Latest Odisha News

BREAKING NEWS

ଆସନ୍ତାକାଲି ଆର୍ଯ୍ୟନ ଖାନଙ୍କ ଜାମିନ ଶୁଣାଣି

ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ରେଭ୍ ପାର୍ଟି ମାମଲାରେ ଗିରଫ ଆର୍ଯ୍ୟନ ଖାନଙ୍କର କାଲି ହେବ ଜାମିନ ଶୁଣାଣି । ଆର୍ଯ୍ୟନଙ୍କ ଜାମିନ ନେଇ ଶୁଣାଣି କରିବେ ସେସନ କୋର୍ଟ । ତେବେ ଆସନ୍ତାକାଲି ଆର୍ଯ୍ୟନଙ୍କୁ ଜାମିନ ମିଳୁଛି ନା ପୁଣି ନିରାଶ ହେବାକୁ ପଡିବ ତାଉପରେ ଏବେ ସମସ୍ତଙ୍କ ନଜର ରହିଛି ।…

ମୋଦିଙ୍କୁ ଭେଟିଲେ ଅମିତ ଶାହ , କଶ୍ମୀର ସ୍ଥିତି ନେଇ ଆଲୋଚନା

ଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । କଶ୍ମୀର ବାହାରେ ଲୋକମାନଙ୍କ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ଆଲୋଚନା କରିଛନ୍ତି ଉଭୟ ନେତା । ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ…

ଦୁଇଟି ଷ୍ଟେସନରେ ସଂଶୋଧିତ ସମୟରେ ଚଳାଚଳ କରିବ ପ୍ରଶାନ୍ତି ସ୍ପେଶାଲ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳବାଇର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବାଙ୍ଗାଲୋର ପୂର୍ବ ଓ ବାଙ୍ଗାଲୋର କ୍ୟାଣ୍ଟ ଷ୍ଟେସନରେ ପ୍ରଶାନ୍ତି ସ୍ପେଶାଲ ଟ୍ରେନର ସମୟକୁ ସଂଶୋଧନ କରାଯାଇଛି । ଏହାସହ ଅସ୍ଥାୟୀ ଭାବରେ କୃଷ୍ଣରାଜପୁରମ୍ ଷ୍ଟେସନରେ ହାଓ୍ବାଡ଼ା-ଯଶୋବନ୍ତପୁର…

ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ

ଦିଲ୍ଲୀ:ସାଂସଦ ପଦରୁ ଇସ୍ତଫା ଦେଲେ ବାବୁଲ ସୁପ୍ରିୟୋ । ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ଗଣ ମାଧ୍ୟମ ସହ କଥା ହୋଇ ଭାବ ପ୍ରବଣ ହୋଇପଡ଼ିିଥିଲେ ବାବୁଲ ସୁପ୍ରିୟୋ। ମୁଁ ମୋ ରାଜନୈତିକ…

ବିଜେପି ନେତାଙ୍କ ବିବାଦୀୟ ବୟାନ, ରାହୁଲ ଗାନ୍ଧୀଙ୍କୁ କହିଲେ ଡ୍ରଗ୍ସ ଆଡିକ୍ଟ

ବାଙ୍ଗାଲୋର: ବିଜେପି ନେତା ନଲୀନ କୁମାର କତୀଲଙ୍କ ଏକ ବୟାନ ଏବେ ବିବାଦ ସୃଷ୍ଟି କରିଛି । କର୍ଣ୍ଣାଟକର ଏହି ବିଜେପି ମୁଖ୍ୟ ରାହୁଲ ଗାନ୍ଧୀଙ୍କୁ ଡ୍ରଗ୍ସ ଆଡିକ୍ଟ କହଛନ୍ତି । ଏକ ସଭାରେ ସେ କହିଥିଲେ, ରାହୁଲ ଗାନ୍ଧୀ କିଏ ? ମୁଁ ତାହା କହୁ ନାହିଁ ସେ ଜଣେ ଡ୍ରଗ୍ସ ଆଡିକ୍ଟ ଏବଂ ଏହାର କାରୋବାର…

କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ ମାମଲାରେ ଗିରଫ ହେଲେ ମ୍ୟାଡାମ୍ ୪୨୦

ନବରଙ୍ଗପୁର : ଶେଷରେ ଗିରଫ ହେଲେ ମ୍ୟାଡାମ୍ -୪୨୦ । ଏକ କୋଟି ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ୬ ମାସ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲେ ୪୨୦ କର୍ମଚାରୀ ଚନ୍ଦନା ମଣ୍ଡଳ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲରେ ଆର୍ଥିକ ଅନିୟମିତତା ନେଇ ତହସିଲଦାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ…

୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ବିଜେପି:କେନ୍ଦ୍ର ମନ୍ତ୍ରୀ

ମୟୁରଭଞ୍ଜ: ଆସନ୍ତା ୨୨ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତକୁ ବିରୋଧ କରିବ ଜିଲ୍ଲା ବିଜେପି। ଏନେଇ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡ଼ୁ। ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନାମରେ…

ଭୂସ୍ବର୍ଗ କାଶ୍ମୀର ପାଇଁ ବଢୁଛି ବିପଦ, ଅଧିକ ଆକ୍ରମଣ କରିବାକୁ ଧମକ ଦେଲା ISKP

ଜାମ୍ମୁ : ଜାମ୍ମୁ ଓ କାଶ୍ମୀର ଲାଗି ବଢ଼ିଲା ବିପଦ । ଅଧିକ ଆକ୍ରମଣ କରିବାକୁ ଧମକ ଦେଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ ଖୋରାସାନ ପ୍ରୋଭିନସ । ଗତ ଦୁଇ ସପ୍ତାହ ଧରି ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଜାରି ରହିଥିବା ବେଳେ, ବିଭିନ୍ନ ସ୍ଥାନରେ ଲୁଚି ରହି ଆତଙ୍କବାଦୀମାନେ ହତ୍ୟା…

କୋଭିଡ ବିରୋଧରେ ଚୀନ୍ ଆଣିଲା ବୁଷ୍ଟର ଡୋଜ୍

ବେଜିଂ : କୋଭିଡ ବିରୋଧରେ ମହାସଞ୍ଜୀବନୀ ପାଲଟି ପାରେ ଚୀନ ଟିକା । ଚୀନର କାନସିନୋ ବାୟୋଲୋଜିକ୍ସ ଦ୍ବାରା ପ୍ରସ୍ତୁତ ଟିକାର ବୁଷ୍ଟର ଡୋଜ ଶରୀରର ଆଣ୍ଟିବଡି ପରିମାଣ ୨୫୦ରୁ ୩୦୦ ଗୁଣ ବଢ଼ାଉଛି । ଆଘ୍ରାଣ କରି ନିଆ ଯାଇପାରୁଥିବା ଏହି ଟିକା କୋଭିଡ ବିରୋଧରେ ଏକ ଶକ୍ତିଶାଳୀ ଔଷଧ ସାବ୍ୟସ୍ତ…

ମହାପ୍ରସାଦକୁ ଅସମ୍ମାନ, ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ପର୍ଯ୍ୟଟକ

ପୁରୀ : ମହାପ୍ରସାଦକୁ ଅସମ୍ମାନ । ପୁରୀ ଲାଇଟ ହାଉସ ଅଞ୍ଚଳରେ ସିଟିଙ୍ଗ ୱାଲ ପାଚେରୀ ଉପରେ ବସି ଚପଲ ପିନ୍ଧି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଏହି ଘଟଣାକୁ ନେଇ ସାଧାରଣରେ ନିନ୍ଦା କରାଯିବା ସହ। ମହାପ୍ରସାଦକୁ…