Latest Odisha News

BREAKING NEWS

ପାରାଦୀପରେ ପ୍ରତିଷ୍ଠା ହେବ ବିଶାଳ ପ୍ଲାଷ୍ଟିକ ପାର୍କ

ଭୁବନେଶ୍ବର : ପାରାଦୀପରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ । ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି । ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆପଡା ଗସ୍ତରେ ଯିବେ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଗସ୍ତ ସମୟରେ ସେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ୧୧ଟା ୧୦ ମିନିଟ୍‌ରେ…

ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ପୁରସ୍କାର ଜିତିଲେ ହମ୍ପି

ନୂଆଦିଲ୍ଲୀ: ଭାରତର ଷ୍ଟାର ଚେସ୍ ଖେଳାଳି କୋନେରୁ ହମ୍ପି ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଛନ୍ତି । ବିବିସି ମହାନିର୍ଦ୍ଦେଶକ ଟିମ୍ ଡେଭ୍ ଏଥିରେ ଅଧ୍ୟକ୍ଷତା କରିବା ସହ ଭର୍ଚୁଆଲ ଉତ୍ସବରେ ବିଜେତାଙ୍କ ନାମ ଘୋଷଣା କରିଥିଲେ । ର‌୍ୟାପିଡ ଚେସ ଫର୍ମାଟରେ ହମ୍ପି…

୩୭୦ ଧାରା ପ୍ରତ୍ୟାହାର ପରେ ଜମ୍ମୁ କାଶ୍ମୀରରେ ଆତଙ୍କୀ ହିଂସା ହ୍ରାସ ପାଇଛି

ନୂଆଦିଲ୍ଲୀ: ଅଗଷ୍ଟ ୨୦୧୯ରେ ଧାରା ୩୭୦ ପ୍ରତ୍ୟାହାର ହେବା ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ହିଂସା ଯଥେଷ୍ଟ ହ୍ରାସ ପାଇଛି ବୋଲି କେନ୍ଦ୍ର ମଙ୍ଗଳବାର କହିଛି। ଲୋକସଭାରେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ କିଶାନ ରେଡ୍ଡୀ କହିଛନ୍ତି ଯେ ୨୦୧୯ ତୁଳନାରେ ୨୦୨୦ ରେ କେନ୍ଦ୍ର ଶାସିତ ଅଞ୍ଚଳରେ…

ଆସନ୍ତୁ ଜାଣିବା ଟି୨୦ର ଶ୍ରେଷ୍ଠ ଟିମ୍ ସମ୍ପର୍କରେ

ମୁମ୍ବାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇଯିବ । ଆଇସିସି ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିବାକୁ ହେଲେ ଟିମ୍ ଇଣ୍ଡିଆକୁ ୪-୧ରେ ସିରିଜ ଜିତିବାକୁ ପଡିବ । ଆଗକୁ ଟି୨୦ ବିଶ୍ୱକପ ହେବାକୁ ଯାଉଥିବାରୁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ…

 ଆଜିଠୁ ଗୁରୁ ଦକ୍ଷିଣା ଉତ୍ସବ

ଭୁବନେଶ୍ୱର : କଳାଶ୍ରମ ନୃତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହେବ ୧୫ତମ ଗୁରୁ ଦକ୍ଷିଣା ଉତ୍ସବ ୨୦୨୦-୨୧ । ୧୧ ତାରିଖ ଯାଏଁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗୁରୁ ଶିଷ୍ୟର ଆଦର୍ଶ ପରମ୍ପରାକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ରହିଛି ।…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିଭେନ୍ଦ୍ର ସିଂ ରାୱତ

ଉତ୍ତରାଖଣ୍ଡ: ସୂଚନା ଅନୁଯାୟୀ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନର ଠିକ୍ ଗୋଟିଏ ବର୍ଷ ପୂର୍ବରୁ ବିଜେପି ରାଜ୍ୟ ୟୁନିଟରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତ ମଙ୍ଗଳବାର ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସିଏମ ତ୍ରିବେନ୍ଦ୍ର ରାୱତ ରାଜ୍ୟପାଳ ନିକଟରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସାଂସଦ ନା ଗ୍ୟାଙ୍ଗଷ୍ଟର, କିଏ ଧରିଛି ଗୋଡ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ପୂର୍ବତନ ସାଂସଦଙ୍କ ଭିଡିଓ । ଏନକାଉଣ୍ଟରରୁ ବର୍ତ୍ତିବାଲାଗି ବାରମ୍ବାର ନେହୁରା ହେଉଛନ୍ତି । ଏପରିକି ବେକରେ ଲେଖା ପକାଇ ବୁଲୁଛନ୍ତି । କିଛି ଏପରି ଦାବି କରି ଅନେକ ଲୋକ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ହେଲେ ଏହି ଭିଡିଓକୁ ନେଇ…

ଫିଲ୍ମ ‘ସାଇଲେନ୍ସ’ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ମଙ୍ଗଳବାର ଅଭିନେତା ମନୋଜ ବାଜପେୟୀଙ୍କ ଅଭିନୀତ ଚଳଚ୍ଚିତ୍ର 'ସାଇଲେନ୍ସ କ୍ୟାନ୍ ୟୁ କ୍ୟାନ୍‌ ହିୟର୍‌ ଇଟ୍‌'ର ଟ୍ରେଲର୍‌ ରିଲିଜ୍ ହୋଇଛି। ଏହା ଶୁଣିବା ପରେ ମନୋଙ୍କ ବାଜପେୟୀଙ୍କ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏପର୍ଯ୍ୟନ୍ତ ମନୋଜ ବାଜପେୟୀଙ୍କ ଚଳଚ୍ଚିତ୍ର…

ପୋଲିସ କମିଶନର ଭାବେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ଭୁବନେଶ୍ୱର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୁଧାଂଶୁ ଷଡଙ୍ଗୀ ସ୍ଥାନରେ ସୌମେନ୍ଦ୍ର ଏହି ଦାୟିତ୍ୱ ମିଳିଛି । ୧୯୯୫ ବ୍ୟାଚ୍ ଆଇପିଏସ ଅଫିସର ସୌମେନ୍ଦ୍ର…