ସଲ୍ମାନଙ୍କ ସାମ୍ନାରେ କାଟ୍ରିନାଙ୍କୁ ପ୍ରପୋଜ୍ କରିଥିଲେ ଭିକି!
ନୂଆଦିଲ୍ଲୀ: କିଛିଦିନ ହେବ ବଲିଉଡ୍ ଷ୍ଟାର୍ ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହା ଭିତରେ କ୍ୟାଟ୍ରିନା ଏବଂ ଭିକିଙ୍କ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି।
୨୦୧୯ରେ ଭିକି କୌଶଲ ଏକ କାର୍ଯ୍ୟକ୍ରମରେ କ୍ୟାଟ୍ରିନା…