Latest Odisha News

BREAKING NEWS

କରୋନା ମୁକାବିଲା: ଭାରତକୁ ୧୩୫ କୋଟି ଦେବ ଗୁଗୁଲ୍‌

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟିଥିବା ବେଳେ ଗୁଗୁଲ୍‌ ବିଭିନ୍ନ ଚିକିତ୍ସା ଉପକରଣ ଯୋଗାଣ ତଥା ସାଧାରଣତ ସମ୍ପ୍ରଦାୟକୁ ସହାୟତା କରିବା ପାଇଁ ୧୩୫ କୋଟି ଟଙ୍କା ଅର୍ଥ ପ୍ରଦାନ କରିବ ବୋଲି ସୋମବାର ଗୁଗୁଲ୍‌ ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଛନ୍ତି। ଗୁଗୁଲ୍‌ ଏବଂ…

ଜଳପଥରେ କରୋନା କଟକଣା

ପାରାଦ୍ଵୀପ: କରୋନା ଯୋଗୁ ବିଭିନ୍ନ ସ୍ଥାନରେ କଟକଣା । ପାରାଦ୍ଵୀପ ଜଳପଥରେ ଲାଗିଛି ରୋକ୍ । ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ଏବେ ଉପକୂଳବର୍ତ୍ତୀ ସମୁଦ୍ର ତଟ । ଅନ୍ୟ ରାଜ୍ୟର ବୋଟ କିମ୍ବା ଡଙ୍ଗା କୁ ଓଡ଼ିଶା ସୀମା ମନା । ସରକାରଙ୍କ ଘୋଷଣା ପରେ ତତ୍ପର ହୋଇଛି ପାରାଦ୍ଵୀପ ମେରାଇନ ପୋଲିସ ।

ୱଣ୍ଡର ଅଫ ଦି ସିଜର ପ୍ରଥମ ଯାତ୍ରା ପାଇଁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ବଡ ଜାହାଜ ମାନ୍ୟତା ପାଇଥିବା ୱଣ୍ଡର ଅଫ ଦି ସିଜ ମାର୍ଚ୍ଚ ୨୨ରୁ ଶାଂଘାଇରୁ ପ୍ରଥମ ଯାତ୍ରା ଆରମ୍ଭ କରିବ । ଏଥିପାଇଁ ବୁକିଂ ଆରମ୍ଭ ହୋଇ ସାରିଛି । ରୟାଲ କ୍ୟାରିବିୟାନ ଇଂଟରନ୍ୟାଶନାଲ ଏହାର ପ୍ରଥମ ଫଟୋ ସୋସିଆଲ ସାଇଟରେ ଶେୟାର କରିଛି । ୨ ହଜାରରୁ ଅଧିକ ରୁମ୍…

ତ୍ରିରଙ୍ଗା ରଙ୍ଗରେ ଆଲୋକିତ ହେଲା ବୁର୍ଜ ଖଲିଫା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅବସ୍ଥିତ ବିଶ୍ବର ସର୍ବୋଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାକୁ ରବିବାର ଦିନ ଭାରତର ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଥିଲା। ଭାରତରେ ବ୍ୟାପକ ମାତ୍ରାରେ କରୋନା ସଂକ୍ରମଣର ବୃଦ୍ଧି ଘଟୁଛି। ଦୁବାଇର ବୁର୍ଜ ଖଲିଫା ଏବଂ ଆବୁଧାବିରେ ଥିବା ଆଡନୋକ…

ଦିଲ୍ଲୀରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ୧୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ମାଗଣା ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧.୩୪ କୋଟି ଡୋଜର ଆଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଘୋଷଣା କରିଛନ୍ତି। ସମସ୍ତ ବୟସ୍କଙ୍କ ପାଇଁ କୋଭିଡ୍-୧୯ ଟିକାକରଣ ମେ ୧ ରୁ…

