ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୪୦)
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୪୦
ମନର ଯତ୍ନ ନିହାତି ଦରକାର। ଦେହର ଯତ୍ନ ବିନା ଅସମ୍ଭବ ସବୁ। ଉଭୟେ ଓତଃପ୍ରୋତ ଭାବରେ ଜଡ଼ିତ। ମନ ଭଲ ଥିଲେ ସବୁକିଛି ଭଲଲାଗେ, ନହଲେ ଗଲା ସବୁ । ମନ ପାଇଁ ଦରକାର ପଡେ, ନୈତିକ ଶିକ୍ଷା, ଆଧ୍ୟାତ୍ମିକ ଚିନ୍ତାଚେତନା ,…