କବିତା : କୁଆଁର ପୁନେଇଁ ଚାନ୍ଦ
ପ୍ରିୟମ୍ୱଦା ସାମଲ
ଶେଷ ଆଶ୍ବିନରେ ଆଦ୍ଯ କାର୍ତ୍ତିକରେ
ଆସଇ କୁମାର ପୂର୍ଣ୍ଣିମା
କୁଆଁରୀକନ୍ଯାର ଭାରି ମନଖୁସି
ପୂଜିବ ଆଜ ସେ ଚନ୍ଦ୍ରମା।
ପ୍ରାତଃ ସ୍ନାନସାରି ନବବସ୍ତ୍ର ପିନ୍ଧି
ପୂଜଇ ଦେବୀ ବ୍ରୁନ୍ଦାବତୀ
ସାଇ ସାଇ ବୁଲି ଫୁଲ ହାର ଗୁନ୍ଥି
ଗୀତଗାଇ ମନ ହରନ୍ତି।
ପ୍ରଦୋଷ…