Latest Odisha News

BREAKING NEWS

ନନ୍ଦନକାନନରେ ଦେଖିବାକୁ ମିଳିବ ରେଡ୍‌ ପାଣ୍ଡା; ଆହୁରି ଆସିବେ ନୂଆ ଅତିଥି…

ଭୁବନେଶ୍ବର:ନନ୍ଦନକାନନରୁ ଡେରାଡୁନ ଚିଡ଼ିଆଖାନାକୁ ଦିଆଯିବ ଏକ ଧଳା ବାଘ । ବଦଳରେ ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନାରୁ ନନ୍ଦନକାନନକୁ ୨ଟି ରେଡ୍‌ ପାଣ୍ଡା, ହଳେ ଗୋରାଲ (Goral) ଏବଂ ଗୋଲ୍ଡେନ ଫିଜାଣ୍ଟ  ଓ ସିଲଭର ଫିଜାଣ୍ଟ ପକ୍ଷୀ ଆସିବେ । ଡେରାଡୁନ ଚିଡ଼ିଆଖାନାକୁ ଧଳା ବାଘ ନେବା…

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଖାରବେଳ ଭବନରେ ଶିଶୁବାଟିକା କଳିକା ଉଦ୍‌ଘାଟିତ

ଭୁବନେଶ୍ବର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଜି ଖାରବେଳ ଭବନରେ ଏକ ଶିଶୁବାଟିକା “କଳିକା” ଉଦ୍ଘାଟନ କରିଛନ୍ତି । ଫଳରେ ଖାରବେଳ ଭବନରେ କାର୍ଯ୍ୟ କରୁଥିବା ମା’ ଏବଂ କର୍ମଚାରୀଙ୍କ ପିଲାମାନଙ୍କୁ ନିରାପଦ, ପୋଷଣ ଡେ-କେୟାର ସହାୟତା ଯୋଗାଇବା ପାଇଁ ବିକଶିତ ଏହି ପଦକ୍ଷେପ ସରକାରୀ…

ଭୁବନେଶ୍ୱରରେ ୫୦୦ ଏକର ସରକାରୀ ଜମି ଜବରଦଖଲ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ପ୍ରାୟ ୫୦୦ ଏକର ସରକାରୀ ଜମି ଜବରଦଖଲ କରାଯାଇଛି। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦେଇଛନ୍ତି। ବାପୁଜୀ ନଗର, ଅଶୋକ ନଗର, ଗଙ୍ଗା ନଗର, ସହିଦ ନଗର,…

ସେପ୍ଟେମ୍ବର ସୁଦ୍ଧା ୧.୬୯ ଲକ୍ଷ ଅପରାଧ ରେକର୍ଡ

ଭୁବନେଶ୍ୱର: ଚଳିତ ବର୍ଷ ଅପରାଧକୁ ଦୃଷ୍ଟିରେ ରଖି ଗୃହରେ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ସୋମବାର ଦିନ ଅପରାଧର ଏକ ତଥ୍ୟ ପ୍ରଦାନ କରିଥିଲେ। ସେ ଓଡ଼ିଶାର ଜିଲ୍ଲାୱାରୀ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଓଡ଼ିଶାର ବିଭିନ୍ନ ସ୍ଥାନରେ ମୋଟ ୧,୬୯,୨୦୦…

BJD in Bhadrak: ବିଜେଡିରୁ ବାସୁଦେବପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା; ଏପଟେ ନବୀନ ନିବାସରେ ବୈଠକ

ଭଦ୍ରକ:ଭଦ୍ରକରେ ବିଜେଡିକୁ ଝଟକା । ସୋମବାର ବିଜେଡ଼ିର ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଇସ୍ତଫା ଦେଇଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେ ନିଜ ଇସ୍ତଫା ପତ୍ର ଜିଲ୍ଲା ବିଜୁ ଜନତା ଦଳ ସଭାପତିଙ୍କୁ ପଠାଇଛନ୍ତି । ଦଳର…

