Latest Odisha News

BREAKING NEWS

ଅମୀରଙ୍କ ବିଜ୍ଞାପନ ନେଇ ପ୍ରଶ୍ନ ଉଠାଇଲେ ବିଜେପି ନେତା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାଁଙ୍କ ଏକ ବିଜ୍ଞାପନ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନୋ ଅନନ୍ତକୁମାର ହେଗଡେ । ସିଏଟର ଏକ ବିଜ୍ଞାପନରେ ଅମୀର ବାଣ ନ ଫୁଟାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାକୁ ବିରୋଧ କରି ହେଗଡେ କହିଛନ୍ତି ସବୁବେଳେ ହିନ୍ଦୁଙ୍କୁ କାହିଁକି ଟାର୍ଗେଟ କରାଯାଉଛି ।…

ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ

ମୟୁରଭଞ୍ଜ: ମୁଖ୍ୟମନ୍ତ୍ରୀଙ୍କ ମିଶନ ମୟୁରଭଞ୍ଜ । ବାରିପଦା ମୟୁରଭଞ୍ଜରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ସହିଦ ସ୍ମୃତି ଭବନରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ…

ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ବଡ ଅବହେଳା

ଲକ୍ଷ୍ନୌ: ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ଆଜି ବଡ ଅବହେଳା ଦେଖିବାକୁ ମିଳିଛି । ଯୋଗୀଙ୍କ ଏକ କାର୍ଯ୍ୟକ୍ରମର ୪୫ ମିନିଟ ପୂର୍ବରୁ ଜଣେ ଯୁବକ ରିଭଲଭର ସହ ଅଡିଟୋରିୟମକୁ ପ୍ରବେଶ କରୁଥିଲା । ଏହା ଦେଖି ଡ୍ୟୁଟିରେ ଥିବା ସିଓ ତାଙ୍କୁ ବାହାର କରି ଦେଇଥିଲେ ।…

ମମିତା ମେହେର ହତ୍ୟା ଘଟଣା : ତଦନ୍ତର ନୂଆ ମୋଡ଼

ମମିତା ମେହେର ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେ ଘରୁ ମିଳିଛି ବଡ଼ ପ୍ରମାଣ। ସେହି ପ୍ରମାଣକୁ ନେଇ ଏବେ ମମିତା ହତ୍ୟା ଘଟଣା ଏବେ ନୂଆ ମୋଡ଼ ନେଇଛି । ରାଧେକୁ ପୋଲିସ୍‌ ଗିରଫ କରିବା ପରେ ରାଧେ ଘରେ ଚଢାଉ ହୋଇଥିଲା । ତେବେ ଚଢ଼ାଉ…

ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଅନୁଗୁଳ: ଦିନକୁ ଦିନ ବଢ଼ିଚାଲିଛି ହାତୀ ଆକ୍ରମଣ। ପୁଣି ହାତୀ ଆକ୍ରମଣରେ ଗଲା ଜଣଙ୍କ ଜୀବନ। ଏହିପରି ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲା ତାଳଚେର ଏକଘରିଆ ଗାଁରେ। ମୃତକ ଜଣକ ହେଲେ ଯୋଗେଶ୍ୱର ଦେବତା। ସୂଚନା ଅନୁସାରେ, ଯୋଗେଶ୍ୱର ସବୁଦିନ ଭଳି ଆଜି ମଧ୍ୟ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିଲେ। ହେଲେ…

ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି ।  କିଛି ଦିନ କରୋନା ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୬୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ…

କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଇସ୍ତଫା ଦେଇଛନ୍ତି । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ପ୍ରଦୀପ ଇସ୍ତଫା ଦେଲେ । ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ…

ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ସର୍ବଦା ବିରାଟ ଇନିଂସ ଖେଳି ନଟଆଉଟ ରହିଛନ୍ତି କୋହଲି

ଦୁବାଇ:ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ତେବେ ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ ଉପରେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ରହିଛି । ସେ ଟି୨୦ ବିଶ୍ୱକପରେ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଆଉଟ…

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ । କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟରୁ ପଠାଇଛନ୍ତି । ଖୁବ ଶୀଘ୍ର ସେ ବିଜେଡିରେ ଯୋଗ ଦେବାର ସମ୍ଭାବନା ରହିଛି ।…

କବିତା : ମେଘଗୀତ

ଆଲୋକ ପ୍ରଧାନ  କିଏ କହେ ମେଘ ଦେହର ଦରଜ ରାତିର ବାସି ମହକ। କିଏ କହେ ମେଘ ଜରୁଆ ଦେହରେ ପାଣିପଟି ପରି ସୁଖ।l କିଏ କହେ ମେଘ ଆଉଜା ଦୁଆରେ ଅଧାଲୁଚା ହଳେ ଆଖି। କିଏ କହେ ମେଘ ବାଡି ଧାନଖଳା ଉଜିଆଁ ପ୍ରେମର ସାକ୍ଷୀ।l କିଏ କହେ ମେଘ ସାନକୁହା ମାନି ଅଧା ବରଷିଲା ଲୁହ। କିଏ କହେ ମେଘ…