Latest Odisha News

BREAKING NEWS

ପୁରୀ ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ

ପୁରୀ : ପୁରୀର ବ୍ଲୁ ଫ୍ଲାଗ ବିଚକୁ ନିଆରା ଢ଼ଙ୍ଗରେ ବିରୋଧ । ଗାନ୍ଧି ଜୟନ୍ତୀ ଅବସରରେ ବେଳାଭୂମିର ସମସ୍ତ ବ୍ୟବସାୟୀ ସମୁଦ୍ର ବେଳାଭୂମିକୁ ସଫେଇ କରି ନିଆରା ବାର୍ତ୍ତା ଦେଇଥିଲେ । ବ୍ୟବସାୟୀ କହିଛନ୍ତି ଯେ, ବେଳାଭୂମିକୁ ବ୍ୟବସାୟୀମାନେ ସଫା ସୁତୁରା ରଖି ପାରିବେ । ତେଣୁ ସ୍ବଚ୍ଛ ବେଳାଭୂମି…

ପିପିଲି ଉପନିର୍ବାଚନ ଫଳାଫଳ: କାଲି ସକାଳ ୮ଟାରୁ ଭୋଟ ଗଣତି

ଭୁବନେଶ୍ବର : ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ରେଜଲ୍ଟ । ଭୋଟ ଗଣତି ଲାଗି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି ହେବ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ହେବ ଭୋଟ ଗଣତି ହୋକୁ ଥିବା ବେଳେ, ୬୨ ଜଣ ସରକାରୀ…

ଗାନ୍ଧୀ ଜୟନ୍ତୀ ଅବସରରେ ଫିଲ୍ମ ‘ଗଡ୍‌ସେ’ ନିର୍ମାଣ ନେଇ ମହେଶ ମଞ୍ଜରେକରଙ୍କ ଘୋଷଣା

ମୁମ୍ବାଇ: ଆଜି ଅକ୍ଟୋବର ୨, ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜନ୍ମ ବାର୍ଷିକୀ। ଏହି ବିଶେଷ ଅବସରରେ ସନ୍ଦୀପ ସିଂ ,ମହେଶ ମଞ୍ଜରେକର ଏବଂ ରାଜ ଶାନ୍ଦିଆଲିଆ ମିଳିତ ଭାବେ ଏକ ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି।ଏହି ଚଳଚ୍ଚିତ୍ରଟି ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଥିବା ନାଥୁରାମ ଗଡ୍‌ସେଙ୍କ…

କଟକରେ ଗାନ୍ଧୀ ଜୟନ୍ତୀ ପାଳିତ, ସମସ୍ତେ ମନେପକାଇଲେ ଗାନ୍ଧୀଙ୍କ ନୀତି ଆଦର୍ଶ

କଟକ : ଆଜି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । କଟକର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ନୂଆବଜାର ସ୍ଥିତ କୁଷ୍ଠାଶ୍ରମ ପରିସରରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଚୌଦ୍ୱାର କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ଦଳର…

ମାଲକାନଗିରିରେ ଲକ୍ଷାଧିକ ଟଙ୍କାର କାଠ ଜବତ, ୨ ଗିରଫ

ମାଲକାନଗିରି: ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ ଆଜି ବନ ବିଭାଗର ସତର୍କତା କାଠ ମାଫିଆଙ୍କୁ ମହଙ୍ଗା ପଡିଛି । ବିଶ୍ୱସ୍ତ ସୁତ୍ରରୁ କାଠ ଚୋରା ଚାଲାଣ ବିଷୟରେ ଖବର ପାଇ…

୯ ଜିଲ୍ଲାରେ ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ୯ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ବିପଦ । ରାଜ୍ୟର ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ  କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ,…

କରୋନା ଟୀକା ଯୋଗୁ ସ୍ୱାମୀ ସ୍ତ୍ରୀ ମତାନ୍ତର, ସ୍ତ୍ରୀ ମୃତ

କେନ୍ଦୁଝର: କରୋନା ଟୀକା ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା, ସ୍ତ୍ରୀ ର ଆତ୍ମହତ୍ୟା । କରୋନା ଟୀକା ପାଇଁ ଆତ୍ମହତ୍ୟା ପରି ଏକ ଅଭାବନୀୟ ଘଟଣା ଘଟିଛି ତେଲକୋଇ ଥାନା ଅଧୀନ ସରୁଆଳି ଗାଁରେ । ଗାଁରେ ଆଜି କରୋନା ଟୀକା କରଣ କାର୍ଯ୍ୟକ୍ରମ ରହିଥିଲା, ଗାଁର କିଶୋର ଖିଲାରଙ୍କ ସ୍ତ୍ରୀ…

[ଭିଡିଓ] ଭାଇରାଲ୍ ଆଲର୍ଟ: ଏଟିଏମ୍‌ରେ ଯୁବତୀଙ୍କ ଅସମ୍ଭାଳ ନାଚ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଜଣେ ଯୁବତୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଏହି ଭିଡିଓରେ ଜଣେ ଯୁବତୀଙ୍କ ଅସମ୍ଭାଳ ନାଚ ଦେଖାଯାଇପାରେ । ହେଲେ ଖାସ କରି ଏଟିଏମ୍‌ରେ ଟଙ୍କା ଉଠାଣ ବେଳେ ଯୁବତୀଙ୍କ ନାଚ ସମସ୍ତଙ୍କୁ ତାଜୁବ କରିଛି ।…

ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ପୁରୀ : ଜମି ବିବାଦକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ। ପୁରୀ ଗଡ଼ ମୃଗସିରା ପଞ୍ଚାୟତର ସୁନ୍ଦର ଗାଁ ର ଲୋକମାନେ ଜମିଜମା ଘଟଣା ନେଇ ହୋଇଥିବା ବିଶୃଙ୍ଖଳାରେ ଜିଲ୍ଲାପାଳ ହସ୍ତକ୍ଷେପ କରିବା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ପୁରୀ ସଦର ବ୍ଲକ ସୁନ୍ଦର ଗାଁ ର…

ଅଲଗା ହେଲେ ସାଉଥ୍‌ର ଷ୍ଟାର୍‌ ଯୋଡି ସମନ୍ଥା ଓ ନାଗା ଚୈତନ୍ୟ

ନୂଆଦିଳ୍ଲୀ: ବିବାହର ଚାରି ବର୍ଷ ପରେ ସମନ୍ଥା ଏବଂ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ପରସ୍ପରଠୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ୨୦୧୭ରେ ଗୋଆରେ ଏକ ବିଶାଳ ସମାରୋହରେ ନାଗା ଚୈତନ୍ୟ ଏବଂ ସମାନ୍‌ଥା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟ ପତି ଓ ପତ୍ନୀ ବନ୍ଧନରୁ ମୁକ୍ତ ହେବା ନେଇ…