Latest Odisha News

BREAKING NEWS

ଗୋଟିଏ ଟିଭି ସିରିଜରେ ୩୦୦ ଚରିତ୍ର, ବିଶ୍ୱ ରେକର୍ଡ ସ୍ଥାପନ କଲେ ଆସିଫ୍

ମୁମ୍ବାଇ: ପପୁଲାର୍ କମେଡି ଟିଭି ସିରିଜ୍ ଭାବିଜୀ ଘର ପର୍ ହୈ । ଏହି ସିରିଜର ଜଣାଶୁଣା ଚରିତ୍ର ବିଭୂତି ନାରାୟଣ ମିଶ୍ର ଓରଫ ଆସିଫ୍ ଶେଖଙ୍କୁ କିଏ ବା ନ ଜାଣେ । ପଡିଶାଙ୍କ ସ୍ତ୍ରୀ ସହ ଫ୍ଲର୍ଟିଂ ଓ ମଜାକିଆ ଅନ୍ଦାଜରେ ବିଭୂତିଙ୍କ ଚରିତ୍ର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ହେଲେ ଅନେକ…

ଜୁଆ ଆଡ୍ଡାରେ ଚଢ଼ାଉ : ୨ ଲକ୍ଷ ୩୨ ହଜାର ଟଙ୍କା ଜବତ, ୩୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓର୍କେଲ ପୋଲିସକୁ ବଡ଼ ସଫଳତା । ବେଆଇନ ଜୁଆ ଆଡ୍ଡାରେ ଚଢ଼ାଉ କରିଛି ପୋଲିସ । କୁମାର ପୂର୍ଣ୍ଣିମା ଉତ୍ସବ ପାଳନ ବେଳେ ବାଲିମେଳା ସହରର ଦୁଇଟି ସ୍ଥାନ ସହ କୁଡୁମୁଲୁଗୁମା ଅଞ୍ଚଳରେ ଚଢ଼ାଉ କରି ଜୁଆଡ୍ଡିଙ୍କୁ ଗିରଫ କରିଛି । ଚଢ଼ାଉ ବେଳେ ପୋଲିସ ୨ ଲକ୍ଷ…

ଭାରତ ଆସୁଥିବା ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା କୋଭିଡ ନିୟମ

ନୂଆଦିଲ୍ଲୀ : ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ଲାଗି ବଦଳିଲା ନିୟମ । ସମସ୍ତ ଯାତ୍ରୀ ଯାତ୍ରା ଆରମ୍ଭର ୭୨ ଘଣ୍ଟା ପୂର୍ବରୁ କରାଯାଇଥିବା କୋଭିଡ ନେଗେଟିଭ ଆରଟିପିସିଆର ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତି ଯାତ୍ରୀ ଏକ ଆତ୍ମଘୋଷଣାନାମା ଦାଖଲ କରିବା…

ନୂଆ ନିୟମରେ ହେବ ନବମ ଓ ଦଶମ ପରୀକ୍ଷା ,ସ୍କୁଲରେ ହେବନି ଖାତାଦେଖା

କଟକ:ଏଣିକି ନୂଆ ନିୟମରେ ହେବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଆୟୋଜନ କରାଯିବ। ବର୍ଷକୁ ୪ ଟି ଫରମେଟିଭ ଓ ୨ ଟି ସମେଟିଭ ଆସନେମେଣ୍ଟ ପରୀକ୍ଷା କରାଯିବ। ଏନେଇ ବିସ୍ତୃତ ବିବରଣୀ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ। ଆସନ୍ତା ୨୨ ତାରିଖରୁ ତାରିଖରୁ ଆରମ୍ଭ ହେବ ସମେଟିଭ୍…

ଅକ୍ଟୋବର ୩୦ ଯାଏଁ ଜେଲରେ ରହିବେ ଆର୍ଯ୍ୟନ ଖାନ୍

ମମ୍ବାଇ : ଡ୍ରଗ୍ସ ଲିଙ୍କ ମାମଲାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏନସିବିର ସ୍କାନରରେ ପୂରା ବଲିଉଡ୍ । ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁର ଆର୍ଯ୍ୟନ ଖାନଙ୍କୁ ପୁଣି ନିରାଶ ହେବାକୁ ପଡିଛି । ବମ୍ବେ ହାଇକୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି ହେବାକୁ ଥିବା ବେଳେ…

ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା, କାଲିଠୁ ପ୍ରଶିକ୍ଷଣ ନେବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ଖୁବଶୀଘ୍ର ୨ରୁ ୧୮ ବର୍ଷ ଶିଶୁଙ୍କୁ ଦିଆଯିବ କରୋନା ଟିକା । ଏନେଇ ତତ୍ପରତା ଦେଖାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ । ରାଜ୍ୟରେ ୨ରୁ ୧୮ ବର୍ଷର ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି । ସେମାନଙ୍କ…

କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ୨୪ରୁ ବିଶ୍ୱ କପ୍

ଭୁବନେଶ୍ବର: କମ୍ପିବ କଳିଙ୍ଗ ଷ୍ଟାଡିଅମ୍, ୨୪ରୁ ବିଶ୍ୱ କପ୍ ଆରମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର…

ମମିତା ହତ୍ୟାର ଚାଲିଛି ଖିଅ ଖୋଜା, କ୍ରାଇମ ସ୍ପଟରେ ପୋଲିସର ତନାଘନା

କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ପୋଲିସର ଛାନବିନ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଘନ ଘନ ଜେରା କରୁଛି ପୋଲିସ । ଘଟଣାରେ ଆଉ କାହାର ରହିଛି କି ସଂପୃକ୍ତି ? ହତ୍ୟାକାଣ୍ଡ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ? ସେନେଇ ମାରାଥନ ଜେରା କରୁଛି ପୋଲିସ । ଅନ୍ୟପଟେ…

ଡ୍ରାଗନ ପାଇଁ ଭାରତର ପ୍ଲାନ-୧୯୦ !

ନୂଆଦିଲ୍ଲୀ: ଏଲଏସିରେ ବାରମ୍ବାର ଅଶାନ୍ତି ସୃଷ୍ଟି କରୁଥିବା ଚୀନ ଉପରେ ଭାରତୀୟ ସେନା କଡା ନଜର ରଖିଛି । ଅରୁଣାଚଳ ପ୍ରଦେଶ ନିକଟରେ ଡ୍ରାଗନ ଭାରତ ବିପକ୍ଷରେ ସମସ୍ତ ପ୍ରକାର ରଣନୀତି ପ୍ରସ୍ତୁତ କରୁଛି । ଏହାକୁ ଦେଖି ସେନା ପ୍ଲାନ-୧୯୦ ଲାଗୁ କରିଛି । ଭାରତୀୟ ଯବାନ ସମୁଦ୍ର ପତନଠାରୁ ୧୫…

ମମିତା ମେହେର ମୃତ୍ୟୁ ଘଟଣା : କଟକରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ

କଟକ: ବହୁ ଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ଆନ୍ଦୋଳନକୁ ଓହ୍ଲାଇଲା ମହିଳା କଂଗ୍ରେସ । ଏହି ଘଟଣାକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଏନେଇ କଟକରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଉଭୟ ମହିଳା ଓ ଯୁବ କଂଗ୍ରେସ। ନଗର ମହିଳା କଂଗ୍ରେସର କର୍ମୀମାନେ ଡିଜିପିଙ୍କ କାର୍ଯ୍ୟାଳୟ…