Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୋରଦାର୍ ଚାଲିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ – ଏସଆରସି

ଭୁବନେଶ୍ୱର: ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୨ ଦିନ ଧରି ବାତ୍ୟା ତିତିଲି ଭୟଙ୍କର ତାଣ୍ଡବ ଲୀଳା ରଚିବା ପରେ ଶନିବାର ଦିନ ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ…

ଏସୀୟ ପାରା ଗେମ୍ସ: ଓଡିଶା ଖେଳାଳୀ ପ୍ରମୋଦ ଭଗତ ଜିତିଲେ ବ୍ୟାଡମିଣ୍ଟନ ସ୍ୱର୍ଣ୍ଣ

ଜାକାର୍ତ୍ତା : ଇଣ୍ଡୋନେସିଆର ଜାକାର୍ତ୍ତାରେ ଅନୁଷ୍ଠିତ ହୋଇଥିବା ପାରା ଏସିଆନ୍ସ ଗେମରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି ଓଡିଶା ଖେଳାଳୀ ପ୍ରମୋଦ ଭଗତ । ଏଥିସହିତ ଫାଇନାଲରେ ସେ ଥାଇଲାଣ୍ଡର ଖେଳାଳୀ ଉକୁନ ରୁକାଏନ୍ଦିଙ୍କୁ ୨୧-୧୯, ୧୫-୨୧ ଓ ୨୧-୧୪ ସେଟରେ…

ଭଦ୍ରକରେ ଚାଞ୍ଚଲ୍ୟ: ୫ଟି ବିବାହକୁ ବିରୋଧ କରିବାରୁ ଶଳାକୁ ହତ୍ୟା କଲେ ଭିଣୋଇ

ଭଦ୍ରକ: ଭଦ୍ରକରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ଅନ୍ତର୍ଗତ ସଇବାବାଦ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିବା ଫଳରେ ହତ୍ୟାକାରୀଙ୍କ ଘର ଓ ୨ଟି ଅଟୋକୁ ପୋଡ଼ି ଦେଇଛନ୍ତି ଗ୍ରାମବାସୀ । ଏହି ହତ୍ୟାକାଣ୍ଡରେ ମୃତକ ବ୍ୟକ୍ତି ଜଣକ ହେଲେ ୨୮ ବର୍ଷ…

ମିଳିତ ମଞ୍ଚର ଶିକ୍ଷକ ଆନ୍ଦୋଳନ ନଭେମ୍ବର ୩୦ ଯାଏଁ ସ୍ଥଗିତ

ଭୁବନେଶ୍ୱର : ଅଧ୍ୟାପକ-ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଏନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରିଛି ମିଳିତ ମଞ୍ଚ । ସୂଚନା ଅନୁଯାୟୀ ସମସ୍ତ ଦାବି ପୂରଣ ଲାଗି ସରକାରଙ୍କ ପକ୍ଷରୁ…

ଶ୍ରୀନଗରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁୁଲବାମାଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ହୋଇଛି । ଏହି ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁଲବାମାର ବାବଗୁଣ୍ଡ ଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା…

ଭିଜିଲାନ୍ସ ଜାଲରେ ଫସିଲେ ଓଡିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ରିଜିଓନାଲ ଅଫିସର

ଭୁବନେଶ୍ୱର : ଭୁବନେଶ୍ୱର ଭିଜିଲାନ୍ସ ଅଧିକାରୀ କଳିଙ୍ଗନଗରରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜିଓନାଲ ଅଫିସର ହାଡିବନ୍ଧୁ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ ତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଖଣ୍ଡଗିରି…

ଚତୁର୍ଥ ଭାରତୀୟ ବିଜ୍ଞାନ ଉତ୍ସବ: ଯୁବ ବିଜ୍ଞାନୀ ଭାବେ ସମ୍ବର୍ଦ୍ଧିତ ହେଲେ ସୋଆ ଗବେଷକ

ଭୁବନେଶ୍ୱର : ଲକ୍ଷେ୍ନା÷ରେ ଅନୁଷ୍ଠିତ ଚତୁର୍ଥ ଭାରତୀୟ ଜାତୀୟ ବିଜ୍ଞାନ ଉତ୍ସବରେ ଆୟୋଜିତ ଯୁବ ବୈଜ୍ଞାନିକ ସମ୍ମିଳନୀରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଯୁବ ଗବେଷକ ତଥା ପିଏଚଡି ସ୍କଲାର ଶ୍ରୀ ବିଭୁପ୍ରସାଦ ପଣ୍ଡାଙ୍କୁ ଯୁବ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି…

ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ଯାତ୍ରୀ ଆହତ

ଯାଜପୁର : ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କଡେଇ ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ଡଲଫିନ ନାମକ ଏକ ଯାତ୍ରୀବାହୀ ବସ ଟାଟାନଗରରୁ ଭୁବନେଶ୍ୱର ଫେରୁଥିବା ବେଳେ କୌଣସି କାରଣବଶତଃ ଭାରସାମ୍ୟ ହରାଇ ବଡଚଣା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକକୁ ଧକ୍କା…

‘କୌନ ବନେଗା କରୋଡ଼ପତି’ରେ ମୁଖ୍ୟମନ୍ତ୍ରୀ ନବୀନ !

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋନି ଟିଭିର ଲୋକପ୍ରିୟ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡ଼ପତି’ରେ ଅମିତାଭଙ୍କୁ ସାମ୍ନା କରିଛନ୍ତି । ଓଡ଼ିଶା ସରକାର ଆସନ୍ତା ନଭେମ୍ବରରେ ଭୁବନେଶ୍ୱରରେ ଆୟୋଜନ କରୁଛନ୍ତି ହକି ବିଶ୍ୱକପ । ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଏହି ହକି ବିଶ୍ୱକପର…

ପାହାଡ଼ ଧସି ୧୨ ମୃତ, ଏବେବି ୪ ଜଣ ନିଖୋଜ

ଗଜପତି: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ବାରିଘର ଗାଁରେ ପାହାଡ଼ ଧସିଯିବା କାରଣରୁ ୧୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ଏବେ ମଧ୍ୟ ଏହି ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ନିଖୋଜ ରହିଥିବା…