Latest Odisha News

BREAKING NEWS

ଅବହେଳିତ ଗାନ୍ଧୀ ସ୍ମୃତି ପୀଠ

ଭଦ୍ରକ: ଅବହେଳିତ ଗାନ୍ଧୀ ସ୍ମୃତି ପୀଠ । ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ରଣଜିତ ପଞ୍ଚାୟତର ମଞ୍ଜୁରୀରେ ଥିବା ଗାନ୍ଧୀ ସ୍ମୃତି ପୀଠ ଅବହେଳିତ । ଯେଉଁଦିନ ଗାନ୍ଧୀ ଜୟନ୍ତୀ ଆସେ ଏଠି ମନେ ପଡନ୍ତି ଗାନ୍ଧୀ । ଏହି ଗ୍ରାମକୁ ଗାନ୍ଧୀ ୧୯୩୪ ମସିହାରେ ପଦଯାତ୍ରାରେ ଆସି ଜାତି ଭେଦ ବିବାଦ ମେଣ୍ଟାଇ…

ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି, ୟୁଜିସିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ସମ୍ୱଲପୁର : ୟୁଜିସି ପାଠ୍ୟକ୍ରମରେ ନୂଆ ଯୋଜନା । ଏଥର ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନି । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ପ୍ରତିଷ୍ଠା ହେବ ସନ୍ଥ କବି ଭୀମ ଭୋଇ ଚେୟାର। ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର…

ମାଆ ମରୀଚିଖାଇ ପୀଠରେ ଷୋଳପୂଜା

ପୁରୀ: ଦେବୀ ପୀଠ ଗୁଡ଼ିକରେ ଆରମ୍ଭ ହୋଇଛି ଷୋଡଶ ଉପଚାରରେ ପୂଜା । ଅନ୍ୟ ପୀଠ ଗୁଡିକ ଭଳି ଶ୍ରୀକ୍ଷେତ୍ରରେ ସମସ୍ତ ଦେବୀ ପୀଠ ମାନଙ୍କରେ ଅନୁଷ୍ଠିତ ହେଉଛି ଶାରଦୀୟ ପାର୍ବଣର ଷୋଳପୂଜା l ପରମ୍ପରା ଅନୁଯାଇ ମୂଳାଅଷ୍ଟମୀଠାରୁ ଷୋଳପୂଜାର ଵିଧି ଆରମ୍ଭ ହୋଇଛି l ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ଶକ୍ତି…

୨୦ ସୁଦ୍ଧା ଓଡ଼ିଶା ଛାଡିପାରେ ମୌସୁମୀ

ଭୁବନେଶ୍ୱର: ଅକ୍ଟୋବର ୨୦ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛାଡିବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ଉମା ଶଙ୍କର ଦାସ କହିଛନ୍ତି ଯେ ସାଧାରଣତ ଭାରତରେ ସେପ୍ଟେମ୍ବର ୧ ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ…

ଯାଜପୁରରେ ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳିତ

ଯାଜପୁର : ଆଜି ଜାତିର ପିତା ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସ୍ଥାନୀୟ ଗାନ୍ଧୀ ଛକଠାରେ…

ଜୁଆ ଆଡ୍ଡା ଉପରେ ଅତର୍କିିତ ଚଢାଉ

ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଅତର୍କୀତ ଚଢାଉ । ଗୁଣୁପୁର ସହର ରେଗେଡା ଗ୍ରାମ ନିକଟ ଏକ କାଜୁ ଜଂଙ୍ଗଲରେ ଜୁଆଡିମାନେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଖବର ପାଇ ଚଢାଉ କରିଥିଲା । ଚଢାଉ ସମୟରେ ପୋଲିସ୍ ୧୨ଟି ଦାମି କାର୍ , ଗୋଟିଏ ଅଟୋ…

ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟାକାଣ୍ଡ ଘଟଣା,୪୮ ଘଣ୍ଟା ଭିତରେ ପୋଲିସ ହାତରେ ୨ ଅଭିଯୁକ୍ତ

ବରଗଡ଼ : ବରଗଡ଼ ବହୁ ଚର୍ଚ୍ଚିତ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କାଣ୍ଡର ଧରାପଡ଼ିଲା ଅଭିଯୁକ୍ତ । ହତ୍ୟାକାଣ୍ଡର ୪୮ ଘଣ୍ଟା ମଧ୍ୟରେ ପୋଲିସ ୨ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଛୁରୀ, ପଲସର ବାଇକ, ସ୍କୁଟି ସହ ସେମାନେ ପିନ୍ଧିଥିବା ବସ୍ତ୍ର ଜବତ କରାଯାଇଛି ବୋଲି…

ସବୁ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ଭାରତୀୟ ସେନା; ଆର୍ମି ମୁଖ୍ୟ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଅଗ୍ରଗାମୀ ଅଞ୍ଚଳଗୁଡିକର ସୁରକ୍ଷା ସମୀକ୍ଷା କରୁଥିବା ସେନା ମୁଖ୍ୟ ଜେନେରାଲ୍ ଏମ୍ ନାରଭାନେ ଶନିବାର କହିଛନ୍ତି ଯେ ଚୀନ୍ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ଅପର ପାର୍ଶ୍ୱରେ ଭିତ୍ତିଭୂମି ନିର୍ମାଣ କରିଛି କିନ୍ତୁ ଭାରତୀୟ ସୈନ୍ୟବାହିନୀ ଯେକୌଣସି ପ୍ରତିକୂଳ…

ମୁଁ ଭାରତର କୋଭିଶିଲ୍ଡ ଟିକା ନେଇଛି; ୟୁଏନଜିଏ ସଭାପତି

ନୂଆଦିଳ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାର ୭୬ ତମ ଅଧିବେଶନରେ ଅବଦୁଲ୍ଲା ସହିଦ କହିଛନ୍ତି ଯେ ସେ ଭାରତରେ ଉତ୍ପାଦିତ କରୋନା ବିରୋଧୀ କୋଭିଶିଲ୍ଡ ଟିକା ନେଇଛନ୍ତି। ବ୍ରିଟିଶ-ସ୍ୱିଡେନ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଶିଲ୍ଡ ଟିକା ପୁଣେ…

ସମ୍ବଲପୁରରେ ଦେଶର ପ୍ରଥମ ଗାନ୍ଧୀ ମନ୍ଦିର

ସମ୍ବଲପୁର: ସମ୍ବଲପୁରରେ ଅଛି ଦେଶର ପ୍ରଥମ ଗାନ୍ଧୀ ମନ୍ଦିର, ବର୍ଷ ସାରା ପୂଜା ପାଇଥାନ୍ତି ମହାତ୍ମା ଗାନ୍ଧୀ | ଯେଉଁଠି ଭଗବାନଙ୍କ ମୂର୍ତ୍ତି ବଦଳରେ ରହିଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମୂର୍ତ୍ତି । ୩୬୫ ଦିନ ଧରି ସେଠାରେ ମହାତ୍ମା ଗାନ୍ଧୀଙ୍କ ପୂଜା କରାଯାଉଥିବାବେଳେ ଗାନ୍ଧୀ…