Latest Odisha News

BREAKING NEWS

ବନ ବିଭାଗ ପଞ୍ଝାରେ ଶିକାରୀ ,ହରିଣ ମାଂସ ଜବତ

କେନ୍ଦୁଝର :ହରିଣ ମାଂସ ବିକ୍ରି କରୁଥିବା ବେଳେ ମାଡିବସିଲା ବନ ବଭାଗ । କେନ୍ଦୁଝର ଗୁପ୍ତଗଙ୍ଗା ଅଞ୍ଚଳରେ ହରଣ ମାଂସ ବିକ୍ରି କରୁଥିବା ଶିକାରୀକୁ ଗିରଫ କରିଛି ବନ ବିଭାଗ । ତା ସହ ଅଭିଯୁକ୍ତ ଠାରୁ ଓଜନ କଣ୍ଟା ,ମାଂସ ଓ କଟୁରୀ ଜବତ କରିଛି । କେନ୍ଦୁଝର ବିଜେପି ରେଞ୍ଜ ଗୋନାସିକା ସ୍ଥିତ…

ବିଜ୍ଞାପନରେ ସଧବା ନାରୀର ପ୍ରତୀକକୁ ଅପମାନ କଲେ ସବ୍ୟସାଚୀ!

ମୁମ୍ବାଇ: ହିନ୍ଦୁଙ୍କ ଆସ୍ଥା ଉପରେ ବାରମ୍ବାର କୁଠାରଘାତ ହେଉଛି । କରୱାଚୌଥରେ ସମଲିଙ୍ଗୀ ପ୍ରୋତ୍ସାହନ ପରେ ଏବେ ସଧବା ନାରୀର ସମ୍ମାନ ତଥା ପ୍ରତୀକ ମଙ୍ଗଳସୂତ୍ରକୁ କଦର୍ଥ ଭାବେ ଉପସ୍ଥାପନ କରାଯାଇଛି । ବଲିଉଡର ପ୍ରତିଷ୍ଠିତ ଡିଜାଇନର ସବ୍ୟସାଚୀ ମୁର୍ଖାଜୀ ନୂତନ ଅଳଙ୍କାର ବିଜ୍ଞାପନ ଏହି…

ଯାଜପୁର ସବ-ଜେଲରେ ଲାଇବ୍ରେରୀ ସେବା ଆରମ୍ଭ

ଯାଜପୁର :ଅନ୍ତେବାସୀ ପଢ଼ିବେ ପାଠ । ଯାଜପୁର ସବ-ଜେଲରେ ଆରମ୍ଭ ହେଲା ଲାଇବ୍ରେରୀ ସେବା। ଯାଜପୁର ସର୍ବ ପୂରାତନ ଜେଲରେ ଆଜିଠାରୁ ଆଜି ପ୍ରଥମ ଥର ପାଇଁ ରୋଟାରୀ କ୍ଲବ ସହାୟତାରେ ଅନ୍ତେବାସୀଙ୍କୁ ଲାଇବ୍ରେରୀ ସୁବିଧା ଯୋଗାଇ ଦିଆଯାଇଛି ।ଏହି ଅବସରରେ ଯାଜପୁର ଉପଜିଲ୍ଲାପାଳ ,ଜ୍ୟୋତିଶଙ୍କର…

ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ମୁଖରେ ୧୩ଦଫା ଦାବି ରଖିବେ ଭଦ୍ରକ ଡ୍ରାଇଭର ମହାସଂଘ

ଭଦ୍ରକ: ୧୩ଦଫା ଦାବି ନେଇ ଆଜି ଭଦ୍ରକ ଡ୍ରାଇଭର ମହାସଂଘର ପଦଯାତ୍ରା। ଏହି ଦାବି ଉପସ୍ଥାପନା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ନବୀନ ନିବାସ ପର୍ଯ୍ୟନ୍ତ ଡ୍ରାଇଭରମାନେ ପଦଯାତ୍ରା କରୁଛନ୍ତି । ଆଜି ଭଦ୍ରକରୁ ୫ହଜାର ଜଣ ଡ୍ରାଇଭର ବାହାରି ଏହି ପଦଯାତ୍ରାରେ ସାମିଲ ହେବେ। ଓଡ଼ିଶା ଡ୍ରାଇଭର…

ଖୁବ୍‌ ଶୀଘ୍ର ଓଟିଟିରେ ରିଲିଜ କରିବ ‘ବଣ୍ଟି ଔର୍‌ ବବ୍‌ଲି ୨’, ‘ପୃଥୀରାଜ’

