Latest Odisha News

BREAKING NEWS

କରୋନା ଯୋଗୁ ଘୁଂଚିଲା ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ

ଲାହୋର: କରୋନା ମହମାରୀ ଯୋଗୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ ସିରିଜ ଅଧାରୁ ବନ୍ଦ କରି ଦିଆଯାଇଛି । ଏବେ ଏହା ଆସନ୍ତା ବର୍ଷ ଜୁଲାଇରେ ହେବ ବୋଲି ସ୍ଥିର ହୋଇଛି । ଗୁରୁବାର ୱେଷ୍ଟଇଣ୍ଡିଜର ଆଉ ୫ ସଦସ୍ୟ କରୋନା ପଜିଟିଭ ଜଣାପଡିଥିଲେ । ଶାଇ ହୋପ, ଜଷ୍ଟିନ ଗ୍ରୀଭସ ଓ ଅକୀଲ ହୁସେନଙ୍କ ବ୍ୟତୀତ ସହକାରୀ କୋଚ ରଡି ଏଷ୍ଟାୱିକ ଓ ଫିଜିଶିଆନ ଅକ୍ସସାଇ ମାନସିଂଙ୍କ ରିପୋର୍ଟ ପଜିଟିଭ ଆସିଛି ।

ପୂର୍ବରୁ ୩ ଖେଳାଳି ସଂକ୍ରମିତ ହୋଇଥିଲେ । ଟି୨୦ ସିରିଜର ଶେଷ ମ୍ୟାଚ ବେଳେ ଏହି ନିଷ୍ପତି ନିଆଯାଇଛି । ଏହା ପରେ ଦିନିକିଆ ସିରିଜ ଆରମ୍ଭ ହୋଇଥାନ୍ତା ।

Leave A Reply

Your email address will not be published.