Latest Odisha News

BREAKING NEWS

ଏସିଆର ପ୍ରଥମ ଖେଳାଳି ଭାବେ ଟି୨୦ରେ ୪୦୦ଛକା ମାରିଲେ ହିଟମ୍ୟାନ

ମୁମ୍ବାଇ: ଏସିଆର ପ୍ରଥମ ଖେଳାଳି ଭାବେ ଭାରତୀୟ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଟି୨୦ କ୍ରିକେଟରେ ୪୦୦ ଛକା ମାରିବା ଗୌରବ ଅର୍ଜନ କରିଛନ୍ତି । ହିଟମ୍ୟାନ ଭାବେ ପରିଚିତ ଏହି ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଆଜି ପବିତ୍ର ମହାଳୟା, ସନ୍ଧ୍ୟାରେ ଗଡ଼ିବ ମା’ ବିରଜାଙ୍କ ରଥ

ଯାଜପୁର: ଆଜି ପବିତ୍ର ମହାଳୟା। ପିତୃପକ୍ଷ ପିଣ୍ଡ ଦାନ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପବିତ୍ର ମହାଳୟାରେ ବିରଜା ମନ୍ଦିରସ୍ଥିତ ନାଭିଗୟାରେ ପିଣ୍ଡଦାନ…

ବେଲଗାମ୍ ଧଳା ଜହର କାରବାର

କଟକ: ଥମୁନି ଧଳାଜହର କାରବାର । କଟକରୁ ପୁଣି ଜବତ ହେଲା ଧଳାଜହର । ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ ସୂଚନା ମିଳିଥିଲା । …

କୂଲଭୁଷଣଙ୍କୁ ଆଶ୍ବସ୍ତି; ଓକିଲ ନିଯୁକ୍ତ ପାଇଁ ଭାରତକୁ ମିିଳିଲା ଅଧିକ ଅବଧି

ନୂଆଦିଲ୍ଲୀ: ଅକ୍ଟୋବର ୫ ରେ ମୃତ୍ୟୁଦଣ୍ଡ ଦିଆଯାଇଥିବା କୂଲଭୁଷଣ ଯାଦବଙ୍କୁ ପାକିସ୍ତାନୀ କୋର୍ଟ ଏକ ବଡ଼ ଆଶ୍ବସ୍ତି ପ୍ରଦାନ କରିଛନ୍ତି। ଯାଦବଙ୍କ ପାଇଁ ଜଣେ ଓକିଲ ନିଯୁକ୍ତ କରିବାକୁ କୋର୍ଟ ଭାରତକୁ ଅଧିକ ସମୟ ଦେଇଛନ୍ତି। ଗୁଇନ୍ଦାଗିରି ତଥା ଆତଙ୍କବାଦ ଅଭିଯୋଗରେ ଏପ୍ରିଲ ୨୦୧୭ରେ…

ଚୀନ-ତାଇୱାନ ସ୍ଥିତି ଗମ୍ଭୀର, ଯୁଦ୍ଧ ହେବା ଆଶଙ୍କା !

ବେଜିଂ: ଚୀନର ପାଗଳାମୀ ଯୋଗୁ ପୁନର୍ବାର ଯୁଦ୍ଧଭରା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ତାଇୱାନ ସୀମାରେ ବାରମ୍ବାର ଯୁଦ୍ଧ ବିମାନ ପଠାଇ ଚୀନ ଉସୁକାଇବାରେ ଲାଗିଛି । ଆମେରିକା ଏ ନେଇ ମୁହଁ ଖୋଲିଛି । ଚୀନ ଯଦି ଦୁଃସାହସ କରେ ତାହାହେଲେ ଆମେ ତାଇୱାନ ସହିତ ରହିବୁ ବୋଲି ସ୍ପଷ୍ଟ କରିଛି ।…

ଜିଓ ନେଟ୍‌ୱାର୍କ ଡାଉନ୍‌; ପ୍ରଭାବିତ ୟୁଜର୍ସ

ନୂଆଦିଲ୍ଲୀ: ଭାରତରେ ଜିଓ ନେଟୱାର୍କ ବ୍ୟବହାର କରୁଥିବା ୟୁଜର୍ସ ସମସ୍ୟା ଉପୁଜିଥିବା ‌ରିପୋର୍ଟ ହୋଇଛି। ହ୍ବାଟସ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଅଚଳ ହୋଇ ପୁଣି ଥରେ ସଚଳ ହେବାର କିଛି ଘଣ୍ଟା ପରେ, କିଛି ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଜିଓ ସେଲୁଲାର୍ ନେଟୱାର୍କ ଡାଉନ୍ ଥିବା…

ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦଘାଟନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାରେ ନୂତନ ସୌରଚାଳିତ ପୃଷ୍ଟିଶସ୍ୟ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟନ ହୋଇଯାଇଛି। ଏହାକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର ଏହି ପ୍ରୋଜେକ୍ଟକୁ ଆରମ୍ଭ କରାଯାଇଛି। ବଙ୍ଗେମୁଣ୍ଡାର ଗାୟତ୍ରୀ ମନ୍ଦିର…

ମହାଳୟାରେ ପିତୃପକ୍ଷଙ୍କୁ ପିଣ୍ଡଦାନ

ପୁରୀ: ପବିତ୍ର ମହାଳୟା ଶ୍ରାଦ୍ଧ | ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ | ଏହି ଦିନ ଶ୍ରାଦ୍ଧ ଦେବାର ଵିଧି ରହିଛି | ଏହିଦିନ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ | ଏହି…

କେନାଲରେ ପଡ଼ି ଦୁଇ ଶିଶୁ ମୃତ

ପାରାଦୀପ: କେନାଲରେ ପଡ଼ି ଦୁଇ ଶିଶୁଭଙ୍କର ମୃତ୍ୟୁ ହୋଇଛି । ପାରାଦୀପ ଅନ୍ତର୍ଗତ ଅଠରବାଙ୍ଗି ଲକପଡ଼ା ବସ୍ତିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ତାଳଦଣ୍ଡା କେନାଲରେ ପଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ମୃତକମାନ ହେଲେ ଲକପଡ଼ାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଜିତେନଦ୍ର ମିସ୍ତ୍ରୀ ଓ…

ନୂଆପଡାରେ ଶ୍ରମିକ ଗର୍ଜନ ସମାବେଶ: ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ନୂଆପଡା: ଶ୍ରମିକଙ୍କ ରଣହୁଙ୍କାର । ନୂଆପଡ଼ା ଜିଲ୍ଲାରେ ଏକାଠି ହେଲେ ହଜାର ହଜାର ଶ୍ରମିକ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ ସମାବେଶ କରିଛନ୍ତି । ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରମିକ…