Latest Odisha News

BREAKING NEWS

ନିଜ ବାୟୋପିକ୍‌ରେ ପରିନୀତିଙ୍କ ଲୁକ୍‌କୁ ସାଇନାଙ୍କ ପ୍ରଶଂସା

ନୂଆଦିଲ୍ଲୀ: ମାର୍ଚ୍ଚ ୪ରେ ସାଇନା ନେହୱାଲଙ୍କ ବାୟୋପିକ୍‌ର ଟିଜର ରିଲିଜ ହୋଇଯାଇଥିଲା। ଏଥିରେ ବଲିଉଡ୍‌ ଅଭିନେତ୍ରୀ ପରିନୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ପରିନୀତି ଚୋପ୍ରା ଠିକ୍‌ ସାଇନାଙ୍କ ଭଳି ବ୍ୟାଡମିଣ୍ଟନ୍ ଖେଳାଳିଙ୍କ ପରି…

ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ

ଭଦ୍ରକ: ଭଦ୍ରକ ଜିଲ୍ଲା ମାଳଦା ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି ଅଭିଯୋଗ । ଘଟଣାର ତଦନ୍ତ ପରେ ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମବାୟ ବିଭାଗ ନିଲମ୍ବନ କରିଥିବା ଜଣାପଡିଛି ।

ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଦିିଲ୍ଲୀରେ ନୁହେଁ କଟକରେ ହେବ ଶୁଣାଣି

କଟକ: ଓଲିଉଡ କପୁଲ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ସାମାନ୍ୟ ଆଶ୍ୱସ୍ତି । ଦିଲ୍ଲୀରେ ନୁହେଁ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତର କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ ନିର୍ଦ୍ଦେଶ ନେଇ ବର୍ଷାଙ୍କ ଓକିଲ କ୍ରିଷ୍ଣା କୁମାର ସୂଚନା…

କେରଳ ସୁନା ଚୋରା କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ସମେତ ବାଚସ୍ପତି ଏବଂ ଆଉ ତିନି ମନ୍ତ୍ରୀ ସାମିଲ୍‌!

ନୂଆଦିଲ୍ଲୀ: ଥିରୁବନନ୍ତପୁରମରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କନସୁଲେଟ୍ ମାଧ୍ୟମରେ ବେଆଇନ ସୁନା ଚୋରା କାରବାର ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇଙ୍କ ସମେତ ବାଚସ୍ପତି ଅନ୍ୟ ତିନି ଜଣ ମନ୍ତ୍ରୀ ସାମିଲ୍‌ ଥିବା ଶୁକ୍ରବାର ଦିନ କେରଳ ହାଇକୋର୍ଟ କହିଛନ୍ତି। ଏହାରି ଭିତରେ ଆଉ ଏକ ଖୁଲାସା…

କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଆଠଗଡ: ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ଗାଁ ନିକଟରେ ଥିବା କାଜୁ ବଗିଚାରୁ ମହାଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ । ସ୍ଥାନୀୟ ଲୋକ ମୃତଦେହ ଦେଖି ଆଠଗଡ ପୋଲିସକୁ ଖବର ଦେଇଥିଲେ । ଆଠଗଡ ପୋଲିସ…

ବିବାହ ଭୋଜିରେ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ମିଶି ଏମିତି ନାଚିଲେ ଫାରୁକ୍ ଅବଦୁଲ୍ଲା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିକଟରେ ଏକ ବିବାହ ଉତ୍ସବରେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଖୁସି କରିଥିଲା। ଫାରୁକ୍‌ ଅବଦୁଲ୍ଲା ଏବଂ…

ପେଟ୍ରୋଲ ପମ୍ପ୍‌ରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ହଟାଇବାକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ 

ନୂଆଦିଲ୍ଲୀ: ଚଳିତ ମାସ ୨୭ ତାରିଖରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ତେବେ ଏହା ପୂର୍ବରୁ ବିଜେପିକୁ ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍‌ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ…

ଶିମିଳିପାଳ ନିଆଁର ଅନୁଧ୍ୟାନ ପାଇଁ ଗ୍ରାଉଣ୍ଡରେ କଂଗ୍ରେସର ୬ ଜଣିଆ ଟିମ୍

ବାରିପଦା: ଶିମିଳିପାଳରେ କେମିତି ଲାଗିଲା ନିଆଁ ? ବର୍ତ୍ତମାନ ସ୍ଥିତି କଣ ? କେତେ ଅଞ୍ଚଳ ଜଳି ଛାରଖାର ହୋଇଛି । ସ୍ଥିତି ଅନୁଧ୍ୟାନ ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇଛି କଂଗ୍ରେସର ଏକ ୬ ଜଣିଆ ଟିମ୍ । ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ନିର୍ଦ୍ଦେଶରେ ଏହି ଟିମ୍ ୪ ଦିନ ଧରି…

ବିଜୁବାବୁଙ୍କ ଆଦର୍ଶକୁ ଆପଣାଇ ଲୋକଙ୍କ ସେବା କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଜୟନ୍ତୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ…

ଆରପାରିରେ ଗୋହର ଖାନଙ୍କ ବାପା ଜଫର ଅହମଦ ଖାନ

ନୂଆଦିଲ୍ଲୀ: ଦୁନିଆକୁ ବିଦାୟ ନେଇଛନ୍ତି ଅଭିନେତ୍ରୀ ଗୋହର ଖାନଙ୍କ ବାପା ଜଫର ଅହମ୍ମଦ ଖାନ । ଗତ ଏକ ସପ୍ତାହ ଧରି ତାଙ୍କ ପିତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୋହର ଖାନ ତାଙ୍କ ଇନଷ୍ଟାଗ୍ରାମରେ ବାପାଙ୍କ ଏକ ଫଟୋ…