Latest Odisha News

BREAKING NEWS

ମା’ ସୁରେଶ୍ବରୀଙ୍କ ଧବଳମୁଖୀ ବେଶ

ସୁବର୍ଣ୍ଣପୁର: ଆଜିଠୁ ଆରମ୍ଭ ହେଉଛି ସୁବର୍ଣ୍ଣପୁରର ଐତିହାସିକ ବଳିଯାତ୍ରା । ଆଜିଠୁ ମା' ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ବଳିଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଥିବା ଗଡଜାତର ଇଷ୍ଟଦେବୀ ମା' ସୁରେଶ୍ବରୀ ଭିନ୍ନ ଭିନ୍ନ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ…

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ…

ଲକ୍‌ଡାଉନ୍ ସମୟରେ ୭୦% ପ୍ରତିଶତ ରୋଗୀ କର୍କଟ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି

ଲଣ୍ଡନ: ସମଗ୍ର ବିଶ୍ୱରେ ସାତଜଣ କର୍କଟ ରୋଗୀଙ୍କ ମଧ୍ୟରୁ ଜଣେ କୋଭିଡ୍‌-୧୯ ଲକଡାଉନ୍ ସମୟରେ ସମ୍ଭାବ୍ୟ ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାରରୁ ବଞ୍ଚିତ ହୋଇଛନ୍ତି ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡିଛି। ବ୍ରିଟେନର ବର୍ମିଂହାମ ୟୁନିଭରସିଟିର ବିଶେଷଜ୍ଞଙ୍କ ନେତୃତ୍ୱରେ ବିଶ୍ବର ପ୍ରାୟ ୫୦୦୦…

ବେଞ୍ଜାମିନ ଲିଷ୍ଟ, ଡେଭିଡ୍ ମ୍ୟାକମିଲାନଙ୍କୁ କେମିଷ୍ଟ୍ରି ନୋବେଲ

ନୂଆଦିଲ୍ଲୀ: ରସାୟନ ବିଜ୍ଞାନ ପାଇଁ ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିବ ନୋବେଲ ପୁରସ୍କାର  । ୨୦୨୧ ପାଇଁ ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ଘୋଷିତ ହୋଇଛି ।  ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା…

ପୁଣି ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି । ଏକାଧିକ ପଜିଟିଭ୍…

ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ

ଜୟପୁର: ଗଞ୍ଜେଇ ଚାଲାଣ ବେଳେ ଚଢାଉ । ଜୟପୁର ସଦର ପୋଲିସ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରିଛି । ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢାଉ କରିଥିଲା । ନମ୍ବର ବିହିନ ଏକ ଟ୍ରକରେ ରାୟପୁର ଗଞ୍ଜେଇ ଚାଲାଣ ବେଳେ ପଣ୍ଡ କରିଥିଲା ସଦର ପୋଲିସ । ଏହି ଗଞ୍ଜେଇ କୋରାପୁଟ ଜିଲା ସିମାନ୍ତ ସୁଙ୍କିର…

ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି

କଟକ: ପବିତ୍ର ମହାଳୟା ବା ଖଡିଲାଗି ଅମାବାସ୍ୟା ।  କଟକର ବିଭିନ୍ନ ପୂଜା ମଣ୍ଡପରେ ମାଆ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡି ଲାଗି କରାଯାଇଛି । ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଗପ ସମେତ ଅନ୍ୟ ସ୍ଥାନରେ ମଧ୍ୟ ଖଡି ଚଢାଯାଇଛି ।  ଆଜି ମୂର୍ତ୍ତିରେ ଖଡିଲାଗି କରାଯାଇଥିବା ବେଳେ…

ପୁଣି ଲଘୁଚାପ , ଫିକା ପଡିବ ପାର୍ବଣ

ଭୁବନେଶ୍ୱର: ପୁଣି ଆସୁଛି ଲଘୁଚାପ । ଫିକା ପଡିବ ପାର୍ବଣ । ଏଥର ବର୍ଷାରେ ଭିଜିବ ପୁରା ଦଶହରା । ଅକ୍ଟୋବର ତୃତୀୟ ସପ୍ତାହରେ ବି ବର୍ଷା ସମ୍ଭାବନା ରହିଛି । ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି । କିନ୍ତୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନାହିଁ ।…

ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ବିକ୍ଷୋଭ

ଯାଜପୁର: ଉତ୍ତରପ୍ରଦେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଗିରଫ ଦାରି ପ୍ରତିବାଦରେ ଯାଜପୁରରେ କଂଗ୍ରେସର ପ୍ରତିବାଦ ଓ ବିକ୍ଷୋଭ କରାଯାଇଛି। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ପ୍ରିୟଙ୍କା ଲକ୍ଷ୍ମୀପୁର ଯାଉଥିବା ସମୟରେ ପୋଲିସ ତାଙ୍କୁ ଗିରଫ କରିଛି। ଏହାର ପ୍ରତିବାଦ କରି ଯାଜପୁର…

କନ୍ଧମାଳରୁ ଚିତାବାଘ ଛାଲ ଜବତ, ଜଣେ ଗିରଫ

ଫୁଲବାଣୀ: ଓଡିଶା ପୋଲିସ ଅଧିନସ୍ତ ଏସ୍‌ଟିଏଫ୍‌କୁ ମିଳିଛି ସଫଳତା । ଜବତ ହୋଇଛି ଗୋଟିଏ ଚିତାବାଘ ଛାଲ । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଏସ୍‌ଟିଏଫ୍ ଟିମ୍ ପଚରାଉଚରା ଚଳାଇଛି । ଆଜି ସିପ୍ତିଗୁଡାରେ ଚିତାବାଘ ଛାଲ ଡିଲ୍ ହେଉଥିବା ନେଇ ଏସଟିଏଫ୍ ଟିମ୍ ବିଶ୍ୱସ୍ତ ସୁତ୍ରରୁ…