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି ସଂକ୍ରମଣ, ଖାଲି ଅଛି ୭୦% ବେଡ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ସଂକ୍ରରଣ ୬ ହଜାର ଉପରେ ରହୁଛି । କରୋନା ଓଡ଼ିଶାରେ ପ୍ଲଟୋ ସ୍ଥିତିରେ ରହିଛି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଅର୍ଥାତ ଗତ ୫ ଦିନ ହେବ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ସ୍ତରରେ ରହୁଛି । ସଂକ୍ରମଣ ସଂଖ୍ୟା…

ଶ୍ରୀଲଙ୍କାରେ କରୋନାର ସବୁଠାରୁ ମାରାତ୍ମକ ଭୂତାଣୁ ଚିହ୍ନଟ

କଲମ୍ବୋ: ବର୍ତମାନ କରୋନାର ଦ୍ୱିତୀୟ ଷ୍ଟ୍ରେନ ହାହାକାର ସୃଷ୍ଟି କରିଛି । ଏହି ଚିନ୍ତାଜନକ ପରିସ୍ଥିତି ବେଳେ ଶ୍ରୀଲଙ୍କାରେ କରୋନାର ଆଉ ଏକ ଷ୍ଟ୍ରେନ ଦେଖିବାକୁ ମିଳିଛି । ଏହା ସବୁଠାରୁ ମାରାତ୍ମକ ବୋଲି ଗବେଷକ ମାନେ କହିଛନ୍ତି । ଖୁବ୍ ଶୀଘ୍ର ବାୟୁ ମାଧ୍ୟମରେ ଏହା ଜଣକ ଶରୀରରୁ ଅନ୍ୟକୁ…

ଓଡ଼ିଶା ଯୋଗାଉଛି ସଞ୍ଜୀବନୀ: ୪ ଦିନରେ ୭ ରାଜ୍ୟକୁ ପଠାଯାଇଛି ୧୨ଶହ ମେଟ୍ରିକ୍ ଟନ୍ ଅକ୍ସିଜେନ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକଟ ଭିତରେ ଅକ୍ସିଜେନର ନିଅଣ୍ଟିଆ ସ୍ଥିତି ଦେଖାଦେଇଛି । ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅସୁବିଧା କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବାଧକ ସାଜିଛି । ଏଭଳି ସ୍ଥିତିରେ ଅଭାବ ପୂରଣ ସହ ବଡ଼ ସହାୟତା କରିଛି ଓଡ଼ିଶା । ଗତ ୪ଦିନ ଭିତରେ…

ଗଣତନ୍ତ୍ର ଦିବସ ହିଂସା; ଦୀପ୍‌ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ହିଂସା ସହ ଜଡିତ ଦ୍ୱିତୀୟ ମାମଲାରେ ସୋମବାର ଦିନ ଦିଲ୍ଲୀ କୋର୍ଟ ପଞ୍ଜାବୀ ଅଭିନେତା ତଥା କାର୍ଯ୍ୟକର୍ତ୍ତା ଦୀପ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଜାନୁଆରୀ ୨୬ ହିଂସା ସହ ଜଡିତ ପ୍ରଥମ ମାମଲାରେ ଜାମିନ ପାଇବା ପରେ ପୁଣି ଥରେ ଗିରଫ ହୋଇଥିଲେ ଦୀପ୍‌…

ଆଇପିଏଲରୁ ଓହରି ଯାଉଛନ୍ତି ଷ୍ଟାର ଖେଳାଳି

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ସାବ୍ୟସ୍ତ ହେଉଛି । କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉଦ୍ୟମ ସ୍ଥିତି ବେକାବୁ ହେଉଛି । ଏହି ଅବସରରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରୁ ଷ୍ଟାର ଖେଳାଳିମାନେ ଓହରିବା ଆରମ୍ଭ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ସ୍ପିନର ରବିଚନ୍ଦ୍ରନ…