Latest Odisha News

BREAKING NEWS

କେନ୍ଦୁଝରରେ ପୋଷାକ ଉତ୍ପାଦନ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝରର ବଳଭଦ୍ରପୁରଠାରେ ୨୦୨୬ ଫେବୃଆରୀ ୧୪ ତାରିଖରେ ଏକ ଆଧୁନିକ ପୋଷାକ ଉତ୍ପାଦନ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାରଖାନା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଛାମୁଆ ଧାତୁ କମ୍ପାନୀ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ…

ଆରଏସଏସ ସଂଗଠନ ମନି ଲଣ୍ଡରିଂରେ ଜଡିତ… ଅଭିଯୋଗ ଆଣିଲେ ପ୍ରିୟାଙ୍କ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ତଥା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ପ୍ରିୟାଙ୍କ ଖଡଗେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଉପରେ ବର୍ଷିଛନ୍ତି। ଖଡଗେ RSS ଉପରେ ଗମ୍ଭୀର ଅଭିଯୋଗ ଆଣି କହିଛନ୍ତି ଯେ ଏହି ସଂଗଠନ ମନି ଲଣ୍ଡରିଂରେ ଜଡିତ। ସେ RSSର…

Weather Report: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା: ଆହୁରି ୨ରୁ ୩ ଡିଗ୍ରୀ ବଢିପାରେ ରାତି ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଏବେ ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି । ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ପ୍ରାୟ ୩ ଡିଗ୍ରୀ କମ୍‌ ରହିଛି ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେତାନ୍ୟାହୁଙ୍କ ପ୍ରଶଂସା

ଜେରୁସଲେମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଭାରତକୁ ଭୂରି ଭୂରି ପ୍ରଶଂସା କରିଛନ୍ତି। ନେତାନ୍ୟାହୁ ଇସ୍ରାଏଲ ଏବଂ ଭାରତ ମଧ୍ୟରେ ଏକ ଦୃଢ଼ ମେଣ୍ଟ ବର୍ଣ୍ଣନା କରିଛନ୍ତି। ଭାରତର ୧.୫ ବିଲିୟନ ଜନସଂଖ୍ୟାକୁ ଗୁରୁତ୍ୱ ଦେଇ…

IND vs PAK: ଏହି ମାମଲାରେ ଧୋନି ଆଉ ପନ୍ତଙ୍କୁ ପଛରେ ପକାଇ ପ୍ରଥମ ଭାରତୀୟ କ୍ରିକେଟର ହେଲେ ଇଶାନ କିଶନ

ନୂଆଦିଲ୍ଲୀ: ୨୦୨୬ ଟି-୨୦ ବିଶ୍ୱକପରେ, ଭାରତୀୟ ଦଳ ୧୫ ଫେବୃଆରୀରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚ୍ ବହୁତ ଦିନ ଧରି ଆଲୋଚନାର ବିଷୟ ହୋଇ ରହିଥିଲା । ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୬୧ ରନ୍ ରେ ମ୍ୟାଚ୍ ଜିତିଥିଲା ​​ଏବଂ ୨୦…

IND vs PAK: ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, କ୍ଷୋଭ ପ୍ରକାଶ କଲେ ଦେଶବାସୀ..

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍ ପୂର୍ବରୁ ସବୁଠାରୁ ଚର୍ଚ୍ଚିତ ବିଷୟ ଥିଲା ଟିମ୍ ଇଣ୍ଡିଆ ହାତ ମିଳାଇବ କି ନାହିଁ । ମ୍ୟାଚ୍ ସମୟରେ, ଭାରତୀୟ ଖେଳାଳିମାନେ 'ନୋ ହ୍ୟାଣ୍ଡସେକ ପଲିସି'ରେ ଅଟଳ ରହିବେ ବୋଲି ସ୍ପଷ୍ଟ ହୋଇଗଲା । ICC ଦ୍ୱାରା ଏହି ଟି-୨୦…

ଭାରତ ବିଶ୍ୱର ସବୁଠାରୁ ସଫଳ ଉଦୀୟମାନ ଅର୍ଥନୀତି, ଏଆଇ ସମ୍ମିଳନୀ ପୂର୍ବରୁ ଏପରି କହିଲେ ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ: ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି ଯେ, ଭାରତ ଏକ ଅତ୍ୟନ୍ତ ସଫଳ ଉଦୀୟମାନ ଅର୍ଥନୀତି ଯାହାର ବିଶ୍ୱ ବ୍ୟାପାରରେ ପ୍ରଭାବ ରହିଛି ଏବଂ ଏହା ଏକ କୃତ୍ରିମ ବୁଦ୍ଧିମତ୍ତା (AI) ସମ୍ମିଳନୀ ପାଇଁ ଏକ ଉପଯୁକ୍ତ ସ୍ଥାନ । ଭାରତ-AI ପ୍ରଭାବ ସମ୍ମିଳନୀ ୨୦୨୬ ପୂର୍ବରୁ…

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳପଥ ଟନେଲ୍ ୭ରେ ଆଧୁନିକ ସୁରକ୍ଷା ପ୍ରଣାଳୀ ସ୍ଥାପନ କଲା ପୂର୍ବ ତଟ ରେଳପଥ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ ସୁରକ୍ଷିତ, ବିଶ୍ୱସନୀୟ ଏବଂ ଯାତ୍ରୀ କୈନ୍ଦ୍ରିକ ରେଳ ପରିଚାଳନା ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି, ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୁଡ଼ଙ୍ଗ ନମ୍ବର ୭ରେ ବ୍ୟାପକ, ଅତ୍ୟାଧୁନିକ ସୁରକ୍ଷା ଏବଂ ଜରୁରୀକାଳୀନ ପରିଚାଳନା ବ୍ୟବସ୍ଥା…

Fake Mao Poster: ରାୟଗଡାରେ ନକଲି ମାଓପୋଷ୍ଟର ମାମଲା; ଦୁଇ ଗିରଫ

ରାୟଗଡ଼ା: ଗତ ଦୁଇ ଦିନ ପୂର୍ବେ ରାୟଗଡା ଜିଲ୍ଲାରେ ଲାଗିଥିବା ମାଓ ପୋଷ୍ଟର ନେଇ ଖୋଲିଲା ଗୁମର । ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ମାଓବାଦୀ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ…

ଭାଲେଣ୍ଟାଇନ୍ ଡେ’ରେ ରାତି ତମାମ ଖୋଲାଥିଲା ବାର, ରେଡ୍ ବେଳେ ହରଡଘଣାରେ ଅବକାରୀ ବିଭାଗ

ଭୁବନେଶ୍ୱର: ଭାଲେଣ୍ଟାଇନ୍ ଡେ'ରେ ରାତି ତମାମ ଖୋଲାଥିଲା ବାର। ମତୁଆଲା ହେଉଥିଲେ ଯୁବକ-ଯୁବତୀ। ରାତି ଯେତିକି ବଢୁଥିଲା ନିୟମ ସେତିକି ଭାଙ୍ଗୁଥିଲା। ଖବର ପାଇ ଯେତେବେଳେ ଅବକାରୀ ବିଭାଗ ରେଡ୍ କରିଥିଲା, ସେତେବେଳେ ଗରମ ଦେଖାଇଥିଲେ ବାର୍ କର୍ତ୍ତୃପକ୍ଷ। ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳରେ…