Latest Odisha News

BREAKING NEWS

ମୋବାଇଲରେ ପବଜି ଖେଳିବା ହେଲା କାଳ, ଟ୍ରେନ୍ ଧକ୍କାରେ ଚାଲିଗଲା ଛାତ୍ରଙ୍କ ଜୀବନ

ଟାଙ୍ଗି : ମୋବାଇଲରେ ପବଜି ଖେଳିବା ହେଲା କାଳ । ଟ୍ରେନ ଧକ୍କାରେ ଅକାଳରେ ଚାଲିଗଲା ନୀରିହ ଛାତ୍ରଙ୍କ ଜୀବନ । ଏଭଳି ଘଟଣା ଘଟିଛି ଟାଙ୍ଗି ଗଙ୍ଗାଧରପୁର ରେଳ ଷ୍ଟେସନରେ । ସୂଚନା ମୁତାବକ, ଟାଙ୍ଗି ଥାନା ନଇରୀ ଗାଁର ସୁଶାନ୍ତ ବେହେରା ପବଜି ଖେଳୁ ଖେଳୁ ଟ୍ରେନ୍ ଲାଇନ୍ ଆଗକୁ ଚାଲି ଆସିଥିଲେ ।…

ଆଲୋକ ଦେଖିଲେ ଗାଁର ଲୋକେ

କଳାହାଣ୍ଡି: ଦୀର୍ଘ ଦିନ ପରେ ଅନ୍ଧାରରୁ ମୁକ୍ତି ପାଇଲେ ଖଲିଆପାଲି ଗ୍ରାମ ବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ହେଲେ କେତେକ ଆସାଧୁ ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଲି ଯୋଗୁ ସଠିକ ଭାବରେ ଯୋଜନା…

ପୁରୀ ସେବାୟତଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା

ପୁରୀ: ଏବେ ପୁରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା। ଜଗନ୍ନାଥ ମନ୍ଦିରର ସମସ୍ତ ସେବାୟତଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ ନ୍ୟୁ ଇଣ୍ଡିଆ ଆସୁରାନ୍ସ ନିଯୁକ୍ତ କରାଯାଇଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ…

ସ୍ବର୍ଗଦ୍ବାରରେ ଶବଦାହ ନେଇ ଲାଗିଲା କଟକଣା

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ଶବଦାହ ନେଇ କଟକଣା ଜାରି କରାଯାଇଛି। ତଦନୁଯାୟୀ ପୁରୀ ବାସିନ୍ଦାଙ୍କ ବ୍ୟତୀତ ବାହାରୁ ଆସୁଥିବା ବ୍ୟକ୍ତିଙ୍କୁ ଶବଦାହ ଲାଗି ଅନୁମତି ନାହିଁ। ଏହି ନିଷ୍ପତ୍ତି ଏପ୍ରିଲ ୨୬ରୁ କାର୍ଯ୍ୟକାରୀ ହେବ…

ମହାରାଷ୍ଟ୍ରରେ ସମସ୍ତଙ୍କୁ ମିଳିବ ମାଗଣା କରୋନା ଟିକା

ମୁମ୍ବାଇ: ମହାରାଷ୍ଟ୍ରରେ ୧୮-୪୫ ବର୍ଷ ବୟସ ବର୍ଗର ଲୋକଙ୍କୁ ମାଗଣାରେ କୋଭିଡ-୧୯ ଟିକା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ନୱାବ ମଲିକ ରବିବାର କହିଛନ୍ତି। ଟିକାକରଣ ଅଭିଯାନ ଲାଗୁ କରିବା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି ନୱାବ ମଲିକ କହିଛନ୍ତି। କୋଭିଡ-୧୯ ଦ୍ୱାରା ସବୁଠାରୁ ଅଧିକ…

ଗାଁରେ ହାତୀ , ଆତଙ୍କିତ ଲୋକେ

ମୟୂରଭଞ୍ଜ :ପୁଣି ମାତିଲେ ହାତୀ । ରାସଗୋବିନ୍ଦପୁର ରେଞ୍ଜରେ ୪୦ ରୁ ଅଧିକ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ଗାଁର ଲୋକମାନେ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜରେ କିଛି ଦିନ ଧରି ହାତୀଙ୍କ ତାଣ୍ଡବ ଲାଗିରହିଛି । ୪୦ ରୁ ଉର୍ଦ୍ଧ୍ବ ଝାଡ଼ଖଣ୍ଡୀ ହାତୀ ଏବେ…

ଦେଶରେ ହେବ ୫୫୧ ମେଡିକାଲ ଅକ୍ସିଜେନ ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: ଭାରତରେ କରୋନା ପୀଡିତ ଗୁରୁତର ରୋଗୀଙ୍କୁ ପର୍ଯ୍ୟାପ୍ତ ଅକ୍ସିଜେନ ଯୋଗାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ସରକାର ଉତ୍ସର୍ଗୀକୃତ Pressure Swing Adsorption (PSA) ମେଡିକାଲ ଅକ୍ସିଜେନ ଜେନେରେସନ୍ ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି। PM…

ମୁଖ୍‌ତର୍‌ ଅନସାରୀ କରୋନା ପଜିଟିଭ

ଉତ୍ତରପ୍ରଦେଶ: ଦୁଇ ସପ୍ତାହ ପୂର୍ବେ ଉତ୍ତରପ୍ରଦେଶର ବାନ୍ଦା ଜେଲକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖତର୍‌ ଅନସାରୀଙ୍କୁ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଶନିବାର ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ମୁଖତର୍‌ ଏବଂ ଅନ୍ୟ କଏଦୀମାନଙ୍କର କୋଭିଡ୍ ପରୀକ୍ଷା…

ରେମଡେସିଭିର କଳା ବଜାରି ଅଭିଯୋଗରେ ଡାକ୍ତର ଗିରଫ

ନୂଆଦିଲ୍ଲୀ: କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଅଧିକ ଚାହିଦା ଥିବା ରେମଡେସିଭିରର କଳା ବଜାରି ଅଭିଯୋଗରେ ସୁରଟରେ ଜଣେ ଡାକ୍ତର ଏବଂ ଅନ୍ୟ ତିନି ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। କ୍ରାଇମବ୍ରାଞ୍ଚର ଏକ ଟିମ୍ ଶନିବାର ଗୁଜୁରାଟର ବିଭିନ୍ନ ଅଞ୍ଚଳର ଚାରି ଜଣଙ୍କୁ ଏହି କଳା ବଜାରି…

କୋଭିଡ ସେଣ୍ଟର ହେବ ବ୍ରହ୍ମପୁର ସିଟି ହସ୍ପିଟାଲ

ବ୍ରହ୍ମପୁର: ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ ସେଣ୍ଟର ଭାବେ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସୂଚନା ଅନୁଯାୟୀ, ୧୨୫ ବେଡ୍ ମଧ୍ୟରୁ ୧୦୦ଟି କୋଭିଡ ରୋଗୀଙ୍କ ପାଇଁ ଏବଂ ୨୫ଟି କରୋନା ସଂକ୍ରମିତ ଗର୍ଭବତୀ ମହିଳାଙ୍କ ପାଇଁ ରହିବ। କୋଭିଡ ରୋଗୀଙ୍କ…