ମା’ ହେଲେ ନେହା
ନୂଆଦିଲ୍ଲୀ: ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ନେହା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରବିବାର ଦିନ ଦମ୍ପତି ସେମାନଙ୍କ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ।
ଏହି ଦମ୍ପତିଙ୍କ ଏକ ଝିଅ ମେହେର ମଧ୍ୟ ଅଛି। ଏହି ଖୁସି ଖବର…