Latest Odisha News

BREAKING NEWS

ବାଣ ବ୍ୟବହାର ଓ ବିକ୍ରି ନେଇ ଏସଆରସିଙ୍କ ଗାଇଡଲାଇନ୍

ଭୁବନେଶ୍ବର : ଦୀପାବଳିରେ ଫୁଟିବ ସବୁଜ ବାଣ । ଏନେଇ ଆଜି ଅନୁମତି ଦେଇଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟ । କୋର୍ଟଙ୍କ ଅନୁମତି ପରେ ଏବେ ବାଣ ଫୁଟାଇବା ଓ ବିକ୍ରି ନେଇ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର । ଦୀପାବଳି, ଛଟ୍, କାର୍ତ୍ତିକ ପୂର୍ଣ୍ଣିମା ବେଳେ ବାଣ…

[ଭିଡ଼ିଓ] ମୁଁ ବି ସକ୍ଷମ. . .ବଡ଼ ଦାଣ୍ଡରେ ଖଟି ଖାଇ ବଞ୍ଚିବି

ପୁରୀ  : ପ୍ରତିକୂଳ ପରିସ୍ଥିତିରେ ବି ନିଜକୁ ସୁଦୃଢ କରିଛନ୍ତି । ସବୁ ଘାତ ପ୍ରତିଘାତ ସହି ଆଗକୁ ବଢିଛନ୍ତି । ଦୃଷ୍ଟି ଶକ୍ତି ହରାଇବା ପରେ ବି ହାର ମାନିନାହାନ୍ତି । ନିଜ ପରିବାର ପାଇଁ ନିଜ ଗୋଡରେ ନିଜେ ଛିଡା ହୋଇ ସକ୍ଷମ ହୋଇପାରିଛନ୍ତି । ଏ ହେଉଛନ୍ତି ବ୍ରହ୍ମପୁର ହୁଗୁଳାପଟା ଅଞ୍ଚଳର…

ନଭେମ୍ବର ୧୨ରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ଜୋର ଧରିଲା ପ୍ରତିବାଦ । ସାରା ରାଜ୍ୟରେ ପ୍ରତିବାଦ ଓ ବିକ୍ଷୋଭ ଜାରି ରହିଥିବା ବେଳେ, ଏବେ ଓଡ଼ିଶା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ଆସନ୍ତା ୧୨ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ଘଟଣାରେ…

ଆରମ୍ଭ ହେଲା ରାଜ୍ୟ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ଆରମ୍ଭ ହେଲା ଓଡ଼ିଶା ପ୍ରଦେଶ କଂଗ୍ରେସର ସଭ୍ୟ ସଂଗ୍ରହ ଅଭିଯାନ । ଏହି ସଭ୍ୟ ସଂଗ୍ରହ ଅଭିଯାନ ରାଜ୍ୟର ଜିଲ୍ଲା ସ୍ତରରୁ ଆରମ୍ଭ କରି ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଚାଲିବ । ଏଆଇସିସି ସାଧାରଣ ସଂପାଦକ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦଳୀୟ ନେତା…

ଭୂତ ପ୍ରତି ଆମେରିକାବାସୀଙ୍କ ଭୟ ରହିଛି : ସର୍ଭେ

ନୂଆଦିଲ୍ଲୀ: ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ହେଲା ଆମେରିକା । ତେବେ ଆମେରିକାବାସୀ ଭୂତପ୍ରେତଙ୍କୁ ଭୟ କରୁଥିବା ଏକ ସର୍ଭେରେ ଜଣାପଡିଛି । ଗ୍ୟାଲେପ ନାମକ ଏହି ସର୍ଭେ ସଂସ୍ଥାର ରିପୋର୍ଟ ଅନୁସାରେ ୫ଜଣଙ୍କ ମଧ୍ୟରୁ ୨ଜଣ ଭୂତ ଥିବା ବିଶ୍ୱାସ କରନ୍ତି । ସେହିପରି ୫ଜଣଙ୍କ ମଧ୍ୟରୁ ଜଣେ ଭୂତକୁ…

