Latest Odisha News

BREAKING NEWS

୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣା । ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତା ୧୨ତାରିଖରେ ରାଜ୍ୟ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି । ସୋମବାର ଦିନ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ହତ୍ୟା ଘଟଣାରେ ରାଜ୍ୟ ସରକାର ଓ…

ଟ୍ରେନ୍‌ରେ ବାଣ ପରିବହନ ମନା

ଭୁବନେଶ୍ୱର : ଟ୍ରେନ୍‌ରେ ବାଣ ପରିବହନ ମନା  । ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଦୀପାବଳିକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଟ୍ରେନ୍‌ରେ ବାଣ ପରିବହନ ଉପରେ କଟକଣା ଲଗାଯାଇଛି । ଟ୍ରେନ୍ ଯାତ୍ରା ସମୟରେ ଦହନଶୀଳ ପଦାର୍ଥ ଯଥା ଫଟକା, ଗ୍ୟାସ୍ ସିଲିଣ୍ଡର, ଏସିଡ୍,…

ପୁଣି ମଇଦାନକୁ ଫେରିବେ ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ

ଚଣ୍ଡିଗଡ଼: ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ । ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ…

[ଭିଡ଼ିଓ] ରହସ୍ୟମୟ କ୍ଷୀର ଭବାନୀ ପୀଠ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘଟଣା ବିଶ୍ୱାସ ନହେଲେ ବି ସତ । ହେଲେ ଏଠି ରହିଛି ଅନେକ ରହସ୍ୟ । ପ୍ରତି ମୁହୁର୍ତ୍ତରେ ଘଟୁଥିବା ଘଟଣା ଆଖି ସାମନାରେ ଘଟୁଥିଲେ ବି ତାର ସତ୍ୟତା କିନ୍ତୁ ଜଣାନାହିଁ । ସେମିତି ଏକ ରହସ୍ୟମୟ ମନ୍ଦିର ହେଉଛି କ୍ଷୀର ଭବାନୀଙ୍କ ପୀଠ । ଜମ୍ମୁ କଶ୍ମୀର ଶ୍ରୀନଗରର ତୁଲ୍ଲା…

[ଭିଡ଼ିଓ ] ଭିଜିଲାନ୍ସ ଜାଲରେ ନିମାପଡା ତହସିଲଦାର

ପୁରୀ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ପୁରୀ ନିମାପଡା ତହସିଲଦାର ରାମ ଚନ୍ଦ୍ର ଜେନା ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଂକ ନିମାପଡା କାର୍ଯ୍ୟଳୟ ନିକଟ ବାସଭବନରେ ଉପରେ ଆଜି ଚଢ଼ାଉ କରାଯାଇଛି । ନିମାପଡ଼ା ତହସିଲଦାରଙ୍କ ପୁରୀ ସରକାରୀ…

ପୁଣି ଚିତାବାଘ ଛାଲ ଜବତ, ୨ଗିରଫ

ମୟୁରଭଞ୍ଜ: ପୁଣି ଏସଟିଏଫ୍ ପଞ୍ଝାରେ ଚିତାବାଘ ଛାଲ ବ୍ୟବସାୟୀ। କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ମନଦା ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ୨ଜଣଙ୍କୁ ଗିରଫ କରାଯାଇଛି। ରାଇରଙ୍ଗପୁର ଫରେଷ୍ଟ ରେଞ୍ଜ ଚାଟଣି ବସ୍ ଷ୍ଟାଣ୍ଡ ନିକଟରୁ ଡ଼ିଲ ଚାଲିଥିବାବେଳେ ଗିରଫ ହୋଇଥିବା ସୂଚନା ମିଳିଛି।…

ଆଜି ପବିତ୍ର ଧନତେରାସ : ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ

ଭୁବନେଶ୍ୱର : ଆଜି ପବିତ୍ର ଧନତେରାସ ଓ କାର୍ତ୍ତିକ ତ୍ରୟୋଦଶୀ । ଏହି ପବିତ୍ର ଦିନରେ ସୁନା ବା ରୂପା କିଣିଲେ ପରିବାରର ସୁଃଖ ସମୃଦ୍ଧି ବୃଦ୍ଧିର ବିଶ୍ୱାସ ରହିଥିବାରୁ ଲୋକ ଗହଣା ଦୋକାନରେ ଭିଡ ଜମାଇଛନ୍ତି । ଆଉ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଅଫର ଦେଉଛନ୍ତି ଗହଣା…

ଆଜି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ୟୁକ୍ରେନ, ନେପାଳ, ଇସ୍ରାଏଲ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ମଲାୱି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରିପୋର୍ଟ ଅନୁଯାୟୀ ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ମଧ୍ୟ…

ଲିଗାଲ୍‌ ନୋଟିସ୍‌ ଦେଇ ହୁମାଙ୍କୁ ସୋନାକ୍ଷୀଙ୍କ ଧମକ; କହିଲେ…

ନୂଆଦିଲ୍ଲୀ: ଅଭିନେତ୍ରୀ ହୁମା କୁରେଶୀଙ୍କୁ ଏକ ଆଇନଗତ ନୋଟିସ ପଠାଇବାକୁ ସୋନାକ୍ଷୀ ସିହ୍ନା ଧମକ ଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ ହୁମା ତାଙ୍କ ଫଟୋ ପୋଷ୍ଟ କରିବା ବନ୍ଦ କରିବା ଉଚିତ୍। କେବଳ ଏତିକି ନୁହେଁ ହୁମା ତାଙ୍କ ଆକାଉଣ୍ଟରେ ଏହି ଫଟୋ…

ମନ୍ଦିରମାଳିନୀ ଭୁବନେଶ୍ୱରରୁ ଓ ଗୋଲାପୀ ସହର ଜୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ରାଜସ୍ଥାନର ଜୟପୁରକୁ ଆରମ୍ଭ ହେବ ବିମାନ ସେବା। ଏଥିପାଇଁ ପୂର୍ବରୁ ସେପ୍ଟେମ୍ବର ୧୭ରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ। ଏହାପରେ ନଭେମ୍ବର ୨ରୁ…