ବିବାହକୁ ନେଇ ଭାଇରାଲ ଭିଡିଓ ଯୋଗୁଁ ଚର୍ଚ୍ଚାରେ କ୍ୟାଟ୍ରିନା କୈଫ
ମୁମ୍ବାଇ: ଲୁଚିଛପି ବିବାହ କଲେ ବଲିଉଡର ଆଗଧାଡ଼ିର ଚୁଲବୁଲି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ ।
ଫିଲ୍ମ ପାଇଁ ହେଉ ଅବା ରିଲେସନଶିପ ପାଇଁ , ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏଥର କିନ୍ତୁ କ୍ୟାଟ୍ରିନାଙ୍କ…