ଏନସିବି ଅଫିସରେ ଅନନ୍ୟା: ମୋବାଇଲ, ଲ୍ୟାପଟପ ଜବତ
ମୁମ୍ବାଇ: ଚଙ୍କି ପାଣ୍ଡେ ଝିଅ ଅନନ୍ୟା ପାଣ୍ଡେ ଏନସିବି ଅଫିସରେ ହାଜର ହୋଇଛନ୍ତି । ଆର୍ଯ୍ୟନ ଖାଁ ଡ୍ରଗ୍ସ କେସରେ ଅନନ୍ୟା ନାମ ସମ୍ମୁଖକୁ ଆସିଛି । ସକାଳେ ଅନନ୍ୟାଙ୍କ ଘରେ ଏନସିବି ଅଧିକାରୀ ଚଢ଼ାଉ କରିବା ପରେ ଅଫିସକୁ ଆସିବା ପାଇଁ କହିଥିଲେ । ଚଙ୍କି ପାଣ୍ଡେ ଓ ଓକିଲଙ୍କ ସହ ସେ ହାଜର…