Latest Odisha News

BREAKING NEWS

କାଲି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ କାର୍ଡ

ପୁରୀ : ଆସନ୍ତାକାଲି ପୁରୀ ଜିଲ୍ଲା ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡଧାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂତନ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ । ୨୧ଟି ପଞ୍ଚାୟତର ୧୯ ହଜାର…

ଖୋଲୁଛି ଡ୍ରଗ୍ସ କାରବାରର ଗୁମର, କାଲି ସରୁଛି ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି

ମୁମ୍ବାଇ : ଖୋଲୁଛି ଡ୍ରଗ୍ସ କାରବାରର ଗୁମର । ଦିନକୁ ଦିନ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଆର୍ଯ୍ୟନଙ୍କ ବିରୋଧରେ ୨ଟି ପ୍ରମାଣକୁ ଆଧାର କରି ମାମଲା ରୁଜୁ ହୋଇଛି । ପ୍ରଥମଟଇ ହେଲା ଏନସିବିର ଜେରା ବେଳେ ଡ୍ରଗସ ନେବା ବିଷୟରେ ସ୍ବୀକାର କରିଛନ୍ତି ଆର୍ଯ୍ୟନ । ଦ୍ବିତୀୟଟି ହେଲା ଶାହରୁଖଙ୍କ…

ଅସ୍ଥି କର୍କଟରେ ପୀଡ଼ିତ ପୁଅକୁ ମାରି ଦେଲା ବାପା

ତାମିଲନାଡୁ : ଅସ୍ଥି କର୍କଟରେ ପୀଡିତ ପୁଅକୁ ମାରି ଦେଲା ବାପା । ଏହି କୁତ୍ସିତ କାର୍ଯ୍ୟରେ ସହଯୋଗ କରିବା ଅଭିଯୋଗରେ ବାପା ସହ ଅନ୍ୟ ୨ଜଣଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ଏଭଳି ଏକ ଛାତିଥରା ଘଟଣା । ସାଲେମର ପେରିୟାସାମୀ ନାମକ ଜଣେ ବ୍ୟକ୍ତିଙ୍କ ପୁଅ…

ଆରମ୍ଭ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’

ଭୁବନେଶ୍ବର : ଆରମ୍ଭ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍ -୨’ । ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ-ଓଟିଡିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ବିତୀୟ ସଂସ୍କରଣକୁ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଶୁଭାରମ୍ଭ କରିଛନ୍ତି । ଓଡ଼ିଶାର ପାରମ୍ପରିକ…

ଡିଆରଡିଓ ତଥ୍ୟ ଲିକ୍‌ ମାମଲା, ପଦାକୁ ଆସିଲା ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ୍

ଭୁବନେଶ୍ବର : ଖୋଲୁଛି ଡିଆରଡିଓ ତଥ୍ୟ ଲିକ୍‌ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ । ପଦାରେ ପଡିଛି ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ । ଏହି ରହସ୍ୟମୟୀ ମହିଳା ଜଣଙ୍କର ଆଇଏସଆଇ ସହ ଲିଙ୍କ ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଫେସବୁକ୍ ପାକିସ୍ତାନରୁ ଅପରେଟ୍‌…

ତାଲିବାନ ପ୍ରେମ ଯୋଗୁ ପଦରୁ ହଟିଲେ ଆଇଏସଆଇ ମୁଖ୍ୟ ଫୈଜ ହମିଦ

ଇସଲାମବାଦ: ତାଲିବାନ ପ୍ରତି ଅଧିକ ମୋହ ଯୋଗୁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସଆଇ ମୁଖ୍ୟ ଜେନେରାଲ ଫୈଜ ହମିଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି । ଆର୍ମି ଚିଫ ଜେନେରାଲ ବାଜୱାଙ୍କ ବିନା ଅନୁମତିରେ ଫୈଜ କାବୁଲ ଯାଇଥିଲେ । ସେଠାରେ ଆଫଗାନିସ୍ତାନକୁ ହାତେଇଥିବା ତାଲିବାନଙ୍କ ସହ ସେରେନା…

ଏଫଆଇଏଚ ଷ୍ଟାର ପୁରସ୍କାର ପୋଛିନେଲା ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ ଆନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ) ଷ୍ଟାର ପୁରସ୍କାର ଏକପ୍ରକାର ପୋଛି ନେଇଛି । ଭାରତକୁ ପ୍ଲେୟାର ଅଫ ଦି ଇୟର, ଗୋଲକିପର ଅଫ ଦି ଇୟର, ରାଇଜିଂ ଷ୍ଟାର ଅଫ ଦି ଇୟର ଓ କୋଚ ଅଫ ଦି ଇୟର ପୁରସ୍କାର…

ଫୋର୍ବସ ଲିଷ୍ଟ୍‌ରୁ ବିଦା ହେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ: ୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋର୍ବସ୍ ତାଲିକାରେ ସ୍ଥାନ ପାଇ ନାହାଁନ୍ତି। ଟ୍ରମ୍ପଙ୍କ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୨.୫ ବିଲିୟନ ଡ଼ଲାର। ସେ ଆମେରିକାର ଧନୀ ବ୍ୟକ୍ତିଙ୍କ ତାଲିକାରେ ଚଳିତ ବର୍ଷର ଫୋର୍ବସ୍ ୪୦୦…

ଉର୍ବଶୀଙ୍କ ବ୍ରେକ୍‌ଫାଷ୍ଟ୍‌ ଡ୍ରେସ୍‌ ମୂଲ୍ୟ ୧.୮୬ ଲକ୍ଷ!

ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ଉର୍ବଶୀ ରାଉତେଲା ତାଙ୍କ ନିଆରା ଲୁକ୍‌ ଏବଂ ଚମତ୍କାର ଚେହେରା ପାଇଁ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଅଭିନେତ୍ରୀ ହାବଟୋର ପ୍ୟାଲେସରେ ଏକ ପ୍ରାତଃ ଭୋଜନ ପାଇଁ ଯାଇଥିଲେ ଏବଂ ସେଠିିକି ସେ ଯେଉଁ ପୋଷାକ ଆଉ ଜୋତା ପିନ୍ଧି ଯାଇଥିଲେ…

ହରଡ଼ଘଣାରେ ଚାଷୀ

ଟିଟିଲାଗଡ଼: ହରଡ଼ଘଣାରେ ଏବେ ଟିଟିଲାଗଡ଼ ଚାଷୀ। ଗତ ସୋମବାର ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଦୋକାନ ଓ ଗୋଦାମ ଚଢ଼ାଉ କରିବା ସହ ଅନେକ ସ୍ଥାନରୁ ବେଆଇନଭାବେ ସାର ବି ଜବତ କରିଥିଲେ। ଏହି ମଧ୍ୟରେ ଚାଷୀମାନଙ୍କ ପାଇଁ…