Latest Odisha News

BREAKING NEWS

କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ, ବାସି ବ୍ରେଡ୍ ଜବତ

କଟକ : କଟକ ବାଦାମବାଡ଼ି କେଏଫସିରେ ଚଢ଼ାଉ । ବାସି ଓ ଏକ୍ସପାଏରୀ ବ୍ରେଡ୍ ରଖିବା ଅଭିଯୋଗରେ ଚଢ଼ାଉ କରିଛି ସିଏମସି ସ୍ବାସ୍ଥ୍ୟ ବିଭାଗ । ଚଢ଼ାଉ ବେଳେ ବିପୁଳ ପରିମାଣର ବ୍ରେଡ୍ ଜବତ କରିଛି ସିଏମ୍‌ସି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଟିମ୍ । ଚଢ଼ାଉରେ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର…

ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ : ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ । ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପୂର୍ବତନ ବସ୍ ଫାନସିସ ହ୍ୟୁଜେନ । ଫେସବୁକର ଆଭ୍ୟନ୍ତରୀଣ କାର୍ଯ୍ୟାବଳୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଜୁକରବର୍ଗ କମ୍ପାନୀର…

ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ପୁଣି ଗର୍ଜିଲେ ଏନସିପି ନେତା ନବାବ ମଲିକ । କହିଛନ୍ତି ତାଙ୍କ ବିରୋଧରେ ଫଡନାଭିସ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଣ୍ଡରଓ୍ବାର୍ଲଡ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ନବାବ…

କାବୁଲରେ ଭୟଙ୍କର ବିସ୍ପୋରଣ : ୧୯ ମୃତ ୫୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁାରୋ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ସର୍ଦ୍ଦାର ମହମ୍ମଦ ଦାଉଦ ଖାନ ମିଲିଟାରୀ ହସ୍ପିଟାଲ ଉପରେ ଭୟଙ୍କର ଆକ୍ରମଣ ହୋଇଛି। ମିଳିଥିବା ସୂଚନା ଅନୁସାରେ ୧୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ତାଲିବାନର ଡେପୁଟି ମୁଖପାତ୍ର ବିଲାଲ…

[ଭିଡିଓ] ବିଚ୍ ରାସ୍ତାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ

ଭବାନୀପାଟଣା: ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାଇଁ ଅଡୁଆ ଦିନକୁଦିନ ବଢିବାରେ ଲାଗିଛି । ସାରା ରାଜ୍ୟରେ ଏ ନେଇ ବିକ୍ଷୋଭ ସହ ପ୍ରତିବାଦ ସାମ୍ନାକୁ ଆସୁଛି । ଏପରି ସ୍ଥିତିରେ ଭବାନପାଟଣାରୁ ନିଜ ନିର୍ବାଚନ ମଣ୍ଡଳୀ ଜୁନାଗଡକୁ ଯାଉଥିବାବଳେ ରାସ୍ତା ହୁଡିଥିଲେ ଜଣେ…

ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଡବଲ ମର୍ଡର । ତମାଣ୍ଡୋ ଥାନା କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର।୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ। ଘରେ ପଡ଼ିଛି ଉଭୟଙ୍କ ମୃତଦେହ। ଅଭିଯୁକ୍ତ ସ୍ୱାମୀ ଫେରାର। ଘଟଣା ସ୍ଥଳରେ ତମାଣ୍ଡୋ ଥାନା ପୋଲିସର ତଦନ୍ତ ଜାରି।

[ଭିଡ଼ିଓ] ପରମ୍ପରାରେ ମାଟି ଦୀପ

ଜୟପୁର : ହଜିଯାଉଛି ପାରମ୍ପରିକ ରୀତି । ଆଧୁନିକତାର ଛାପରେ ଧିରେ ଧିରେ ପାରମ୍ପରିକ ରୀତି ନୀତି ଆଜି ଅପସରିବାକୁ ବସିଲାଣି । ହେଲେ ଏବେ ବି ଦିପାବଳୀ ଆସିଲେ ମାଟି ଦୀପର ଚାହିଦା ବେଶ୍ ରହିଛି । ବିଭିନ୍ନ ଡିଜାଇନର ମାଟି ଦୀପର ଚାହିଦା ବି ଗ୍ରାହକଙ୍କ ମଧ୍ୟରେ ବଢିବାରେ ଲାଗିଛି । ଏନେଇ…

[ଭିଡ଼ିଓ ] ଶ୍ରୀମନ୍ଦିର ପାଇଁ ୧୯୦କୋଟି ଟଙ୍କାର ବଜେଟ୍

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଅନୁମୋଦିତ ହୋଇଛି ୧୯୦ କୋଟି ଟଙ୍କାର ବଳକା ବଜେଟ । ଶ୍ରୀମନ୍ଦିର ଲାଗି ୨୦୨୧-୨୨ ଆର୍ଥିକ ବର୍ଷରେ ୧୯୦.୨୬ ‌କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ ମିଳିଛି ।  ମହାରାଜା ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣିରୁ ୧…

କଂଗ୍ରେସ ଦଳରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ

ନୂଆଦିଲ୍ଲୀ: ନିକଟରେ ଏକ ନୂତନ ଦଳ ଗଠନ ଘୋଷଣା କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସୋନିଆ…

କରୋନା ମୃତ୍ୟୁକୁ ରୋକିବାରେ ମୋନୋକ୍ଲୋନାଲ ଥେରାପି ୧୦୦% ପ୍ରଭାବଶାଳୀ

ହାଇଦ୍ରାବାଦ: ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ ଜନିତ ମୃତ୍ୟୁକୁ ରୋକିବାରେ “ମୋନୋକ୍ଲୋନାଲ ଆଣ୍ଟିବଡି ଥେରାପି” ଶତପ୍ରତିଶତ ପ୍ରଭାବଶାଳୀ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଥେରାପି ଦିଆଯିବା ପରଠାରୁ ମୋନୋକ୍ଲୋନାଲ ଆଣ୍ଟିବଡି ଡ୍ରଗ୍ କକଟେଲ…