Latest Odisha News

BREAKING NEWS

ଖାଦ୍ୟ ଅଭାବ, କମ୍‌ ଖାଅ; କିମ୍‌

ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ ଖାଦ୍ୟ ସଙ୍କଟ ମଧ୍ୟରେ ଲୋକଙ୍କୁ କମ୍ ଖାଇବାକୁ କହିଛନ୍ତି। ଏହି ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ୨୦୨୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ଖାଦ୍ୟ ଯୋଗାଣର ଅଭାବ ପାଇଁ କିମ୍ ଏକ '' ସିରିଜ୍‌ ଅଫ୍‌ ଡେଭିଏସନ୍‌ ''କୁ…

ରାହୁଲଙ୍କୁ ପିକେ ଏମିତି କଣ କହିଲେ..

ପାଣାଜୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଆଜିର ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ବିଜେପି ଏବଂ ନରେନ୍ଦ୍ର ମୋଦି ଯୁଗର ଅବସାନ ଏତେ ସହଜରେ ହେବ ନାହିଁ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ବିରୋଧୀ ଦଳଗୁଡିକ ଏକଜୁଟ କରିବା ପ୍ରସଙ୍ଗରେ ସେ ଏହା କହିଛନ୍ତି ।…

ପୁଣି ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଲେ ହ୍ରିତିକ

ନୂଆଦିଲ୍ଲୀ: ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ତାର ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ତେବେ ଏହାରି ଭିତରେ ବଲିଉଡ ଷ୍ଟାର୍‌ ହ୍ରିତିକ ରୋଶନ ପୁଣି ଥରେ ଆର୍ୟନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି। ଜଣେ ସାମ୍ବାଦିକା ଏବଂ ସୁପ୍ରିମକୋର୍ଟର ଜଣେ ବରିଷ୍ଠ…

ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇକୁ ଖସିଲା, ଦୁର୍ଘଟଣାରେ ୮ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଖାଇକୁ ଖସିଲା ଯାତ୍ରୀବାହୀ ମିନି ବସ୍। ଠଥରୀରୁ ଡ଼ୋଡ଼ା ଯାଉଥିବା ମିନି ବସ୍ ଖାଇରୁ ଖସିପଡ଼ିଛି। ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି। ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ହସ୍ପିଟାଲ ନେଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି…

କକାକୁ ହାଣିଲା ପୁତୁରା, ଖୁଡ଼ି ଗୁରୁତର

ବାରିପଦା: ଘରୋଇ କଳହର ଭୟଙ୍କର ପରିଣତି । ପୁତୁରାର ଟାଙ୍ଗିଆ ଚୋଟରେ ଗଲା କକାର ଜୀବନ । ଆକ୍ରମଣରେ ଖୁଡି ଗୁରୁତର ହୋଇଛନ୍ତି । ଏଭଳି ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡା କଟା ପଞ୍ଚାୟତରେ । ଗତକାଲି ମଧ୍ୟରାତ୍ରିରେ କୌଣସି କଥାକୁ…

ଭଦ୍ରକରେ ପରିବା ଦର ଆକାଶ ଛୁଆଁ ,ଚିନ୍ତାରେ ଖାଉଟି

ଭଦ୍ରକ : ହୁ ହୁ ହୋଇ ବଢ଼ୁଛି ପରିବା ଦର । ଭଦ୍ରକରେ ପରିବା ଦର ଆକାଶ ଛୁଆଁ । କାର୍ତ୍ତିକ ମାସ ଆରମ୍ଭରୁ ଭଦ୍ରକରେ ପନିପରିବା ଦର ଆକାଶ ଛୁଆଁ ହେଲାଣି ଯାହାକୁ ନେଇ ଚିନ୍ତାରେ ଖାଉଟି। ଅଧିକାଂଶ ପରିବା କିଲୋ ପ୍ରତି ୮୦ ଟଙ୍କା ଉପରେ ବିକ୍ରି ହେଉଛି । ଯାହାକି ମଧ୍ୟବିତ ଶ୍ରେଣୀର ଖାଉଟି ମାନେ…

କୋଟିପତି କନଷ୍ଟେବଳ ପ୍ରସନ୍ନଙ୍କ ଫର୍ଣ୍ଣିଚର ସୋରୁମ୍ ଦେଖିଲେ ଟେରା ହୋଇଯିବେ, ବିଲଡିଂ ଦାମ୍ ୨ କୋଟି

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ପଞ୍ଝା ମାରିଛି ଭିଜିଲାନ୍ସ । ରେଡ୍ ବେଳେ ସାମନାକୁ ଆସିଛି କୋଟିପତି କନଷ୍ଟେବଳଙ୍କ ସମ୍ପତ୍ତିର ଲମ୍ବା ତାଲିକା । ପ୍ରସନ୍ନ ବେହେରାଙ୍କର ଭୁବନେଶ୍ୱର ଖଣ୍ଡଗିରି…

ଟି -୨୦ ମ୍ୟାଚ୍‌ରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କ ବିରୁଦ୍ଧରେ ଲାଗୁ ହେବ ଦେଶଦ୍ରୋହ ଆଇନ

ନୂଆଦିଲ୍ଲୀ: ଅକ୍ଟୋବର ୨୪ ରେ ଟି -୨୦ ମ୍ୟାଚରେ ଭାରତ ଉପରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଲାଗୁ କରାଯିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ଏକ ସାକ୍ଷାତକାରର ଲିଙ୍କ୍ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର ଅଫିସିଆଲ୍…

କାହିଁକି ରବୀନାଙ୍କ ସହ କାମ କରିବାକୁ ପସନ୍ଦ କରୁ ନଥିଲେ ସଲ୍‌ମାନ?

ନୂଆଦିଲ୍ଲୀ: ନିକଟରେ ୪୭ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍‌ ବିୟୁଟି ରବୀନା ଟଣ୍ଡନ। ଏହି ସମୟରେ ରବୀନା ତାଙ୍କର ଡେବ୍ୟୁ ଚଳଚ୍ଚିତ୍ର ଏବଂ ତାଙ୍କର ପ୍ରଥମ କୋ-ଷ୍ଟାର ସଲମାନ ଖାନଙ୍କ ସହ କାମ କରିବାର ଅଭିଜ୍ଞତା ବିଷୟରେ ଖୁଲାସା କରିଥିଲେ। ରବୀନା ୧୯୯୧ରେ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ।…

ପାରାଦୀପ ବନ୍ଦର ଗସ୍ତରେ ଦୁଇ କେନ୍ଦ୍ର ମନ୍ତ୍ରୀ

ପାରାଦୀପ: ଓଡ଼ିଶା ଗସ୍ତରେ ଆସି ପାରଦୀପରେ ପହଞ୍ଚିଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ । ଆଜି ଦୁଇ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ଵରରୁ ହେଲିକପ୍ଟର ଯୋଗେ ଷଣ୍ଢକୁଦ ହେଲିପ୍ୟାଡରେ ପହଞ୍ଚିଥିଲେ । ଏହାପରେ ପାରାଦୀପ ବନ୍ଦରକୁ ଯାଇଥିଲେ ।…