Latest Odisha News

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ... ବାହୁଡା ଦିନ ସକାଳୁ, ପ୍ରୟାଗ ଗାଧୁଆ ଘରୁ ଗାଧୋଇ ସାରି ବାହାରିଲା ବେଳକୁ, ପୂଜା ଘର ସାମ୍ନାରେ ପାଦ ତାର ଆପେ ଆପେ ଅଟକି ଗଲା। ପୂଜା ଘର ଦରଜା ଖୋଲାଥିଲା। ନଜର ମିଶିଲା ପ୍ରୟାଗର, ଗୋଲ ଗୋଲ ଯୋଡ଼େ ଆଖି ସାଙ୍ଗରେ। ମନେ ମନେ ଭାବିଲା ସେ “ତୋର…

ଆଜି ମହାପ୍ରଭୁଙ୍କ ବନକଲାଗି ବେଶ: କିପରି ଓ କେମିତି ହୁଏ ବନକଲାଗି !

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ବେଶ ଅନୁଷ୍ଠିତ ହେଉଛି । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସେବକମାନେ ନୀଳାଦ୍ରୀବିଜେ ପରେ ପ୍ରଥମଥରଲାଗି ବନକଲାଗି ବେଶ କରାଉଛନ୍ତି । ବନକଲାଗିର ଶୃଙ୍ଗାର ପରେ ମହାପ୍ରଭୁଙ୍କ ଶ୍ରୀମୁଖ…

ଭଦ୍ରକ ଡ଼ବଲ ମର୍ଡ଼ର: ୨ ଲକ୍ଷ ଟଙ୍କା ଲୋଭରେ ହତ୍ୟା କରିଥିବା ସ୍ୱୀକାର କଲା ଅଭିଯୁକ୍ତ

ଭଦ୍ରକ : ଭଦ୍ରକ ଧାମନଗର ଅଞ୍ଚଳରେ ଘଟିଥିବା ନୃଶଂସ ଡ଼ବଲ ମର୍ଡ଼ର ଘଟଣା ଏବେ ଭିନ୍ନ ମୋଡ଼ ନେଇଛି । ଏହି ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ବବୁଆ ମହାନ୍ତି ପୋଲିସ ଆଂଗରେ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛି । ଫଳରେ ଏହି ହତ୍ୟାକାଣ୍ଡ ଏକ ନାଟକୀୟ ମୋଡ଼ ନେଇଛି । ତଥାପି ଅନେକ ରହସ୍ୟ ଲୁଚିଥିବା…

ମହିଳା ବିଶ୍ୱକପ ହକି: ଭାରତ କ୍ୱାର୍ଟର୍ ଫାଇନାଲରେ, ୩-୦ ରେ ଇଟାଲୀକୁ ପରାସ୍ତ କଲା

ନୂଆଦିଲ୍ଲୀ: ଇଂଲଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ ହକିରେ ଭାରତୀୟ ଦଳ ଚମତକାର ଖେଳ ପ୍ରଦର୍ଶନ କରି ନକଆଉଟ ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର୍ ଫାଇନାଲକୁ ଉନ୍ନୀତ ହୋଇଛି । ଭାରତୀୟ ଦଳ ଏହି ମ୍ୟାଚରେ ବେଶ୍ ଆତ୍ମବିଶ୍ୱାସର ସହିତ ଖେଳୁଥିବାର ଦେଖାଯାଇଥିଲା ।…

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପାଳନ କଲା ସପ୍ତମ ଦୀକ୍ଷାରମ୍ଭ ଉତ୍ସବ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ତାର ସପ୍ତମ ଦୀକ୍ଷାରମ୍ଭ ଉତ୍ସବ ଆଜି ୩୧ ଜୁଲାଇ ୨୦୧୮ ଦିନ ପାଳନ କରିଛନ୍ତି।୨୦୧୨ ରେ ଶୈକ୍ଷିକ ବର୍ଷ ଆରମ୍ଭ କରିଥିବା ଏହି ବିଶ୍ୱବିଦ୍ୟାଳୟ ଏକ ନିଆରା ଅନୁଭବ ସାଙ୍ଗରେ ନିରାମିଷ ମାଦକ ମୁକ୍ତ କ୍ୟାମ୍ପସ ପ୍ରସ୍ତୁତ କରିଅଛି । ଏହି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଭାଗ…

