ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୪)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୪
ସମୟ ଗଡୁଥିଲା। ହସଖୁସି ସହ ଦାୟିତ୍ୱ ବଢୁଥିଲା।ଘରେ ଏକ ନୂତନ ପରିବେଶ ସୃଷ୍ଟି ହେଉଥିଲା।ଗଛ ମୂଳରେ ଥିଲେ, ଗାଁ କଡରେ ଥିଲେ ଜୀବନ କ'ଣଏମିତି ହୋଇଥାଆନ୍ତା...। କେଜାଣି କିଏ ଭାଗ୍ୟ କରିଥିଲା ...ପଲଟୁ, ସିତୁ, ମାଆ ନା…