ବଦଳିଲା ଭୁବନେଶ୍ବର ଓ ପୁରୀ ରାଜଭବନର ନାଁ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ପୁରୀରେ ଥିବା ରାଜଭବନଗୁଡ଼ିକୁ ସୋମବାର ଦିନ ଆନୁଷ୍ଠାନିକ ଭାବରେ ଲୋକଭବନ ଭାବେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହି ପରିବର୍ତ୍ତନ କରାଯାଇଛି। ଯାହା ଦେଶବ୍ୟାପୀ ରାଜଭବନଗୁଡ଼ିକୁ ଲୋକଭବନ ଏବଂ ରାଜ ନିବାସକୁ ଲୋକ ନିବାସ…

ଡ୍ରେସିଂ ରୁମରେ ଏବେ ବି ଲାଗି ରହିଛି କି ରୋକା ଏବଂ ଗମ୍ଭୀରଙ୍କ ଶୀତଳ ଯୁଦ୍ଧ

ରାଂଚୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ବିଜୟ ଅଭିଯାନ ସହ ଦିିନିକିଆ କ୍ରିକେଟ ସିରିଜ ଆରମ୍ଭ କରିଛି । ରୋକୋ ଭାବେ ପରିଚିତ ବିରାଟ କୋହଲି ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ସିରିଜପରଠାରୁ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଦକ୍ଷିଣ ଆଫ୍ରିକାକୁ ଭାରତ ହରାଇବା ପରେ ପୂନର୍ବାର…

ପୋଲିସ ବାହିନୀରେ ମହିଳାଙ୍କୁ ନିର୍ଯାତନା ଘଟଣା; ୩ ବର୍ଷରେ ୧୮ ମାମଲା 

ଭୁବନେଶ୍ୱର: ୨୦୨୩ ରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ଓଡ଼ିଶାରେ ପୋଲିସ ବାହିନୀରେ କାର୍ଯ୍ୟରତ ମହିଳାଙ୍କ ପ୍ରତି ନିର୍ଯାତନା ଜନିତ ୧୮ଟି ମାମଲା ରୁଜୁ ହୋଇଛି। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭାରେ ସୂଚନା ଦିଆଯାଇଛି। ଏକ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଆଇନ…

India Qualify for AFC U17 Asian Cup 2026: ଭାରତୀୟ U17 ଫୁଟବଲ୍ ଦଳ ରଚିଲେ ଇତିହାସ; ୧୯୫୯ ପରେ ପ୍ରଥମ ଥର ପାଇଁ…

ଅହମ୍ମଦାବାଦ:ଭାରତୀୟ ୧୭ ବର୍ଷରୁ କମ୍ ଫୁଟବଲ୍ ଦଳ ରବିବାର( ନଭେମ୍ବର ୩୦ ତାରିଖ) ଅହମ୍ମଦାବାଦରେ ଇତିହାସ ରଚିଛି। ଟମ୍ ଇଣ୍ଡିଆ ଇରାନ ବିପକ୍ଷରେ ଐତିହାସିକ ୨-୧ ବିଜୟ ସହିତ ଆସନ୍ତା ବର୍ଷ ସାଉଦି ଆରବରେ ହେବାକୁ ଥିବା AFC ୧୭ ବର୍ଷରୁ କମ୍ ଏସୀୟ କପ୍ ( AFC U17 Asian Cup Saudi Arabia…

ଜିଲ୍ଲାପାଳଙ୍କ ଜନଶୁଣାଣୀ ବେଳେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ…

ବାଙ୍କୀ: କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ବାଙ୍କୀରେ ଅନୁଷ୍ଠିତ ଏକ ସାଧାରଣ ଅଭିଯୋଗ ସଭାରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ବାଙ୍କୀ ବ୍ଲକର ବୈଦେଶ୍ୱର ଗ୍ରାମର ପୀଡିତା ମହିଳା ସସ୍ମିତା ମାଝୀ ନିଜ ଉପରେ…