‘ଆଣ୍ଟିଲିଆ’ ସମ୍ମୁଖରେ ବିସ୍ଫୋରକ ଜବତ ଘଟଣାରେ ‘ଜୈଶ ଉଲ ହିନ୍ଦ’ର କୌଣସି ହାତ ନାହିଁ
ନୂଆଦିଲ୍ଲୀ: 'ଜୈଶ ଉଲ ହିନ୍ଦ' ଦ୍ୱାରା ପ୍ରକାଶିତ ଏକ ବାର୍ତ୍ତା ସେୟାର କରି କହିଛି ଯେ ମୁକେଶ ଅମ୍ବାନୀଙ୍କ ଘର ସମ୍ମୁଖରେ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ରଖିବାରେ ଏହି ସଂସ୍ଥାର କୌଣସି ହାତ ନାହିଁ। ଏହାଛଡ଼ା ଅମ୍ବାନିଙ୍କୁ ମଧ୍ୟ କୌଣସି ଧମକପୂର୍ଣ୍ଣ ଚିଠି ମଧ୍ୟ ଦିଆଯାଇନାହିଁ।…