ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଦୁର୍ଘଟଣା…

ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ୧୭୦ ପଜିଟିଭ

ଭୁବନେଶ୍ବର: ଆଜି ରାଜ୍ୟରେ ତଳକୁ ଖସିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୨୪ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୯୮ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୭୨ଟି…

ଦୀପାବଳି ପରେ ବିପଦ ସଙ୍କେତ ଟପିଛି ରାଜଧାନୀର ପ୍ରଦୂଷଣ ସ୍ତର

ନୂଆଦିଲ୍ଲୀ: ଦୀପାବଳି ପରେ ଆହୁରି ବଗିଡିଯାଇଛି ରାଜଧାନୀ ଦିଲ୍ଲୀର ଜଳବାୟୁ। ଦିୱାଲୀ ପରେ ରାଜଧାନୀ‌ର ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଛି। ନେହେରୁ ଷ୍ଟାଡିୟମ୍ (୧୧୦୩), ଓଖଲା (୧୧୦୦) ଏବଂ ଆଇଟିଓ (୯୪୮) PM2.5 ସ୍ତରର ରେକର୍ଡ ସହିତ ପ୍ରଦୂଷଣ ସ୍ତର ସମଗ୍ର ସହରରେ ବିପଦ ସଙ୍କେତରୁ…

ୟୂରୋପରେ କରୋନା ସଂକ୍ରମଣର ଗତି ଚିନ୍ତାଜନକ; ହୁ

ନୂଆଦିଲ୍ଲୀ: ୟୁରୋପ ଏବଂ ମଧ୍ୟ ଏସିଆର ଏ୫୩ ଦେଶଗୁଡିକ ଆସନ୍ତା ସପ୍ତାହରେ କରୋନା ମହାମାରୀର ଭୟଙ୍କର ରୂପ ଦେଖିପାରେ। ଏହି ଅଞ୍ଚଳଗୁଡିକରେ ପୁଣି ଥରେ କରୋନା ବିପଦର ସମ୍ମୁଖୀନ ହୋଇପାରେ ଏବଂ ଏକ ନୂତନ ସଂକ୍ରମଣର ସମ୍ମୁଖୀନ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ କାର୍ଯ୍ୟାଳୟର…

କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାବାଙ୍କ ଦର୍ଶନ ସହ କଲେ ରୁଦ୍ରାଭିଷେକ

ଦିଲ୍ଲୀ: କେଦାରନାଥ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେଦାରନାଥରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି। ପୂଜାର୍ଚ୍ଚନା କରିବା ସହ ଦେଶର କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ଫୁଟର ଉଚ୍ଚ ଆଦି…