Hirakud Dam:ବନ୍ଦ ହେଲା ହୀରାକୁଦର ଆଉ ୪ ଗେଟ୍,୧୧ ଗେଟ୍ ଦେଇ ଜଳ ନିଷ୍କାସନ
ହୀରାକୁଦ:ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଉଛି । ଫଳରେ ଗୁରୁବାର ରାତିରେ ୨ଟି ଓ ଶୁକ୍ରବାର ସକାଳେ ପୁଣି ୪ଟି ମୋଟ ସମୁଦାୟ ୬ଟି ସ୍ଲୁଇସ ଗେଟ୍କୁ ବନ୍ଦ କରାଯାଇଛି ।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ ବାମପାର୍ଶ୍ୱର ୯ ଓ ଦକ୍ଷିଣ ପାର୍ଶର…