Latest Odisha News

BREAKING NEWS

ଦୀର୍ଘ ସମୟ ପରେ କୂଅରୁ ଉଦ୍ଧାର ହେଲା ହାତୀ

ମୟୂରଭଞ୍ଜ : ଦୀର୍ଘ ସମୟର କସରତ ପରେ କୂଅ ଭିତରୁ ଉଦ୍ଧାର ହେଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଧବଣୀଷୋଳ ପଞ୍ଚାୟତର ଟେମ୍ବଟୋଲା ଗାଁରେ ଥିବା ଏକ ଖୋଲା କୂଅ ଭିତରେ ଖସି ପଡିଥିଲା ହାତୀ । ଏ ସମ୍ପର୍କରେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମେସିନ ସହାୟତାରେ…

କୃଷକଙ୍କ ଉପରେ ଗାଡି ମଡେଇଦେଲେ ମନ୍ତ୍ରୀଙ୍କ ପୁଅ, ୨ମୃତ

ଲକ୍ଷ୍ନୌ:ଲକ୍ଷ୍ନୌରେ ଜଣେ ମନ୍ତ୍ରୀଙ୍କ ପୁଅ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ମଡେଇଦବା ଭଳି ମାରାତ୍ମକ ଅଭିଯୋଗ ସମ୍ମୁଖକୁ ଆସିଛି । ଏହି ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି । ଉତରପ୍ରଦେଶର ଳକ୍ଷ୍ମୀପୂୁର ଖେରୀର ତିକୁନିଆ ଅଂଚଳରେ ଏହି ଘଟଣା ଘଟିଛି । ରିପୋର୍ଟ…

ପିପିପି ମୋଡରେ ଭୁବନେଶ୍ବର ଷ୍ଟେସନର ହେବ ବିକାଶ

ଭୁବନେଶ୍ବର : ଭୁବନେଶ୍ବରର ରେଳ ଷ୍ଟେସନର ହେବ ବିକାଶ । ପିପିପି ମୋଡରେ ଭୁବନେଶ୍ବର ରେଳ ଷ୍ଟେସନର ବିକାଶ କରାଯିବ । ଆଗାମୀ ଦିନରେ ଆଉ ଏକ ପ୍ଲାଟଫର୍ମ ଓ ୨ଟି ରେଳ ଟ୍ରାକ୍ ବଢିବ । ରେଳ ଜମିରେ ରେଳ ମନ୍ତ୍ରଣାଳୟ ଓ ପାଖ ଜମିରେ ବିଡିଏ ଷ୍ଟେସନର ବିକାଶ କରିବ । ଓଡ଼ିଶାରେ ଥିବା ବିଭିନ୍ନ ରେଳ…

ହସ୍ପିଟାଲ ଛାତରୁ ଅତଡା ଖସିଲା, ରୋଗୀଙ୍କୁ ବେଡ୍ ମିଳିଲା

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବାକୁ ନେଇ ସାମ୍ନାକୁ ଆସିଛି ଗୁରୁତର ସମସ୍ୟା । ରୋଗୀଙ୍କୁ ମିଳୁନି ଉତ୍ତମ ସ୍ୱାସ୍ଥ୍ୟ ସେବା । ଓଲଟା ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନେ ହସ୍ପିଟାଲରେ ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି । ଜ୍ୱରରେ…

ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ

ପିପିଲି : ପିପିଲି ଉପନିର୍ବାଚନରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ୨୦ ହଜାର ୯୧୬ ଖଣ୍ଡ ଅଧିକ ଭୋଟରେ ଜିତିଛନ୍ତି ରୁଦ୍ର ମହାରଥୀ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ଏକ ବଡ଼ ବ୍ୟବଧାନରେ ହରାଇଛନ୍ତି ରୁଦ୍ର ମହାରଥୀ । ବିଜୟ ସହ ପିପିଲିରେ ସ୍ବର୍ଗତ ପ୍ରଦୀପ…

ରାଜ୍ୟସ୍ତରୀୟ ଜନସମ୍ପର୍କ ସମ୍ମିଳନୀ ଆୟୋଜନ କରିବ ପିଆରଏସଆଇ ଭୁବନେଶ୍ୱର ଚାପ୍ଟର

ଭୁବନେଶ୍ୱର: ପବ୍ଲିକ୍ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ) ଭୁବନେଶ୍ୱର ଚାପ୍ଟରର ବାର୍ଷିକ ବୈଠକ ଗତ ଶୁକ୍ରବାର ଦିନ ପ୍ରେସ କ୍ଲବ ଅଫ୍ ଓଡିଶା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚାପ୍ଟରର ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଜଣାଇବା ସହିତ…

ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଖସା ଯାଇଥିଲା ଅସ୍ତ୍ରଶସ୍ତ୍ର, ଜବତ କଲେ ଭାରତୀୟ ସୁରକ୍ଷାକର୍ମୀ

ଜମ୍ମୁ: ଭାରତ-ପାକିସ୍ତାନ ସୀମା ନିକଟରୁ ଡ୍ରୋନ ମାଧ୍ୟମରେ ଖସା ଯାଇଥିବା ଅସ୍ତ୍ରଶସ୍ତ୍ରକୁ ଜବତ କରାଯାଇଛି । ଏହି ଡ୍ରୋନ ପାକିସ୍ତାନ ପଟୁ ଆସିଥିବା ଅନୁମାନ କରାଯାଇଛି । ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀ ଫଲିଆ ମଣ୍ଡଳ ଅଂଚଳର ଏକ ଗ୍ରାମରୁ ଏହାକୁ ଏକେ-୪୭, ନାଇଟ ଭିଜନ ଉପକରଣ, ଟେଲିସ୍କୋପ,…

ଜାହାଜରେ ଡ୍ରଗ୍ସ ପାର୍ଟି; ଶାହାରୁଖ୍‌ଙ୍କ ପୁଅ ଆର୍ୟନ ଗିରଫ

ମୁମ୍ବାଇ: ମୁମ୍ବାଇ ଜାହାଜରୁ ଡ୍ରଗ୍ସ ଜବତ ହେବା ପରେ ବଲିଉଡ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ଆର୍ୟନ ଖାନଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ ବନ୍ଧୁ ଅରବାଜ ମର୍ଚାଣ୍ଟ, ମୁନ୍‌ମୁନ୍‌ ଧମେଚା, ନୁପୁର ସାରିକା,…

ଫିଟୁଛି ଫ୍ରାନ୍ସର କ୍ୟାଥୋଲିକ୍ ଚର୍ଚ୍ଚର ଗୁମର; ଏଠାରେ ଶିଶୁଙ୍କୁ କରାଯାଉଛି ଯୌନ ଶୋଷଣ

ନୂଆଦିଲ୍ଲୀ: ନୂତନ ରିପୋର୍ଟରୁ ଜଣାପଡିଛି ଯେ ୧୯୫୦ ପରଠାରୁ ଫ୍ରାନ୍ସର କ୍ୟାଥୋଲିକ୍ ଚର୍ଚ୍ଚରେ ଶିଶୁଙ୍କୁ କରାଯାଉଛି ଯୌନ ଶୋଷଣ। ଏଭଳି ଏକ ସାଙ୍ଘାତିକ ମାମଲାର ପର୍ଦ୍ଦାଫାସ କରାଯାଇଛି। ଚର୍ଚ୍ଚ ଭଳି ପବିତ୍ର ସ୍ଥାନରେ ଏଭଳି ଅନୈତିକ କାର୍ଯ୍ୟ ନିଶ୍ଚିତ ରୂପେ ନିନ୍ଦନୀୟ। ଫ୍ରାନ୍ସର…

ମସ୍କୋରେ ପକ୍ଷୀ ମଡକ: ଭାଇରସ ନା ପରିବେଶ ପ୍ରଦୂଷଣ !

ମସ୍କୋ: ରୁଷିଆର ମସ୍କୋ ଅଂଚଳରେ ଏବେ ପକ୍ଷୀ ମଡକ ଦେଖଦେଇଛି । ଆଜୋଭ ସମୂଦ୍ରକୂଳରେ ଶହ ଶହ ପକ୍ଷୀ ମରି ପଡିଥିବା ଦେଖିବାକୁ ମିଳିଛି । ଗ୍ରୀବ୍ସ, ସମୁଦ୍ର ପାରା, ଗୁଲ ପ୍ରଜାତିର ପାଖାପାଖି ୭ ହଜାର ପକ୍ଷୀ କିଭଳି ମରିଲେ ତାହା ବର୍ତମାନ ବିଶେଷଜ୍ଞଙ୍କୁ ଚିନ୍ତାରେ ପକାଇଛି । ବିଷାକ୍ତ ପଦାର୍ଥ…