[ଭିଡ଼ିଓ] ସବୁଜ ବାଣକୁ ଗ୍ରୀନ୍ ସିଗନାଲ

କଟକ : ଚଳିତ ବର୍ଷ ବାଣ ଫୁଟାଇବା ପାଇଁ ମିଳିଛି ଅନୁମତି । ଆଉ ଏହି ଅନୁମତି ଦେଇଛନ୍ତି ହାଇକୋର୍ଟ । କେବଳ ଗ୍ରୀନ୍ ବାଣ ଫୁଟାଇବା ପାଇଁ ହାଇକୋର୍ଟ ଦେଇଛନ୍ତି ସବୁଜ ସଙ୍କେତ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଇଛନ୍ତି…

ପୁରୀ ମଙ୍ଗଳା ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୁରୀ : ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳା ନଦୀରେ ଅଘଟଣ । ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଙ୍ଗଳା ଘାଟର ମାଗୁଣି ନାୟକ । ଆଜି ଅପରାହ୍ନରେ ମାଗୁଣି ମଙ୍ଗଳା ନଦୀକୁ ଶୌଚ ପାଇଁ ଯାଇଥିଲେ । କିନ୍ତୁ ନଦୀରେ ଗୋଡ ଖସିଯିବାରୁ ନଦୀ ଭିତରକୁ ଚାଲି ଯାଇଥିଲେ…

୫ ଫିଲ୍ମ ପାଇଁ ଆମାଜୋନ ପ୍ରାଇମ ସହ ୨୫୦ କୋଟି ଟଙ୍କାର ଚୁକ୍ତି କଲେ ସାଜିଦ

ମୁମ୍ବାଇ: ବଲିଉଡ ସଫଳ ନିର୍ମାତାଙ୍କ ମଧ୍ୟରେ ପରିଗଣିତ ସାଜିଦ ନାଡିୟାଡୱାଲା ତାଙ୍କର ଆଗାମୀ ୫ଟି ଫିଲ୍ମ ପାଇଁ ଆମାଜୋନ ସହ ୨୫୦ କୋଟି ଟଙ୍କାର ଚୁକ୍ତି କରିଛନ୍ତି । ଏହି ୫ଟି ଫିଲ୍ମ ହେଲା ବଚ୍ଚନ ପାଣ୍ଡେ, ହୀରୋପନ୍ଥୀ-୨, କଭି ଇଦ କଭି ଦିୱାଲୀ, ସତ୍ୟନାରାୟଣ କି କଥା ଓ କିକ-୨ । ତେବେ ଏହି…

ଆରଟିଓର ନୂଆ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆରଟିଓର ନୂତନ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଉଦଘାଟିତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)୧ର ନୂତନ ଭବନ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟନ କରିଛନ୍ତି।୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି…

ମଲିକଙ୍କ ଉଦ୍ଦେଶ୍ୟରେ ଫଡନାଭିସ କହିଲେ, ଦୀପାବଳି ପରେ ଫୁଟିବ ବୋମା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ସୋମବାର ଏନସିପି ନେତା ନୱାବ ମଲିକଙ୍କୁ ଟାର୍ଗେଟ କରିଛନ୍ତି । ଯେଉଁ ବ୍ୟକ୍ତି ଅଣ୍ଡରୱାର୍ଲ୍ଡ ସହ ଜଡିତ ସେ ମୋ ବିଷୟରେ ଟିପ୍ପଣୀ ଦେବା ଶୋଭନୀୟ ନୁହେଁ । ଦୀପାବଳି ପରେ ମୁଁ ବଡ ବୋମା ପକାଇ ରହସ୍ୟ ଉଜାଗର କରିବି ଓ ଏହାର…