ସରିଲା ଓଡ଼ିଆ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ; ଖୁବ୍ ଶୀଘ୍ର ଆରମ୍ଭ ହେବ ସୁଟିଂ
ଭୁବନେଶ୍ୱର: ଓଲିଉଡ ଚଳଚ୍ଚିତ୍ର ‘ଗାୟିକା ନା ନାୟିକା’ର ମହୁରତ ଶୁକ୍ରବାର ଦିନ ସହରର ଏକ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା।
ଚଳଚ୍ଚିତ୍ରର କାହାଣୀ ଜଣେ ମହିଳା ଗାୟିକଙ୍କ ସଂଘର୍ଷ ଉପରେ ଆଧାରିତ।
ଚଳଚ୍ଚିତ୍ରରଟି ଗାୟିକ ରାନୁ ମଣ୍ଡଳଙ୍କ ଜୀବନ କାହାଣୀ ସହିତ ସମାନ ବୋଲି ପ୍ରଡକ୍ସନ୍…