Latest Odisha News

BREAKING NEWS

ରାଜ୍ୟ ସ୍ତରୀୟ ଗୀତିନାଟ୍ୟର ପ୍ରଥମ ସନ୍ଧ୍ୟାରେ ‘କର୍ଣ୍ଣ ବଧ’

ଭୁବନେଶ୍ୱର : ସୁପ୍ରସିଦ୍ଧ ନାଟ୍ୟକାର ତଥା ଗଣକବି ବୈଷ୍ଣବ ପାଣିଙ୍କ ୧୩୯ ତମ ଜୟନ୍ତୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅକ୍ଟୋବର ୨୭ ଓ ୨୮ ରେ ଗୀତିନାଟ୍ୟ ମହୋତ୍ସବର ଆୟୋଜନ କରାଯାଇଛି । ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ମାହାଙ୍ଗା…

ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲିବ ମିଶନ ଶକ୍ତି କାଫେ

କୋରାପୁଟ: ମିଶନ ଶକ୍ତି ଏବେ ଜୟପୁରର ମହିଳାଙ୍କ ଆର୍ଥିକ ଶକ୍ତି ହେବାକୁ ଯାଉଛି। ମିଶନ ଶକ୍ତି କାଫେ ଏକ ଅଭିବନ ଉଦ୍ୟମ ଯାହାକି ମହିଳାଙ୍କ ପାଇଁ ରୋଜଗାରର ବାଟ ଖୋଲିଛି। ଜୟପୁର ଟାଉନ ହଲ ନିକଟରେ ଥିବା ବିଜୁ ଚିତ୍ତବିନୋଦନ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି ମିଶନ ଶକ୍ତି କାଫେ।…

ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ନାଁରେ ଜାମିନ ବିହୀନ ଓ୍ୱାରେଣ୍ଟ ପାଇଁ ପିଟିସନ୍

ମୁମ୍ବାଇ: ବଢ଼ିଳା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଡୁଆ । ବେଆଇନ୍ ଚାନ୍ଦା ଆଦାୟ କେସରେ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି କରିବାକୁ ମୁମ୍ବାଇ ସେସନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ମୁମ୍ୱାଇ ପୋଲିସର କ୍ରାଇମବ୍ରାଞ୍ଚ । ଏନେଇ ଅନୁମତି ଦେବାକୁ ଆବେଦନ…

ବାଦୁଡି ଯୋଗୁ ଚିନ୍ତାରେ ବିଗ୍‌ ବି

ନୂଆଦିଲ୍ଲୀ: ନିକଟରେ ଅମିତାଭ ବଚ୍ଚନ ଏକ ପ୍ରସଙ୍ଗ ସେୟାର କରିଛନ୍ତି ଯାହା ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମସ୍ୟାରେ ପକାଇଛି। ତାଙ୍କ ବ୍ଲଗରେ ବିଗ୍ ବି ପ୍ରକାଶ କରିଛନ୍ତି ଯେ ସମସ୍ତ ପଦକ୍ଷେପ ଗ୍ରହଣ କରିବା ସତ୍ତ୍ବେ ବାଦୁଡିମାନେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନ ଜଲସା ଉପରେ…

ମୋତେ ବି ଦୁର୍ବ୍ୟବହାର କରାଯାଇଥିଲା; ଇଶା

ନୂଆଦିଲ୍ଲୀ: ୨୦୧୨ ମସିହାରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିବା ଅଭିନେତ୍ରୀ ଇଶା ଗୁପ୍ତା ପ୍ରକାଶ କରିଛନ୍ତି ଯେ, ସେ ବି ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ଏକ ଫିଲ୍ମ ସେଟ୍‌ରେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦୁଇଥର ଦୁର୍ବ୍ୟବହାର କରିଥିଲେ। 'କମାଣ୍ଡୋ ୨' ଅଭିନେତ୍ରୀ କହିଛନ୍ତି ଯେ ସେ ଜଣେ…

ଦୋକାନୀକୁ ହତ୍ୟା କରିବାକୁ ଯାଉଥିବାବେଳେ ଯବାନ ଗୁଳିରେ ଟଳିଲା ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଯବାନ ଗୁଳିରେ ଟଳିଲେ ଆତଙ୍କୀ। ବାରାମୁଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲ। ଆତଙ୍କବାଦୀଙ୍କ ନିକଟରୁ ବନ୍ଧୁକ, ଲୋଡେଡ୍ ମ୍ୟାଗାଜିନ ଏବଂ ଗୋଟିଏ ପାକିସ୍ତାନ ନିର୍ମିତ ଗ୍ରେନେଡ଼ ଉଦ୍ଧାର କରିବାରେ ସଫଳ ହୋଇଛି ବୋଲି କାଶ୍ମୀର…

ନଭେମ୍ବରରେ ବାହା ହେବେ ଆଲିଆ ଓ ରଣବୀର!

ମୁମ୍ବାଇ: ବି-ଟାଉନର ସବୁଠାରୁ ଚର୍ଚ୍ଚିତ ତଥା ବିବାହ ଯୋଗ୍ୟ ଦମ୍ପତିମାନଙ୍କ ମଧ୍ୟରୁ ଆଲିଆ  ଏବଂ ରଣବୀର  ଅନ୍ୟତମ। ଦୀର୍ଘ ଦିନ ଧରି ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ପୁଣି ଥରେ ଏହି ଦମ୍ପତିଙ୍କ ବିବାହ ଯୋଜନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଯେଉଁଥିରେ ଦାବି…

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଗୁରୁବାର ଦିନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆଉ ଏକ ରେକର୍ଡ ସ୍ତରରେ ପହଞ୍ଚିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୧୦୮.୨୯ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୭.୦୨ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୪.୧୪ ଟଙ୍କା ଏବଂ ଡିଜେଲ ଗୋଟିଏ ଲିଟର ପିଛା…

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର: କମିଶନରେଟ ପୋଲିସର ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଆଜି ଏକକାଳୀନ ପ୍ରସନ୍ନଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ଚାଲିଛି । ଏଥିରେ ଅଛି ପ୍ରସନ୍ନଙ୍କ ଘର, ହୋଟେଲ୍ ଓ…

ୟୁଟ୍ୟୁବ୍ ଭିଡିଓ ଦେଖି ଶିଶୁକୁ ଜନ୍ମ ଦେଲେ ୧୭ ବର୍ଷିୟା ଯୁବତୀ

ନୂଆଦିଲ୍ଲୀ: କେରଳର ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ତାଙ୍କ ଘରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନଥିବା ଜଣାପଡ଼ିଛି। ଏହି ଘଟଣା କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି ଯେଉଁଠାରେ ୧୭ ବର୍ଷର ଝିଅଟି…