Latest Odisha News

BREAKING NEWS

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ସବୁଜ ସଙ୍କେତ

କଟକ : ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ହାଇକୋର୍ଟଙ୍କ ସବୁଜ ସଂକେତ । ଆସନ୍ତା ମାସକ ମଧ୍ୟରେ ନିର୍ବାଚନ ତାରିଖ ଘୋଷଣା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ବାଚନରେ ସବୁ…

ମୟୂରଭଞ୍ଜରେ ବିକ୍ଷୋଭ ବେଳେ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଲା ପୋଲିସ

ମୟୂରଭଞ୍ଜ : ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇ ଶେଷରେ ହଟହଟା ହେଲେ ମୟୁରଭଞ୍ଜ ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ସଭ୍ୟ । ଦିନ ତମାମ ତାଲା ବନ୍ଦ କରି ରଖି ବିକ୍ଷୋଭ କରୁଥିବା ଜିଲ୍ଲା ପରିଷଦ ସଭ୍ୟଙ୍କୁ ଉଠାଇ ନେଇଛି ପୋଲିସ । ବିଭିନ୍ନ ଦାବି ନେଇ ଆଜି ଗ୍ରାମ୍ୟ…

ଶେହଜାଦା ପାଇଁ କାର୍ତିକ ଆର୍ଯ୍ୟନ ନେବେ ୨୧ କୋଟି !

ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ ଫିଲ୍ମ ଅଲା ବୈକୁଣ୍ଠପୁରମୁଳ ଫିଲ୍ମର ହିନ୍ଦୀ ରିମେକ ଶେହଜାଦାରେ କାର୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ କାର୍ତିକ ଏହି ଫିଲ୍ମ ପାଇଁ ୨୧ କୋଟି ଟଙ୍କା ଦାବୀ କରିଥିଲେ । ମେକର୍ସ ତାଙ୍କ…

କିସ୍ ଓ ୟୁଏନ୍‍ଡିପି ମଧ୍ୟରେ ବୁଝାମଣା

ଭୁବନେଶ୍ବର : ଓଡ଼ିଶାରେ ଜନଜାତି ଓ ସ୍ଥାୟୀ ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି କିସ୍‍ ଓ ୟୁଏନ୍‍ଡିପି ମଧ୍ୟରେ ହୋଇଛି ବୁଝାମଣା । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ୟୁଏନ୍‍ଡିପିର ଭାରତ ମୁଖ୍ୟ ଶୋକା ନୋଡା ଏହି ବୁଝାମଣା ପତ୍ରରେ ସ୍ବାକ୍ଷର କରିଛନ୍ତି ।…

ବେଆଇନ ବାଣ ଗୋଦମ ଉପରେ ପୋଲିସର ଚଢାଉ , ଜଣେ ଅଟକ

ପୁରୀ : ବେଆଇନ ବାଣ ଗୋଦାମ ଉପରେ ପୋଲିସର ଚଢାଉ । ଡେଲାଙ୍ଗ ଥାନା ଅନ୍ତର୍ଗତ ମାନପୁର ଗାଁର କଲ୍ୟାଣ ମଣ୍ଡପ ପରିସରରେ ବାଣ ଗୋଦାମ ଉପରେ ପୋଲିସ ଅଚାନକ ଚଢାଉ କରିଥିଲା । ବିନା ଲାଇସେନ୍ସରେ ବେଆଇନ ବାଣ ଗଛିତ ରଖିଥିବା ଅଭିଯୋଗରେ ଜଟଣୀ ଥାନା ଅନ୍ତର୍ଗତ ଜଗନ୍ନାଥ ପାଟଣା ଗାଁର ଲକ୍ଷ୍ମୀ…

ଟି୨୦ ବିଶ୍ୱକପ କ୍ରିକେଟ: ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହେଲେ ଅମ୍ପାୟର

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟରେ ବାୟୋ ବବଲ ନିୟମ ଉଲ୍ଲଂଘନ କରି ଦଣ୍ଡିତ ହୋଇଛନ୍ତି ଇଂଲଣ୍ଡ ଅମ୍ପାୟର ମାଇକେଲ ଗାଉ । ଆଇସିସି ତାଙ୍କ ଉପରେ ୬ ମ୍ୟାଚର ପ୍ରତିବନ୍ଧ ଲଗାଇଛନ୍ତି । ଏହା ବ୍ୟତୀତ ତାଙ୍କୁ ୬ ଦିନ ଆଇସୋଲେଶନରେ ରହିବା ପାଇଁ କୁହାଯାଇଛି । ଏହା ପରେ ପରେ ତାଙ୍କ ଟେଷ୍ଟ କରାଯିବ…

ବିଦ୍ୟୁତ ଆଘାତରେ ଚାଷୀ ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ। ବଗିଚାରେ ମୋଟରରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦୁଝର ତୁରୁମଙ୍ଗା ଥାନା ବଲାଣିପଶି ଗାଁର ନୃସିଂହ ମହାନ୍ତ । ନୃସିହ ତାଙ୍କ ପରିବା ବଗିଚାରେ ପାଣି…

ବାଂଲାଦେଶକୁ ହରାଇଲା ଦକ୍ଷିଣ ଆଫ୍ରିକା

ଆବୁଧାବି:ଟି୨୦ ବିଶ୍ୱକପ କ୍ରିକେଟରେ ଆଜି ଏକ ମୁକବିଲାରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ ଆଶା ମଜଭୁତ କରିିଛି । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୧୮.୨ ଓଭରରେ ୮୪ ରନ କରି ଅଲଆଉଟ ହୋଇ ଯାଇଥିଲା । କାଗିସୋ ରାବାଡା ଓ ଆର୍ନିଚ ନୋର୍ଟେଜ ୩ଟି…

ଦିଦି ବୁଲୁଛନ୍ତି ଘରକୁ ଘର, କିଏ ନେଇନାହାନ୍ତି ଟିକା କରୁଛନ୍ତି ଚିହ୍ନଟ

ଭୁବନେଶ୍ବର : ଏଣିକି ରାଜ୍ୟରେ ନନଷ୍ଟପ୍ ଚାଲିବ ଟିକାକରଣ । ଆଜିଠୁ ଘର ଘର ବୁଲି ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିଛନ୍ତି ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀ । ପ୍ରଥମ ଡୋଜ୍ ନେବା ପରେ ଦ୍ବିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲି ଯାଉଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ଲୋକ…

କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ…

ସମ୍ବଲପୁର : କୁଚିଣ୍ଡାରେ ସମ୍ବଲପୁର ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାର ୭ ଲକ୍ଷ ୭୩ ହଜାର ଲୋକ ଏହି ସୁବିଧା ପାଇବେ । ଏହି ଅବସରରେ କୁଚିଣ୍ଡାର ସରସ୍ବତୀ ଭୋଇ ଜିଲ୍ଲାର ପ୍ରଥମ ହିତାଧିକାରୀ…