ଜନ୍ମଦିନ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ଅନେକ ଦିନ ପରେ ନବଘନ ପାହାଡ଼ସିଂହ ଆସିଥିଲା ଗାଁକୁ। ଗତ ଦଶ ବର୍ଷ ହେଲାଣି ସେ ଗାଁରୁ ଦୂରରେ ରହୁଛି। ଯେବେଠାରୁ କେନ୍ଦ୍ର ସରକାରଙ୍କ ସଂସ୍ଥାରେ କାମ କଲାଣି, ସେବେଠୁ ତାର କାର୍ଯ୍ୟକ୍ଷେତ୍ର କେତେବେଳେ କେଉଁଠି ପଡୁଛି। କହିବାକୁ ଗଲେ…