ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୫
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ଜଗତ ଠାକୁର ଶ୍ରୀ ଜଗନ୍ନାଥ କୋଟି ବ୍ରହ୍ମlଣ୍ଡର କର୍ତ୍ତା । ତାଙ୍କ ପ୍ରତ୍ୟେକଟି ଲୋମ କୂପରେ ଅନେକ ବ୍ରହ୍ମlଣ୍ଡ ମାଲମାଳ ହୋଇ ବିରାଜମାନ କରୁଛି ।ଏହିସତ୍ୟ ଦ୍ୱାପର ଯୁଗରେ ବିଶ୍ଵରୂପ…