ବିଜେଡିର ମିଶ୍ରଣ ପର୍ବ: ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀରେ ୫୦୦ରୁ ଅଧିକ ବ୍ୟକ୍ତିଙ୍କ ଦଳରେ ଯୋଗଦାନ

ଭୁବନେଶ୍ୱର : ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ୧୫ରୁ ଅଧିକ ସରପଞ୍ଚ, ୧୦ରୁ ଅଧିକ ସମିତି ସଭ୍ୟଙ୍କ ସହ ୫୦୦ରୁ ଊଦ୍ଧ୍ୱର୍ କଂଗ୍ରେସ ଓ ବିଜେପି କର୍ମୀ ଆଜି ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।…

କେନ୍ଦୁଝର: ଗଛରେ ପିଟି ହୋଇ କାର ଦୁର୍ଘଟଣାଗ୍ରସ୍ତ, ୪ମୃତ, ଜଣେ ଗୁରୁତର ଆହତ

କେନ୍ଦୁଝର : ସୋମବାର ରାତି ୨ଟା ସମୟରେ କେନ୍ଦୁଝର ଜିଲ୍ଲା ସଦରଥାନା ଅନ୍ତର୍ଗତ ମଇଦାନକେଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ କାର ଗଛକୁ ଶକ୍ତ ଧକା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରରେ ବସିଥିବା ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଯାତ୍ରୀ ଗୁରୁତର ଆହତ…

ପର୍ଯ୍ୟଟକଙ୍କ ଲାଗି ଅଗଷ୍ଟ ୧ରୁ ଭିତରକନିକା ଅଭୟାରଣ୍ୟ ଖୋଲୁଛି

କେନ୍ଦ୍ରାପଡ଼ା : ଭିତରକନିକା ଅଭୟାରଣ୍ୟ ଅଗଷ୍ଟ ୧ତାରିଖରୁ ପର୍ଯ୍ୟଟକଙ୍କ ପରିଦର୍ଶନ ଲାଗି ଖୋଲାଯିବ । କୁମ୍ଭୀର ପ୍ରଜନନର ଋତୁ ଯୋଗୁଁ ଗତ ମେ ୩ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା । ଫଳରେ ଏହି ତିନିମାସ ଧରି ଦେଶୀୟ କିମ୍ବା ବିଦେଶୀ…

ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ବାରିପଦା ବନ୍ଦ ଡ଼ାକରା

ବାରିପଦା : ଆଜି ‘ମୟୁରଭଞ୍ଜ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡ଼େଣ୍ଟ ଆସୋସିଏସନ (ମାରୟାସା)’ ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ ଡ଼ାକରା ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲା ସଦରମହକୁମା ବାରିପଦା ଠାରେ ଏକ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡ଼ାକରା ଦିଆ…

ଆଶ୍ଚର୍ଯ୍ୟ ବାଳିକା ‘ଜାହ୍ନବୀ’: ୧୪ ବର୍ଷର ବାଳିକା ଆଇ.ଏ.ଏସ.ଙ୍କୁ ପଢଉଛି ପାଠ

ଚଣ୍ଡିଗଡ଼ : ଜାହ୍ନବୀ ପାନୱାର । ବୟସ ୧୪ ବର୍ଷ । ବର୍ତ୍ତମାନ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ କଳାରେ ସ୍ନାତକୋତ୍ତର ଛାତ୍ରୀ । ସେ ପାଠ ପଢିବା ସହିତ ଆଇଏଏସ ପରୀକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି । ଏବେ ତାଙ୍କ ବୟସର ପିଲାମାନେ ୮ମ ଶ୍ରେଣୀରେ ପଢୁଛନ୍ତି । ଜାହ୍ନବୀଙ୍କ ଘର ହରିୟାଣା…