Latest Odisha News

BREAKING NEWS

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ, ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ଲକ୍ଷ୍ୟ

ଆବୁଧାବି: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବୁଧବାର ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଆଫଗାନିସ୍ତାନ ସମ୍ମୁଖରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖ୍‌ôଛି । ଜବାବରେ ଆଫଗାନିସ୍ତାନ ୩.୧ ଓଭରରେ ୨ ଉଇକେଟ ହରାଇ ୧୩ ରନ କରି ବିପଦରେ ପଡିଛି…

ଦ୍ରାବିଡ ଭାରତୀୟ କ୍ରିକେଟର ଦଳର କୋଚ ନିଯୁକ୍ତ

ଭୁବନେଶ୍ୱର: ମହାନ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡଙ୍କୁ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଟିମର କୋଚ ଭାବେ ନିଯୁକ୍ତ କରାଯାଇଛି । ଏଥିସହ ବିଭିନ୍ନ କଳ୍ପନା ଜଳ୍ପନାର ଏକପ୍ରକାର ଅବସାନ ଘଟିଛି । ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ପ୍ରେସ ରିଲିଜ ଜାରୀ କରାଯାଇଛି । ନଭେମ୍ବର ୧୭ରୁ…

ପାକିସ୍ତାନୀଙ୍କ ନିଦ ହଜାଇଦେଲା କ୍ରିକେଟର୍ ବାବରଙ୍କୁ ନେଇ ମାଇକେଲ ଭନ୍‌ଙ୍କ ଟୁଇଟ୍

ଭୁବନେଶ୍ୱର: ନାମିବିଆକୁ ହରାଇବା ପରେ ବାବର ଆଜମଙ୍କ ନେତୃତ୍ୱରେ ପାକିସ୍ତାନୀ କ୍ରିକେଟ୍ ଟିମ୍ ସେମି ଫାଇନାଲରେ ପ୍ରବେଶ କରିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ୨୦ ଓଭରରେ ପାକିସ୍ତାନୀ ଟିମ୍ କରିଥିଲା ୧୮୯ ରନ୍ । ଅନ୍ୟପଟେ ନାମିବିଆ ଶତଚେଷ୍ଟା କରିଥିଲେ ସୁଦ୍ଧା ମାତ୍ର ୧୪୪ ରନ୍…

କମ୍ୟୁନିଷ୍ଟ ସରକାରର ବଡ ନେତାଙ୍କ ବିରୋଧରେ ଚୀନର ଟେନିସ ଖେଳାଳି ପେଙ୍ଗ ଆଣିଲେ ମି ଠୁ ଅଭିଯୋଗ

ବେଜିଂ: ଚୀନର ଷ୍ଟାର ମହିଳା ଟେନିସ ଖେଳାଳି ପେଙ୍ଗ ଶୁଆଇ ଆଜି କମ୍ୟୁନିଷ୍ଟ ସରକାରର ବଡ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଝାଙ୍ଗ ଗାଓଲିଙ୍କ ବିରୋଧରେ ମି ଠୁ ଅଭିଯୋଗ ଆଣିଛନ୍ତି । ଝାଙ୍ଗ ୨୦୧୩ରୁ ୧୮ ପର୍ଯ୍ୟନ୍ତ ପୋଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିରେ କାର୍ଯ୍ୟ କରିଥିଲେ । ଯାହା କି ଚୀନ…

ସୁନ୍ଦରଗଡ଼ ଖଣି ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ କୋଚିଂ

ସୁନ୍ଦରଗଡ଼ : ସର୍ବଭାରତୀୟ ସ୍ତରରେ ଇଞ୍ଜିନିୟରିଂ, ମେଡିକାଲ, ଆଇନ ଏବଂ ଆର୍କିଟେକ୍ଚର ଆଦି ଉଚ୍ଚଶିକ୍ଷା କ୍ଷେତ୍ରରେ ନାମ ଲେଖାଇବା ଲାଗି ଆବଶ୍ୟକ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସୁନ୍ଦରଗଡ଼ ଜିଲ୍ଲାର ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଦିଆଯାଉଛି କୋଚିଂ । ଜିଲ୍ଲାର ଖଣି…

[ଭିଡିଓ] ଯେମିତିକୁ ସେମିତି, ନିର୍ଦୟ ବ୍ୟକ୍ତିକୁ ବୁଦ୍ଧି ଶିଖାଇଲା ଗାଈ

ଭୁବନେଶ୍ୱର: ଜୀବଜନ୍ତୁ ଦୟା ଓ ସହାନୁଭୂତିର ମର୍ମ ବୁଝନ୍ତି । ଏ କଥାକୁ ପ୍ରମାଣିତ କରିଛି ଏକ ଭାଇରାଲ୍ ଭିଡିଓ । ଏହି ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ କୁକୁରକୁ ମାଡ ମାରୁଥିବାର ଦେଖାଯାଇପାରେ । ହେଲେ କିଛି କ୍ଷଣ ପରେ ଗୋଟିଏ ଗାଈ ଆସି ବ୍ୟକ୍ତିଙ୍କ କବଳରୁୁ କୁକୁରଟିକୁ ରକ୍ଷା କରିଥିଲା ।…

ଉତ୍କଳମଣୀଙ୍କ ଜନ୍ମପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ତ୍ବରାନ୍ବିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ସମୀକ୍ଷା କରାଯାଇଛି । ଲୋକସେବା ଭବନରୁ…

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ

ଅନୁଗୋଳ : ବିଜେଡିକୁ ବଡ ଝଟକା । ବିଜେଡି ଛାଡିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ। ଅନୁଗୁଳ ଜିଲ୍ଲା ଆଠ ମଲ୍ଲୀକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ସଞ୍ଜୀବ ସାହୁ ବିଜେଡି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ସଞ୍ଜୀବ କୁମାର ସାହୁ ବ୍ୟକ୍ତିଗତ ସମସ୍ୟା ଦେଖାଇ…

ଲଢ଼େଇ କରି ହାରିଲା ସ୍କଟଲାଣ୍ଡ, ଆହୁରି କ୍ଷୀଣ ହେଲା ଭାରତ ଆଶା

ଦୁବାଇ: ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଏଠାରେ ଅନୁଷ୍ଠିତ ଟି୨୦ ବିଶ୍ୱକପର ଏକ ମୁକାବିଲାରେ ସ୍କଟଲାଣ୍ଡ ୧୬ ରନରେ ନ୍ୟୁଜିଲାଣ୍ଡଠାରୁ ହାରି ଯାଇଛି । ଏହା ପରୋକ୍ଷରେ ଭାରତର ସେମି ଫାଇନାଲ ପ୍ରବେଶ ଆଶାକୁ ଆହୁରି କ୍ଷୀଣ କରି ଦେଇଛି । ଏହି ମ୍ୟାଚରେ ସ୍କଟଲାଣ୍ଡ ବିଜୟ ହାସଲ କରିଥିଲେ ଭାରତର ସେମିରେ…

ବାଲୁକା କଳା ଜରିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ

ପୁରୀ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ଏହା ପୂର୍ବରୁ ପୁରୀ ବେଳାଭୂମିରେ ବାଲୁକା କଳା ଜରିଆରେ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପୁରୀ ଲାଇଟ୍ ହାଉସ ନିକଟସ୍ଥ ବେଳାଭୂମିରେ ମା’ କାଳିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ମାନସ…