ନୂଆଦିଲ୍ଲୀ: ସୈଫ ଅଲ୍ଲୀ ଖାନ, ରାନୀ ମୁଖାର୍ଜୀଙ୍କ ଅଭିନୀତ 'ବଣ୍ଟି ଔର୍‌ ବବଲି ୨', ଅକ୍ଷୟ କୁମାରଙ୍କ ପୃଥୀରାଜ, ରଣବୀର ସିଂଙ୍କ ଜୟଶଭାଇ ଏବଂ ରଣବୀର କପୁରଙ୍କ ଶମ୍‌ଶେର ନିର୍ଦ୍ଧାରିତ ରିଲିଜ ତାରିଖରେ ପ୍ରେକ୍ଷାଳୟକୁ ଆସିବା ପରେ ଆମାଜନ ପ୍ରାଇମ ଭିଡିଓରେ ପ୍ରସାରିତ ହେବେ। ବହୁ…

ମୁସ୍‌ଲିମ୍‌ ପରମ୍ପରା ଅନୁସରଣ କରନ୍ତି ୱାଙ୍ଖଡେ!

ନୂଆଦିଲ୍ଲୀ: ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କ ପୂର୍ବ ପତ୍ନୀଙ୍କ ବାପା ଦାବି କରିଛନ୍ତି ଯେ ୱାଙ୍ଖଡେ ସମସ୍ତ ମୁସ୍‌ଲିମ୍‌ ପରମ୍ପରାକୁ ଅନୁସରଣ କରନ୍ତି। “ସେ ଆହୁରି କହିଛନ୍ତି ଯେ ମୋ ଝିଅ ଏକ ମୁସଲମାନ ପରିବାରରେ ବିବାହ କରିଥିଲେ। ଏହା ଆରେଞ୍ଜଡ୍‌ ମ୍ୟାରେଜ ଥିଲା। ମୁସଲମାନ ରୀତିନୀତି…

କଙ୍ଗାରୁ କୋର୍ଟରେ ନିର୍ଯାତନା ଘଟଣା: ସମ୍ପୃକ୍ତି ନେଇ ୫ ଗିରଫ

ନୟାଗଡ: କଙ୍ଗାରୁ କୋର୍ଟ ନିର୍ଯାତନା ଘଟଣାରେ ସମ୍ପୃକ୍ତି ନେଇ ୫ ଗିରଫ । ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ କରି ନିର୍ଯାତନା ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗତ ୧୯ ତାରିଖରେ ଗାଁରେ ଗୁଣିଗାରେଡି…

ଏଲୋପାଥୀ ବିରୁଦ୍ଧରେ ଭୁଲ ତଥ୍ୟ ଦେବା ପଡ଼ିଲା ମହଙ୍ଗା : ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି

ଦିଲ୍ଲୀ : ପୁଣି ଫସିଲେ ବାବା ରାମଦେବ। ଯୋଗଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ସମନ ଜାରି । କରୋନା ମହାମାରୀ ବ୍ୟାପିବା ସମୟରେ ବାବା ରାମଦେବ ଏଲୋପାଥୀ ଚିକତ୍ସା ବିରୁଦ୍ଧରେ ଭୁଲ କଥା କହି ଲୋକଙ୍କୁ ଭ୍ରମିତ କରିଥିବାରୁ ,ତାଙ୍କ ନାଁ ରେ ଭାରତୀୟ ମେଡିକାଲ ଆସୋସିଏସନ ଏବଂ ଅନ୍ୟ…

ପ୍ରକାଶ ପାଇବ NEET-UG ଫଳାଫଳ: ସୁପ୍ରିମକୋର୍ଟ

ଦିଲ୍ଲୀ: ପ୍ରକାଶ ପାଇବ ନିଟ୍-ୟୁଜି ଫଳାଫଳ। ଏନେଇ ସୁପ୍ରିମକୋର୍ଟ ୧୬ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ବମ୍ବେ ହାଇକୋର୍ଟ ୨ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା…

ପାକିସ୍ତାନରେ ପୁଣି ହିଂସା :୩ ପୋଲିସ ମୃତ , ୭୦ ରୁ ଅଧିକ ଆହତ

ଓଡ଼ିଶା ସମ୍ବାଦ ବ୍ୟୁରୋ : ପାକିସ୍ତାନରେ ପୁଣି ହିଂସା। ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି।ଏହି ସଂଘର୍ଷରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ। ପ୍ରାୟ ୭୦ ରୁ ଅଧିକ ଜଣ ଆହତ ହୋଇଛନ୍ତି।ଟିଏଲପି ମୁଖ୍ୟ ସାଦ ରିଜଭିଙ୍କୁ ଓ…